ବିଭୂତିଭୂଷଣ ତ୍ରିପାଠୀ
ସାହିତ୍ୟିକ
ବିଭୂତିଭୂଷଣ ତ୍ରିପାଠୀ (ଜନ୍ମ: ୧୯୨୩) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ତାଙ୍କ ଲେଖାରେ ମଧ୍ୟବିତ୍ତ ପରିବାରର ମନସ୍ତତ୍ତ୍ୱର ପରିପ୍ରକାଶ ହେଉଥିଲା ।[୨] ସେ ୧୯୮୧ ମସିହାରେ ତାଙ୍କ ଉପନ୍ୟାସ ନିଶାନ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ବିଭୂତିଭୂଷଣ ତ୍ରିପାଠୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୨୩ |
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧ |
ରଚନାବଳୀ
ସମ୍ପାଦନାସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Indian & Foreign Review. Publications Division of the Ministry of Information and Broadcasting, Government of India. 1970.
- ↑ National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
- ↑ "The National Library of India". opac.nationallibrary.gov.in. Natial Library. Retrieved 19 January 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Archived from the original on 23 September 2019. Retrieved 24 December 2018.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)