ଦେବକାନ୍ତ ମିଶ୍ର

ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଓ ଲେଖକ

ଦେବକାନ୍ତ ମିଶ୍ର (ଜନ୍ମ: ୫ ମାର୍ଚ୍ଚ ୧୯୩୯) ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ପ୍ରଧ୍ୟାପକ, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଶତାବ୍ଦୀର ଆହ୍ୱାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ଦେବକାନ୍ତ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1939-03-05) ୫ ମାର୍ଚ୍ଚ ୧୯୩୯ (ବୟସ ୮୫)
କଟକ, ଓଡ଼ିଶା
ବୃତ୍ତି
  • ଲେଖକ
  • ସାହିତ୍ୟିକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଶତାବ୍ଦୀର ଆହ୍ୱାନ (ବିଜ୍ଞାନ ସାହିତ୍ୟ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୮୧
ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୭

ଜୀବନୀ ସମ୍ପାଦନା

୧୯୩୯ ମସିହାର ମାର୍ଚ୍ଚ ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ସେ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟପଦାର୍ଥ ବିଜ୍ଞାନ ବିଭାଗର ପ୍ରଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।[୨]

ରଚନାବଳୀ ସମ୍ପାଦନା

ବର୍ଷ ବହି ପ୍ରକାଶକ ମନ୍ତବ୍ୟ
୧୯୬୭ ମହାଶୂନ୍ୟ ବିଜ୍ଞାନ
ଫଟୋଗ୍ରାଫି
୧୯୭୧ ଚନ୍ଦ୍ର ବିଜୟ
୧୯୭୨ ପ୍ରାଚୀନ ଭାରତରେ ବିଜ୍ଞାନ
୧୯୭୩ ପଦାର୍ଥ ବିଜ୍ଞାନ, ଭାଗ ୨
୧୯୭୪ ବୈଜ୍ଞାନିକ ଜୀବନୀ, ଭାଗ ୨
୧୯୭୬ ଚେତନାର ଉତ୍ତରଣ ଓ ମାନବ ଜାତିର ଭବିଷ୍ୟତ
ସମୟ
ବିଜ୍ଞାନ ଓ ବିଚାରବୋଧ
୧୯୭୮ ଶତାବ୍ଦୀର ଆହ୍ୱାନ ଫ୍ରେଣ୍ଡସ୍ ପବ୍ଲିଶର୍ସ
୧୯୮୦ ଦୁଇହଜାର ମସିହା ବେଳକୁ ବିଜ୍ଞାନ ଓ ଟେକ୍ନୋଲୋଜିର ସମ୍ଭାବ୍ୟ ରୂପରେଖ
୧୯୮୧ ବିଜ୍ଞାନ ଓ ଜାତୀୟ ପ୍ରଗତି
ବ୍ଲାକ୍ ହୋଲ୍
ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ
୧୯୮୨ ମାଇକ୍ରୋଇଲେକ୍‌ଟ୍ରୋନିକ୍‌ସ୍
୧୯୮୩ ବିଜ୍ଞାନର ରୂପ
ଗାଲିଲିଓ ଗାଲିଲି
ମାଇକେଲ୍ ଫାରାଡେ
ୱାଟ୍‌ସନ୍
୧୯୮୭ ବିଜ୍ଞାନ କାହା ପାଇଁ
ଦୈନନ୍ଦିନ ଜୀବନରେ ବିଜ୍ଞାନ
ହୋମି ଜାହାଙ୍ଗିର ଭାଭା
୧୯୮୮ ଅମର ବୈଜ୍ଞାନିକ ଗ୍ରନ୍ଥମାଳା, ଭାଗ ୦୧
ଅମର ବୈଜ୍ଞାନିକ ଗ୍ରନ୍ଥମାଳା, ଭାଗ ୦୨
ଅମର ବୈଜ୍ଞାନିକ ଗ୍ରନ୍ଥମାଳା, ଭାଗ ୦୩
ଏନ୍‌ରିକୋ ଫର୍ମି
ହାଇଜେନ୍‌ବର୍ଗ
ନିଲ୍ ବୋର୍
୧୯୮୯ ଆମ ଦେଶ ପାଇଁ ବିଜ୍ଞାନ
ବୈଜ୍ଞାନିକ ଚିନ୍ତନ
ଜୈବ ପ୍ରଯୁକ୍ତିବିଦ୍ୟା ଓ କମ୍ପ୍ୟୁଟର
ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ
ଗ୍ଲେନ୍ ସିବର୍ଗ
ଗ୍ରାଣ୍ଟ ବାଣ୍ଟିଙ୍ଗ
ଲାଇନସ୍ ପଲିଙ୍ଗ
ଲର୍ଡ ରଦରଫୋର୍ଡ
ମାକ୍ସ ପ୍ଲାଙ୍କ
ଓପେନ୍‌ହାଇମର୍
୧୯୯୦ ଅଣୁ, ପରମାଣୁ ଓ ପରମାଣୁ ଶକ୍ତି
ଭାରତୀୟ ବୈଜ୍ଞାନିକମାନଙ୍କ ମହନୀୟ ଅବଦାନ
ଏକବିଂଶ ଶତାବ୍ଦୀର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ପର୍ଯ୍ୟାବରଣୀୟ ମାନବବାଦ
ସୁବ୍ରମନ୍ୟନ ଚନ୍ଦ୍ରଶେଖର ଓ ଆବଦସ ସଲାମ
୧୯୯୧ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍
୧୯୯୨ ମେଘନାଦ ସାହା
ସାମନ୍ତ ଚନ୍ଦ୍ରଶେଖର
୧୯୯୩ ଆଧୁନିକ ଦୁନିଆର ପ୍ରତିଛବି
ଆମ ଜଙ୍ଗଲ ସମ୍ପଦ
ବିଜ୍ଞାନ ଓ ମାନବିକ ମୂଲ୍ୟବୋଧ
ଜୀବନର ଛନ୍ଦ
୧୯୯୫ ଆମ ଦେଶରେ ବିଜ୍ଞାନର କରାମତି
ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା
ଇଲେକ୍‌ଟ୍ରୋନିକ୍‌ସ୍‌ର ଇତିବୃତ୍ତ
୧୯୯୭ ସ୍ୱାଧୀନତା ପର ଓଡ଼ିଶା
୨୦୦୦ ଆମ ଦେଶର ପରିବେଶର ଭବିଷ୍ୟତ
୨୦୦୩ ସୌରଶକ୍ତିର କରାମତି
୨୦୦୪ ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପାଇଁ ବ୍ୟାପକ ପ୍ରସ୍ତୁତି
ସମସାମୟିକ ପଦାର୍ଥ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା
ଶନି ଓ ତାହାର ଉପଗ୍ରହ...
୨୦୦୫ ଆଗାମୀ ଯୁଗର ଟେକ୍ନୋଲୋଜି
ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ଉତ୍ତର ଦାନ
ପ୍ରାଣକୃଷ୍ଣ ପରିଜା
ସୁପର୍ ହିରୋ
୨୦୦୬ ପ୍ରାଣୀ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା
୨୦୦୭ ବିଜ୍ଞାନ ଜଗତର ଚଳନ୍ତି ଘଟଣା ପ୍ରବାହ
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମସାମୟିକ ଘଟଣା ପ୍ରବାହ
୨୦୦୮ ନବସାକ୍ଷରଙ୍କ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ମହାକାଶ ଯୁଗର ପ୍ରଥମ ପଚାଶ ବର୍ଷ
୨୦୨୦ ବର୍ନ ଟୁ ବି ଏ ଲର୍ନର (ଇଂ)
ଆଇନ୍‌ଷ୍ଟାଇନ୍ ଓ ତାଙ୍କ ଯୁଗାନ୍ତକାରୀ ଉଦ୍ଭାବନ

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.
  2. ଦେବକାନ୍ତ ମିଶ୍ର (1978). ଶତାବ୍ଦୀର ଆହ୍ୱାନ (in Oriya).{{cite book}}: CS1 maint: unrecognized language (link)
  3. "LIST OF AWARDS". Rajdhani Book Fair. Retrieved 5 April 2024.