ରକ୍ଷକ ନାୟକ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ରକ୍ଷକ ନାୟକ (ଜନ୍ମ : ୧୮ ଅଗଷ୍ଟ ୧୯୬୩) ଜଣେ ଓଡ଼ିଆ ସାହିତ୍ୟିକ । ସେ ମୁଖ୍ୟତଃ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ ।[୧] ୨୦୧୩ ମସିହାରେ ସେ ନିଜ କବିତା ପୁସ୍ତକ "ଅସରନ୍ତି ଅନ୍ତାକ୍ଷରୀ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨]
ରକ୍ଷକ ନାୟକ | |
---|---|
ଜନ୍ମ | ରକ୍ଷକ ନାୟକ ୧୮ ଅଗଷ୍ଟ ୧୯୬୩ |
ଶିକ୍ଷାନୁଷ୍ଠାନ | ବିଶ୍ୱମ୍ଭର ବିଦ୍ୟାପୀଠ |
ରଚନାବଳୀ
ସମ୍ପାଦନାକବିତା
ସମ୍ପାଦନା- ଉର୍ଦ୍ଧ୍ୱ ଉଡ଼ାଣ - ୨୦୦୦
- ବ୍ରହ୍ମଶିଳା - ୨୦୦୩
- ବୀଜ ବିକ୍ଷେପ - ୨୦୦୭
- ଅସରନ୍ତି ଅନ୍ତାକ୍ଷରୀ - ୨୦୧୧
- ଆଉ ସବୁ ସାକ୍ଷାତରେ - ୨୦୧୪
- ଅନ୍ୱେଷା ଅହର୍ନିଶ - ୨୦୧୫
- ଅର୍ଗଳ ଅନର୍ଗଳ - ୨୦୧୭[୩]
ପତ୍ରିକା ସମ୍ପାଦନା
ସମ୍ପାଦନା- କ୍ରାନ୍ତିଧାରା
- ବିଶ୍ୱମୁକ୍ତି
- ହୃଦବାକ୍ୟ
- ଅନୁଭବ
- ଆମରି ଗପ
- ସୃଜନର ସୂଚୀପତ୍ର
- ଅଳସୀ
- ପ୍ରାଚୀ ପ୍ରଦୀପ[୪]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ରାଜ୍ୟ ଯୁବ ସମ୍ମାନ - ୧୯୯୭ (ଓଡ଼ିଶା ସରକାର)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ ("ଅସରନ୍ତି ଅନ୍ତାକ୍ଷରୀ" ପାଇଁ)[୫]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2020-09-20. Retrieved 2018-03-03.
{{cite web}}
: Cite has empty unknown parameter:|1=
(help) - ↑ http://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୨୧ - ମାର୍ଚ୍ଚ ୬. Retrieved 3 March 2018.
- ↑ "ବ୍ୟକ୍ତିତ୍ୱ". No. ନିତିଦିନ. ନିତିଦିନ. ୦୨/୦୮/୨୦୧୯. Retrieved 2 August 2019.
{{cite news}}
: Check date values in:|date=
(help) - ↑ http://odishasahityaakademi.org/sahitya-award13.php