ସୀତାକାନ୍ତ ମହାପାତ୍ର
କବି ଓ ସାହିତ୍ୟ ସମାଲୋଚକ
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।[୧] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସୀତାକାନ୍ତ ମହାପାତ୍ର | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | |
ଜୀବିକା | ପ୍ରଶାସନିକ ଅଧିକାରୀ |
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
ଜଣାଶୁଣା କାମ | ଶବଦର ଆକାଶ (୧୯୭୧) ସମୁଦ୍ର (୧୯୭୭) |
ରଚନାବଳୀସମ୍ପାଦନ କରନ୍ତୁ
କବିତାସମ୍ପାଦନ କରନ୍ତୁ
|
|
ପ୍ରବନ୍ଧସମ୍ପାଦନ କରନ୍ତୁ
|
ଭ୍ରମଣକାହାଣୀସମ୍ପାଦନ କରନ୍ତୁ
ତାଳପତ୍ର ଉପରେସମ୍ପାଦନ କରନ୍ତୁ
|
ଇଂରାଜୀସମ୍ପାଦନ କରନ୍ତୁ
|
|
ପଦ, ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
ପଦସମ୍ପାଦନ କରନ୍ତୁ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
- ପଦ୍ମ ବିଭୂଷଣ, ୨୦୧୦
- ପଦ୍ମ ଭୂଷଣ, ୨୦୦୩
- ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
- ଶାରଳା ପୁରସ୍କାର[୨] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୯) - ଅଷ୍ଟପଦୀ ପୁସ୍ତକ ପାଇଁ[୩]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୪]
- ବିଷୁବ ପୁରସ୍କାର, ୧୯୮୩[୫]
- ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା), ୧୯୭୧
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
- ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)[୬]
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୦[୭]
- ଉତ୍କଳ ରତ୍ନ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୮]
ଆଧାରସମ୍ପାଦନ କରନ୍ତୁ
- ↑ "Deceptive simplicity". The Hindu. Dec 01, 2002. Check date values in:
|date=
(help) - ↑ ଶାରଳା ପୁରସ୍କାର ସମ୍ମାନିତଙ୍କ ତାଲିକା
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2020.
- ↑ http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Retrieved 9 October 2020.
- ↑ http://www.limcabookofrecords.in/peopleoftheyear.aspx?id=16
- ↑ "ସାହିତ୍ୟିକମାନଙ୍କର ବୃହତ ଦୃଷ୍ଟିଭଙ୍ଗୀ ଜରୁରୀ". www.dharitri.com. ୧୩ ମାର୍ଚ୍ଚ ୨୦୧୧. Archived from the original on ୨୪ ଫେବୃଆରୀ ୨୦୨୧. Retrieved 24 February 2021.
- ↑ "ସାହିତ୍ୟର ନାହିଁ ସୀମା, ଜାତି ସମ୍ପ୍ରଦାୟ" (ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୧୨). ଧରିତ୍ରୀ. Retrieved 10 June 2019.