ସଦାନନ୍ଦ ତ୍ରିପାଠୀ

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ସଦାନନ୍ଦ ତ୍ରିପାଠୀ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଗାଳ୍ପିକ ଓ ଔପନ୍ୟାସିକ ।[୧]

ସଦାନନ୍ଦ ତ୍ରିପାଠୀ
Born୧୯୫୬
କୃପାସିନ୍ଧୁପୁର, ଗଞ୍ଜାମ
Nationalityଭାରତୀୟ
Alma materରାଉରକେଲା ସରକାରୀ ମହାବିଦ୍ୟାଳୟ, ରାଉରକେଲା ଆଇନ ମହାବିଦ୍ୟାଳୟ
Spouseମାଧୁରୀ ତ୍ରିପାଠୀ

ସଦାନନ୍ଦ , ୧୯୫୬ ମସିହାରେ ଗଞ୍ଜାମ ଜିଲ୍ଲାର ସେରଗଡ଼ ନିକଟସ୍ଥ କୃପାସିନ୍ଧୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ୧୪ବର୍ଷ ବୟସରେ ସେ ନିଜର ପ୍ରଥମ ଗପ ଲେଖିଥିଲେ । ୧୯୭୨ମସିହାରେ କଲେଜରେ ପଢୁଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ଗୁଜବ ଉଡେଇଥିଲେ ଯେ, ସଦାନନ୍ଦ ରେଳ ଦୁର୍ଘଟଣାରେ ପ୍ରାଣ ହରେଇଛନ୍ତି । ସେହି କଥାକୁ ମନେ ରଖି, ସେ ନିଜର ପ୍ରଥମ ଗଳ୍ପ ସଂକଳନର ନାମ ରଖିଥିଲେ : "ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ" । ଏହି ଗଳ୍ପ ସଂକଳନଟି ପ୍ରକାଶିତ ହୋଇଥିଲା ୧୯୯୨ ମସିହାରେ ।

ରଚନାବଳୀ ସମ୍ପାଦନା

  • ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ
  • ରଙ୍ଗନାଥ ଘଡେଇ
  • ନିଜ ନିଜ ନିୟମ
  • ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର
  • କବିର ସମୟ
  • ନାଚାର ଷୋଡ଼ଶୀ
  • ସତୀ[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୩ (ସତୀ ଗଳ୍ପଗ୍ରନ୍ଥ ପାଇଁ)[୪]
  • ସୁବ୍ରତ ସ୍ମାରକୀ ସମ୍ମାନ - ୨୦୦୭[୫]
  • ଜଗଦୀଶ କଥା ସମ୍ମାନ - ୨୦୧୬ (ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ)[୬]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2013-03-24. Retrieved 2016-02-11. {{cite web}}: Cite has empty unknown parameter: |1= (help)
  2. National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
  3. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୬-୧୯,୨୦୧୬ ପୃଷ୍ଠା୨. Retrieved 11 February 2016.
  4. http://odisha.gov.in/e-magazine/orissaannualreference/ora-2011/pdf/92-99.pdf
  5. http://www.thehindu.com/todays-paper/tp-national/tp-otherstates/no-threat-to-oriya-language-says-jb/article1792905.ece
  6. "'ଓଡ଼ିଆ ସାହିତ୍ୟ ପ୍ରତି ଜଗଦୀଶ ମହାନ୍ତିଙ୍କ ଅବଦାନ ଅତୁଳନୀୟ'". ଧରିତ୍ରୀ ୧୮/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 18 February 2016. Retrieved 27 June 2022.