ଫକୀର ସିଂହ

ଓଡ଼ିଆ ନାଟ୍ୟକାର

ଫକୀର ସିଂହ (ଜନ୍ମ: ୧୯୫୭) ଜଣେ ଭାରତୀୟ ନାଟ୍ୟକାର ଓ ଲେଖକ । ସେ ଓଡ଼ିଆରେ ନାଟକ, କ୍ଷୁଦ୍ରଗଳ୍ପ ଓ ଗୀତିକବିତା ରଚନା କରନ୍ତି । ସେ ତାଙ୍କ ରଚିତ ଆତ୍ମଲିପି ଓ ଅନ୍ୟାନ୍ୟ ପୁସ୍ତକ ପାଇଁ ୨୦୧୬ ମସିହାରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]

ଫକୀର ସିଂହ
Born
ଫକୀର ସିଂହ

୧୯୫୭
ଧୂଆଁପାରୀ, ଜଗତସିଂହପୁର
Nationalityଭାରତୀୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୬

ଜୀବନୀ ସମ୍ପାଦନା

ଫକୀର ସିଂହ ଜଗତସିଂହପୁର ଜିଲ୍ଲାର ଧୂଆଁପାରୀ ଗ୍ରାମରେ ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ ସମ୍ପାଦନା

ଫକୀର ସିଂହଙ୍କ ପ୍ରଥମ ପ୍ରସାରିତ ନାଟକ ଥିଲା ଅଲଗା ମେଘର ଛାଇ । ଏହା ୧୯୮୭ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା ।

ନାଟକସମୂହ ସମ୍ପାଦନା

  • ଅସ୍ତରାଗର ରଙ୍ଗ
  • ଚା'କପରେ ଝଡ଼
  • ଆତ୍ମଲିପି
  • ମାରୀଚର ମାୟା
  • କଳାଜାଇ
  • ଅନନ୍ୟା

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. "୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ". 10 September 2020. No. ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 10 September 2020. Retrieved 10 September 2020.
  2. "ନାଟକର ମାଟି 'ମଟାଳ', ଏଥିରେ ଲଙ୍ଗଳ ମାରିବା କଷ୍ଟ". Archived from the original on 10 September 2020. Retrieved 10 September 2020.
  3. "ନାଟ୍ୟକାର ଫକୀର ସିଂହଙ୍କୁ ଆଦିନାଟ୍ୟକାର ସମ୍ମାନ". No. ସମ୍ବାଦ ୨୬/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 14 January 2021. Retrieved 14 January 2021.
  4. "କଳିଙ୍ଗ ବହୁଭାଷୀ ନାଟ୍ୟଉତ୍ସବ ଉଦ୍‌ଘାଟିତ". sambadepaper.com. Archived from the original on ୨୨ ଫେବୃଆରୀ ୨୦୨୧. Retrieved 22 February 2021. {{cite web}}: Check date values in: |archivedate= (help)