ବଟକୃଷ୍ଣ ଓଝା
ଓଡ଼ିଆ ଶିଶୁସାହିତ୍ୟିକ
ବଟକୃଷ୍ଣ ଓଝା (ଜନ୍ମ - ୧୯୩୬) ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ମୁଖ୍ୟତଃ ଶିଶୁ ସାହିତ୍ୟ ରଚନା କରିଛନ୍ତି ।[୨] ଶିଶୁ ସାହିତ୍ୟରେ ଅବଦାନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ପୁରସ୍କାର[୩] ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।
ବଟକୃଷ୍ଣ ଓଝା | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ୨୦୧୬ |
ରଚନାବଳୀ
ସମ୍ପାଦନା- ମୋ କୁନି କୁନି କବିତା - ୨୦୧୪ (ସହଦେବ ପ୍ରଧାନ, କଟକ)
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Cuttack, One Thousand Years (Volume 2 ed.). Cuttack City Millennium Celebrations Committee, The Universe. 1990. Retrieved 13 July 2022.
- ↑ Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. 2002. Retrieved 13 July 2022.
- ↑ "ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ତରଫରୁ ଚାର ରୋପଣ". www.dharitri.com. Archived from the original on 13 July 2022. Retrieved 13 July 2022.
- ↑ "BAL SAHITYA PURASKAR (2010-2021)". www.sahitya-akademi.gov.in. sahitya akademi. Archived from the original on 13 July 2022. Retrieved 13 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 13 July 2022. Retrieved 13 July 2022.
- ↑ Children's Literature of Orissa. Orissa Sahitya Akademi. 1993.