ବଳରାମ ପଟ୍ଟନାୟକ

ଓଡ଼ିଆ ସାହିତ୍ୟିକ

ବଳରାମ ପଟ୍ଟନାୟକ (ଜନ୍ମ: ୨୩ ଜାନୁଆରୀ ୧୯୨୮) ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ ।[୧][୨] ସେ ତାଙ୍କ ରଚିତ ଉପନ୍ୟାସ ଚରୈବେତି ପାଇଁ ୧୯୯୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]

ବଳରାମ ପଟ୍ଟନାୟକ
Born
ବଳରାମ ପଟ୍ଟନାୟକ

(1928-01-23) ୨୩ ଜାନୁଆରୀ ୧୯୨୮ (ବୟସ ୯୬)
Nationalityଭାରତୀୟ
Citizenshipଭାରତୀୟ
Occupation(s)ଲେଖକ
ଔପନ୍ୟାସିକ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)- ୧୯୯୫

ରଚନାବଳୀ ସମ୍ପାଦନା

  • ଚରୈବେତି - ୧୯୯୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
  • ଅନାଦି ଅନନ୍ତ
  • ଅରକ୍ଷ
  • କେତେ ଏ ଅକୁହା କଥା
  • ମହାନଦୀର ଢେଉ
  • ମନ ଅରଣ୍ୟ
  • ପ୍ରତିଧ୍ୱନି, ୧୯୮୦
  • ରୂପାଲି ଚକର ଇତିକଥା

ଆଧାର ସମ୍ପାଦନା

  1. "000 - 099 : Generalities 004 - 006: Computer science 020 - 029 ..." dokumen.tips (in ଇଂରାଜୀ). Retrieved 26 February 2019.
  2. "Sahitya Academy Award entires" (PDF). Retrieved 26 February 2019. {{cite journal}}: Cite journal requires |journal= (help)
  3. "Odisha Sahitya Akademi". odishasahityaakademi.org. Retrieved 2019-02-26.