ରବୀନ୍ଦ୍ର ପ୍ରସାଦ ପଣ୍ଡା
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ରବୀନ୍ଦ୍ର ପ୍ରସାଦ ପଣ୍ଡା (ଜନ୍ମ: ୨୧ ନଭେମ୍ବର ୧୯୩୭) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ୨୦୦୭ ମସିହାରେ ମଧ୍ୟବିତ୍ତର ଆତ୍ମବିଚାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ରବୀନ୍ଦ୍ର ପ୍ରସାଦ ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଛତ୍ରପଦା, ଭଦ୍ରକ | ୨୧ ନଭେମ୍ବର ୧୯୩୭
ବୃତ୍ତି | ଲେଖକ, ପ୍ରଶାସକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମଧ୍ୟବିତ୍ତର ଆତ୍ମବିଚାର (ପ୍ରବନ୍ଧ ଓ ସମାଲୋଚନା) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାରବୀନ୍ଦ୍ର ପ୍ରସାଦ ଭଦ୍ରକ ଜିଲ୍ଲାର ଛତ୍ରପଦାରେ ଜନ୍ମ ଗ୍ରହଣ କରିଥିଲେ । ଚାନ୍ଦବାଲି ଗୁଲାମ ମହମ୍ମଦ ମଧ୍ୟିଂରାଜୀ ଓ ଭଦ୍ରକ ହାଇସ୍କୁଲରେ, ପରେ ରେଭେନସା ଏବଂ ଲକ୍ଷ୍ନୌରେ ଶିକ୍ଷା ଲାଭ କରି ପ୍ରଶାସନିକ ସେବାରେ ଯୋଗ ଦେଲେ । ୧୯୯୫ରେ ଅବସର ନେଲେ । ଛାତ୍ରାବସ୍ଥାରେ ସେ ଜାଗରଣ ଓ ଛାତ୍ରସଂଘର ମୁଖପତ୍ର ଆଗାମୀ ପୁଣି ପରବର୍ତ୍ତୀ କାଳରେ କବିତା ତ୍ରୈମାସିକ ପତ୍ରିକା ସମ୍ପାଦନା କରୁଥିଲେ ।[୨][୩]
ରଚନାବଳୀ
ସମ୍ପାଦନା- ମଧ୍ୟବିତ୍ତର ଆତ୍ମବିଚାର
- ଚୌଦ୍ୱାର ଜେଲରେ ପାଞ୍ଚରାତି
- ବାଟ ହୁଡ଼ି ବାଟ ଖୋଜି
- ଆରିସ୍ତୋତ୍ଲ
- ଡାର୍ଉଇନ୍
- ହଜରତ ମହମ୍ମଦ
- ନିୟତି ସହିତ ଅଭିସାର
- ପ୍ଲାତୋ
- ସୋକ୍ରତିଜ୍
- ଉଦାରା ମୁଦାରା ତାରା
- ସମୟର ଛାଇ (କବିତା)
- ଅନ୍ତର୍ଜଳି ଈଶ୍ୱର ଓ କବିର ଅନ୍ତ୍ୟେଷ୍ଟି[୪]
- ରବୀନ୍ଦ୍ରନାଥଙ୍କ ଗୋରା[୫]
- ରବୀନ୍ଦ୍ରନାଥଙ୍କ ଗଳ୍ପଗୁଚ୍ଛ
ଅନୁବାଦ
ସମ୍ପାଦନା- ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି, ଯା ମନେପଡ଼େ
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭ (ମଧ୍ୟବିତ୍ତର ଆତ୍ମବିଚାର ପାଇଁ)
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-13.
{{cite web}}
: Cite has empty unknown parameter:|1=
(help) - ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୫୨୧, ୫୯୭, ୮୮୩. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୪୦୨.
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=5143
- ↑ https://opac.cuo.ac.in/cgi-bin/koha/opac-detail.pl?biblionumber=18940&query_desc=su%3A%22Odia%20novel%22