ସଦାନନ୍ଦ ତ୍ରିପାଠୀ
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ
ସଦାନନ୍ଦ ତ୍ରିପାଠୀ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଗାଳ୍ପିକ ଓ ଔପନ୍ୟାସିକ ।[୧]
ସଦାନନ୍ଦ ତ୍ରିପାଠୀ | |
---|---|
ଜନ୍ମ | ୧୯୫୬ କୃପାସିନ୍ଧୁପୁର, ଗଞ୍ଜାମ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରାଉରକେଲା ସରକାରୀ ମହାବିଦ୍ୟାଳୟ, ରାଉରକେଲା ଆଇନ ମହାବିଦ୍ୟାଳୟ |
ବୈବାହିକ-ସାଥୀ | ମାଧୁରୀ ତ୍ରିପାଠୀ |
ସଦାନନ୍ଦ , ୧୯୫୬ ମସିହାରେ ଗଞ୍ଜାମ ଜିଲ୍ଲାର ସେରଗଡ଼ ନିକଟସ୍ଥ କୃପାସିନ୍ଧୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ୧୪ବର୍ଷ ବୟସରେ ସେ ନିଜର ପ୍ରଥମ ଗପ ଲେଖିଥିଲେ । ୧୯୭୨ମସିହାରେ କଲେଜରେ ପଢୁଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ଗୁଜବ ଉଡେଇଥିଲେ ଯେ, ସଦାନନ୍ଦ ରେଳ ଦୁର୍ଘଟଣାରେ ପ୍ରାଣ ହରେଇଛନ୍ତି । ସେହି କଥାକୁ ମନେ ରଖି, ସେ ନିଜର ପ୍ରଥମ ଗଳ୍ପ ସଂକଳନର ନାମ ରଖିଥିଲେ : "ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ" । ଏହି ଗଳ୍ପ ସଂକଳନଟି ପ୍ରକାଶିତ ହୋଇଥିଲା ୧୯୯୨ ମସିହାରେ ।
ରଚନାବଳୀ
ସମ୍ପାଦନା- ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ
- ରଙ୍ଗନାଥ ଘଡେଇ
- ନିଜ ନିଜ ନିୟମ
- ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର
- କବିର ସମୟ
- ନାଚାର ଷୋଡ଼ଶୀ
- ସତୀ[୩]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2013-03-24. Retrieved 2016-02-11.
{{cite web}}
: Cite has empty unknown parameter:|1=
(help) - ↑ National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୬-୧୯,୨୦୧୬ ପୃଷ୍ଠା୨. Retrieved 11 February 2016.
- ↑ http://odisha.gov.in/e-magazine/orissaannualreference/ora-2011/pdf/92-99.pdf
- ↑ http://www.thehindu.com/todays-paper/tp-national/tp-otherstates/no-threat-to-oriya-language-says-jb/article1792905.ece
- ↑ "'ଓଡ଼ିଆ ସାହିତ୍ୟ ପ୍ରତି ଜଗଦୀଶ ମହାନ୍ତିଙ୍କ ଅବଦାନ ଅତୁଳନୀୟ'". ଧରିତ୍ରୀ ୧୮/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 18 February 2016. Retrieved 27 June 2022.