ପଞ୍ଚାନନ ପାତ୍ର

ଓଡ଼ିଆ ନାଟ୍ୟକାର

ପଞ୍ଚାନନ ପାତ୍ର (୧୯୪୩ - ୨୦୦୬) ଜଣେ ଓଡ଼ିଆ ନାଟ୍ୟକାର । ସେ ଅନେକ ମଞ୍ଚ ଓ ବେତାର ନାଟକ ଲେଖିଯାଇଛନ୍ତି । ସମାଜ ପ୍ରତି ସମବେଦନା ଓ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳକୁ ନେଇ ତାଙ୍କ ଲେଖା । ବିଜ୍ଞାନଙ୍କୁ ନେଇ ସେ କେତେଗୁଡ଼ିଏ ନାଟକ ଲେଖିଛନ୍ତି ।

ପଞ୍ଚାନନ ପାତ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୪୩
ଓଡ଼ିଶା
ମୃତ୍ୟୁ୨୦୦୬
ବିଷୟନାଟକ, ଗପ, ଏକାଙ୍କିକା

ରଚନାବଳୀ ସମ୍ପାଦନା

ନାଟକ ସମ୍ପାଦନା

  • ସ୍ୱର୍ଣ୍ଣଯୁଗର ସନ୍ଧ୍ୟା
  • ଆରଣ୍ୟକ
  • ଜ୍ୱାଳାମୁଖୀ
  • ନିକୁମ୍ଭିଲା
  • ଘୋଡ଼ା ମୁହଁ
  • ନରଃ ନରୌ ନରାଃ
  • ପ୍ରତିବିମ୍ବ
  • କେତେଦୂର ହେ ପୃଥିବୀ
  • ପଦ୍ମତୋଳା
  • କ୍ଲାନ୍ତ ବସୁନ୍ଧରା
  • ଅଶାନ୍ତ ଅରଣ୍ୟ
  • ଏ ନବଘନର ଘର
  • ଏ ଚୁପ୍ ହଜୁର୍ ଆସୁଛନ୍ତି
  • ଜୀବନ ଯେମିତି
  • ଅନାମିକା ତାରା
  • ପାହାନ୍ତି ତାରାକୁ ଚିଠି
  • ନଈର ଠିକଣା
  • ଇଶ୍ୱର ଶୋଇଛନ୍ତି
  • ବିବର୍ଣ୍ଣ ବସୁଧା
  • ଗ୍ରସ୍ତ ଉପତ୍ୟକା

ଏକାଙ୍କିକା ସମ୍ପାଦନା

  • ପ୍ରତିଦ୍ୱନ୍ଦୀ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭ (ପ୍ରତିବିମ୍ବ) [୧]

ଆଧାର ସମ୍ପାଦନା

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.