ରକ୍ଷକ ନାୟକ
ଓଡ଼ିଆ କବି
ରକ୍ଷକ ନାୟକ(ଜନ୍ମ : ୧୮ ଅଗଷ୍ଟ ୧୯୬୩) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ସେ ମୁଖ୍ୟତଃ କବିତା ଲେଖନ୍ତି । ସେ ପତ୍ରିକା ସମ୍ପାଦନ ସହିତ ମଧ୍ୟ ଜଡ଼ିତ ।[୧] ୨୦୧୩ ମସିହାରେ ସେ ନିଜ କବିତା ପୁସ୍ତକ ଅସରନ୍ତି ଅନ୍ତାକ୍ଷରୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨]
ରକ୍ଷକ ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରକ୍ଷକ ନାୟକ ୧୮ ଅଗଷ୍ଟ ୧୯୬୩ |
ଶିକ୍ଷାନୁଷ୍ଠାନ | ବିଶ୍ୱମ୍ଭର ବିଦ୍ୟାପୀଠ |
ରଚନାବଳୀସମ୍ପାଦନ କରନ୍ତୁ
କବିତାସମ୍ପାଦନ କରନ୍ତୁ
- ଉର୍ଦ୍ଧ୍ୱ ଉଡାଣ - ୨୦୦୦
- ବ୍ରହ୍ମଶିଳା - ୨୦୦୩
- ବୀଜ ବିକ୍ଷେପ - ୨୦୦୭
- ଅସରନ୍ତି ଅନ୍ତାକ୍ଷରୀ - ୨୦୧୧
- ଆଉ ସବୁ ସାକ୍ଷାତରେ - ୨୦୧୪
- ଅନ୍ୱେଷା ଅହର୍ନିଶ - ୨୦୧୫
- ଅର୍ଗଳ ଅନର୍ଗଳ - ୨୦୧୭[୩]
ପତ୍ରିକା ସମ୍ପାଦନାସମ୍ପାଦନ କରନ୍ତୁ
- କ୍ରାନ୍ତିଧାରା
- ବିଶ୍ୱମୁକ୍ତି
- ହୃଦବାକ୍ୟ
- ଅନୁଭବ
- ଆମରି ଗପ
- ସୃଜନର ସୂଚୀପତ୍ର
- ଅଳସୀ
- ପ୍ରାଚୀ ପ୍ରଦୀପ[୪]
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
- ରାଜ୍ୟ ଯୁବ ସମ୍ମାନ - ୧୯୯୭(ଓଡ଼ିଶା ସରକାର)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩(ଅସରନ୍ତି ଅନ୍ତାକ୍ଷରୀ ପାଇଁ)[୫]
ଆଧାରସମ୍ପାଦନ କରନ୍ତୁ
- ↑ http://magazines.odisha.gov.in/utkalprasanga/2012/June/oriyapdf/su.pdf
- ↑ http://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୨୧ - ମାର୍ଚ୍ଚ ୬. Retrieved 3 March 2018.
- ↑ "ବ୍ୟକ୍ତିତ୍ୱ" (ନିତିଦିନ). ନିତିଦିନ. ୦୨/୦୮/୨୦୧୯. Retrieved 2 August 2019.
- ↑ http://odishasahityaakademi.org/sahitya-award13.php