ଗୋଲୋକ ଚନ୍ଦ୍ର ପ୍ରଧାନ
ଓଡ଼ିଆ କବି
ଗୋଲକ ଚନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ କବି । ଆଧୁନିକ ଯୁଗରେ ଭଞ୍ଜ-ଭାରତୀ-ସୁଲଭ ଅଳଂକାରିକ ଶୈଳୀର ଅନୁଧାବ ଭାବରେ ସାରା ଓଡ଼ିଶାରେ ତାଙ୍କର ଖ୍ୟାତି ଥିଲା ।[୧] ୧୯୬୫ ମସିହାରେ ତାଙ୍କ ରଚିତ କାବ୍ୟ ସତ୍ୟଭାମା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଗୋଲୋକ ଚନ୍ଦ୍ର ପ୍ରଧାନ | |
---|---|
ଜନ୍ମ | ଗୋଲକ ଚନ୍ଦ୍ର ପ୍ରଧାନ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | (ଓଡ଼ିଆ) କବି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ |
ରଚନାବଳୀ
ସମ୍ପାଦନା- ସତ୍ୟଭାମା
- ମହାପୁରୁଷ ଅରକ୍ଷିତ ଦାସ
- ଇନ୍ଦୁରେଖା[୧]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ (ସତ୍ୟଭାମା ପାଇଁ)[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ଗୌରୀ କୁମାର ବ୍ରହ୍ମା (1963). ସତ୍ୟଭାମା (ଦୁଇପଦ) (୧ମ ed.). କଟକ: ଓଡ଼ିଶା ସାହିତ୍ୟ ଏକାଡେମୀ. p. ୪. Retrieved 25 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 July 2022. Retrieved 24 July 2022.