ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା
(ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲେଉଟି ଆସିଛି)
ଓଡ଼ିଶାର ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧][୨] ଓ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ସଭ୍ୟମାନଙ୍କ ତାଲିକା ।[୩]
ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।
୧୪ଶ ବିଧାନ ସଭା ସଦସ୍ୟ
ସମ୍ପାଦନା# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ଜିଲ୍ଲା | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|---|
୧ | ପଦ୍ମପୁର | ଅଣ ସଂରକ୍ଷିତ | ବରଗଡ଼ ଜିଲ୍ଲା | ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, | ବିଜୟ ରଞ୍ଜନ ସିଂ ବରିହା | ବିଜଦ |
୨ | ବିଜେପୁର | ଅଣ ସଂରକ୍ଷିତ | ବରଗଡ଼ ଜିଲ୍ଲା | ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଅଂଶ) | ସୁବଳ ସାହୁ | କଂଗ୍ରେସ |
୩ | ବରଗଡ଼ | ଅଣ ସଂରକ୍ଷିତ | ବରଗଡ଼ ଜିଲ୍ଲା | ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) | ସାଧୁ ନେପାକ | କଂଗ୍ରେସ |
୪ | ଅତାବିରା | ଅନୁସୂଚିତ ଜାତି | ବରଗଡ଼ ଜିଲ୍ଲା | ଅତାବିରା (ବି), ଅତାବିରା, ଭେଡେନ | ନିହାର ରଞ୍ଜନ ମହାନନ୍ଦ | କଂଗ୍ରେସ |
୫ | ଭଟଲୀ | ଅଣ ସଂରକ୍ଷିତ | ବରଗଡ଼ ଜିଲ୍ଲା | ସୋହେଲା, ଭଟଲୀ, ଅମ୍ବାଭୋନା | ସୁସାନ୍ତ ସିଂହ | ବିଜଦ |
୬ | ବ୍ରଜରାଜନଗର | ଅଣ ସଂରକ୍ଷିତ | ଝାରସୁଗୁଡ଼ା ଜିଲ୍ଲା | ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) | ଅନୁପ କୁମାର ସାଏ | କଂଗ୍ରେସ |
୭ | ଝାରସୁଗୁଡ଼ା | ଅଣ ସଂରକ୍ଷିତ | ଝାରସୁଗୁଡ଼ା ଜିଲ୍ଲା | ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) | ନବକିଶୋର ଦାସ | କଂଗ୍ରେସ |
୮ | ତଳସରା | ଅନୁସୂଚିତ ଜନଜାତି | ସୁନ୍ଦରଗଡ଼ ଜିଲ୍ଲା | ସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ) | ପ୍ରଫୁଲ୍ଲ ମାଝି | କଂଗ୍ରେସ |
୯ | ସୁନ୍ଦରଗଡ଼ | ଅନୁସୂଚିତ ଜନଜାତି | ସୁନ୍ଦରଗଡ଼ ଜିଲ୍ଲା | ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ) | ଜୋଗେଶ କୁମାର ସିଂହ | କଂଗ୍ରେସ |
୧୦ | ବୀରମିତ୍ରପୁର | ଅନୁସୂଚିତ ଜନଜାତି | ସୁନ୍ଦରଗଡ଼ ଜିଲ୍ଲା | ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ) | ଜର୍ଜ ତିର୍କୀ | ସ୍ୱାଧୀନ |
୧୧ | ରଘୁନାଥପାଲୀ | ଅନୁସୂଚିତ ଜାତି | ସୁନ୍ଦରଗଡ଼ ଜିଲ୍ଲା | ରାଉରକେଲା (Township), ଲାଠିକଟା (ଆଂଶିକ) | ସୁବ୍ରତ ତରାଇ | ବିଜଦ |
୧୨ | ରାଉରକେଲା | ଅଣ ସଂରକ୍ଷିତ | ସୁନ୍ଦରଗଡ଼ ଜିଲ୍ଲା | ରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ) | ଶାରଦା ପ୍ରସାଦ ନାୟକ | ବିଜଦ |
୧୩ | ରାଜଗାଙ୍ଗପୁର | ଅନୁସୂଚିତ ଜନଜାତି | ସୁନ୍ଦରଗଡ଼ ଜିଲ୍ଲା | ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ) | ଗ୍ରେଗୋରୀ ମିଞ୍ଜ | କଂଗ୍ରେସ |
୧୪ | ବଣାଇ | ଅନୁସୂଚିତ ଜନଜାତି | ସୁନ୍ଦରଗଡ଼ ଜିଲ୍ଲା | ଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରା | ଭୀମସେନ ଚୌଧୁରୀ | ଭାଜପା |
୧୫ | କୁଚିଣ୍ଡା | ଅନୁସୂଚିତ ଜନଜାତି | ସମ୍ବଲପୁର ଜିଲ୍ଲା | କୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା | ରାଜେନ୍ଦ୍ର କୁମାର ଛତ୍ରିଆ | କଂଗ୍ରେସ |
୧୬ | ରେଙ୍ଗାଲି | ଅନୁସୂଚିତ ଜାତି | ସମ୍ବଲପୁର ଜିଲ୍ଲା | ରେଙ୍ଗାଲି, ଧାନକୁଡ଼ା, ମାନେଶ୍ୱର (ଆଂଶିକ) | ଦୁର୍ଯ୍ୟୋଧନ ଗଡ଼ିଆ | କଂଗ୍ରେସ |
୧୭ | ସମ୍ବଲପୁର | ଅଣ ସଂରକ୍ଷିତ | ସମ୍ବଲପୁର ଜିଲ୍ଲା | ସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି) | ଜୟନାରାୟଣ ମିଶ୍ର | ଭାଜପା |
୧୮ | ରେଢ଼ାଖୋଲ | ଅଣ ସଂରକ୍ଷିତ | ସମ୍ବଲପୁର ଜିଲ୍ଲା | ରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ୱର (ଆଂଶିକ) | ପ୍ରସନ୍ନ ଆଚାର୍ଯ୍ୟ | ବିଜଦ |
୧୯ | ଦେବଗଡ଼ | ଅଣ ସଂରକ୍ଷିତ | ଦେବଗଡ଼ ଜିଲ୍ଲା | ଦେବଗଡ଼ (ପୌ), ତିଳେଇବଣି, ବାରକୋଟ, ରିଆମାଳ, | ସଞ୍ଜିବ କୁମାର ପ୍ରଧାନ | ବିଜଦ |
୨୦ | ତେଲକୋଇ | ଅନୁସୂଚିତ ଜନଜାତି | କେନ୍ଦୁଝର ଜିଲ୍ଲା | ହରିଚନ୍ଦନପୁର, ତେଲକୋଇ, ବାଂଶପାଳ (ଅଂଶ) | ପ୍ରେମାନନ୍ଦ ନାୟକ | ବିଜଦ |
୨୧ | ଘସିପୁରା | ଅଣ ସଂରକ୍ଷିତ | କେନ୍ଦୁଝର ଜିଲ୍ଲା | ଘସିପୁରା, ଘଟଗାଁ, ଆନନ୍ଦପୁର (ଅଂଶ) | ବଦ୍ରିନାରାୟଣ ପାତ୍ର | ବିଜଦ |
୨୨ | ଆନନ୍ଦପୁର | ଅନୁସୂଚିତ ଜାତି | କେନ୍ଦୁଝର ଜିଲ୍ଲା | ଆନନ୍ଦପୁର (ପୌ), ହାତୀବାଡ଼ି, ଆନନ୍ଦପୁର (ଅଂଶ) | ଭାଗିରଥୀ ସେଠୀ | ବିଜଦ |
୨୩ | ପାଟଣା | ଅନୁସୂଚିତ ଜନଜାତି | କେନ୍ଦୁଝର ଜିଲ୍ଲା | ପାଟଣା, ସହରପଡ଼ା, ଝୁମ୍ପୁରା (ଅଂଶ), ଚମ୍ପୁଆ (ଅଂଶ) | ହୃଷିକେଶ ନାୟକ | ବିଜଦ |
୨୪ | କେନ୍ଦୁଝର | ଅନୁସୂଚିତ ଜନଜାତି | କେନ୍ଦୁଝର ଜିଲ୍ଲା | କେନ୍ଦୁଝର (ପୌ), କେନ୍ଦୁଝର, ଝୁମ୍ପୁରା (ଅଂଶ) , ବାଂଶପାଳ (ଅଂଶ) | ସୁବର୍ଣ୍ଣ ନାୟକ | ବିଜଦ |
୨୫ | ଚମ୍ପୁଆ | ଅଣ ସଂରକ୍ଷିତ | କେନ୍ଦୁଝର ଜିଲ୍ଲା | ଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା, ଚମ୍ପୁଆ (ଅଂଶ) | ଜିତୁ ପଟ୍ଟନାୟକ | ସ୍ୱାଧୀନ |
୨୬ | ଯଶୀପୁର | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | ଯଶୀପୁର, ରରୁଆଁ, ଶୁକୃଳି, କୁସୁମି (ଅଂଶ) | କମଳାକାନ୍ତ ନାୟକ | ବିଜଦ |
୨୭ | ସାରସକଣା | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | ସାରସକଣା, ବିଜାତଳ, ବିଶୋଇ, କୁସୁମୀ (ଅଂଶ) | ରାମ ଚନ୍ଦ୍ର ହାଁସଦା | ବିଜଦ* |
୨୮ | ରାଇରଙ୍ଗପୁର | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | ରାଇରଙ୍ଗପୁର (ବି), ରାଇରଙ୍ଗପୁର, ତିରିଙ୍ଗି, ବହଳଦା, ଜାମଡ଼ା | ଶ୍ୟାମ ଚରଣ ହାଁସଦା | କଂଗ୍ରେସ |
୨୯ | ବାଙ୍ଗିରିପୋଷି | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | ବାଙ୍ଗିରିପୋଶି, କୁଳିଅଣା, ଶାମଖୁଣ୍ଟା | ସରୋଜିନୀ ହେମ୍ବ୍ରମ | ବିଜଦ |
୩୦ | କରଞ୍ଜିଆ | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | କରଞ୍ଜିଆ (ବି), କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା (ଅଂଶ) | ବିଜୟ କୁମାର ନାୟକ | ବିଜଦ |
୩୧ | ଉଦଳା | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | ଉଦଳା (ବି), ଉଦଳା, ଗୋପବନ୍ଧୁନଗର, କପ୍ତିପଦା (ଅଂଶ) | ଶ୍ରୀନାଥ ସୋରେନ | ବିଜଦ |
୩୨ | ବଡ଼ସାହି | ଅନୁସୂଚିତ ଜାତି | ମୟୂରଭଞ୍ଜ ଜିଲ୍ଲା | ବେତନଟି, ବଡ଼ସାହି (ଅଂଶ) | ମନୋରଞ୍ଜନ ସେଠୀ | ବିଜଦ |
୩୩ | ବାରିପଦା | ଅନୁସୂଚିତ ଜନଜାତି | ମୟୂରଭଞ୍ଜ ଜିଲ୍ଲା | ବାରିପଦା (ପୌ), ବାରିପଦା, ଖୁଣ୍ଟା, ବଡ଼ସାହି (ଅଂଶ) | ସାନନ୍ଦ ମାରାଣ୍ଡି | ବିଜଦ |
୩୪ | ମୋରଡ଼ା | ଅଣ ସଂରକ୍ଷିତ | ମୟୂରଭଞ୍ଜ ଜିଲ୍ଲା | ମୋରଡ଼ା, ଶୁଳିଆପଡ଼ା, ରାସଗୋବିନ୍ଦପୁର | ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ | ବିଜଦ |
୩୫ | ଜଳେଶ୍ୱର | ଅଣ ସଂରକ୍ଷିତ | ବାଲେଶ୍ୱର ଜିଲ୍ଲା | ଜଳେଶ୍ୱର (ବି), ଜଳେଶ୍ୱର, ବସ୍ତା (ଅଂଶ) | ଦେବୀପ୍ରସନ୍ନ ଚାନ୍ଦ | କଂଗ୍ରେସ |
୩୬ | ଭୋଗରାଇ | ଅଣ ସଂରକ୍ଷିତ | ବାଲେଶ୍ୱର ଜିଲ୍ଲା | ଭୋଗରାଇ | ଅନନ୍ତ ଦାସ | ବିଜଦ |
୩୭ | ବସ୍ତା | ଅଣ ସଂରକ୍ଷିତ | ବାଲେଶ୍ୱର ଜିଲ୍ଲା | ବାଲିଆପାଳ, ବସ୍ତା (ଅଂଶ) | ରଘୁନାଥ ମହାନ୍ତି | ବିଜଦ |
୩୮ | ବାଲେଶ୍ୱର | ଅଣ ସଂରକ୍ଷିତ | ବାଲେଶ୍ୱର ଜିଲ୍ଲା | ବାଲେଶ୍ୱର (ପୌ), ବାଲେଶ୍ୱର (ଅଂଶ) | ଜୀବନ ପ୍ରଦୀପ ଦାଶ | ବିଜଦ |
୩୯ | ରେମୁଣା | ଅନୁସୂଚିତ ଜାତି | ବାଲେଶ୍ୱର ଜିଲ୍ଲା | ରେମୁଣା, ବାଲେଶ୍ୱର (ଅଂଶ) | ସୁଦର୍ଶନ ଜେନା | ବିଜଦ |
୪୦ | ନୀଳଗିରି | ଅଣ ସଂରକ୍ଷିତ | ବାଲେଶ୍ୱର ଜିଲ୍ଲା | ନୀଳଗିରି (ବି), ନିଳଗିରି, ଔପଦା, ବାହନଗା (ଅଂଶ) | ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | ସ୍ୱାଧୀନ |
୪୧ | ସୋର | ଅନୁସୂଚିତ ଜାତି | ବାଲେଶ୍ୱର ଜିଲ୍ଲା | ସୋରୋ (ବି), ସୋରୋ, ବାହାନଗା (ଅଂଶ) | ସୁରେନ୍ଦ୍ର ପ୍ରସାଦ ପରମାଣିକ | କଂଗ୍ରେସ |
୪୨ | ଶିମୂଳିଆ | ଅଣ ସଂରକ୍ଷିତ | ବାଲେଶ୍ୱର ଜିଲ୍ଲା | ଶିମୂଳିଆ, ଖଇରା | ପର୍ଶୁରାମ ପାଣିଗ୍ରାହୀ | ବିଜଦ |
୪୩ | ଭଣ୍ଡାରିପୋଖରୀ | ଅଣ ସଂରକ୍ଷିତ | ଭଦ୍ରକ ଜିଲ୍ଲା | ଭଣ୍ଡାରୀପୋଖରି, ବନ୍ତ | ପ୍ରଫୁଲ୍ଲ ସାମଲ | ବିଜଦ |
୪୪ | ଭଦ୍ରକ | ଅଣ ସଂରକ୍ଷିତ | ଭଦ୍ରକ ଜିଲ୍ଲା | ଭଦ୍ରକ (ପୌ), ଭଦ୍ରକ | ଯୁଗଳ କିଶୋର ପଟ୍ଟନାୟକ | ବିଜଦ |
୪୫ | ବାସୁଦେବପୁର | ଅଣ ସଂରକ୍ଷିତ | ଭଦ୍ରକ ଜିଲ୍ଲା | ବାସୁଦେବପୁର, ବାସୁଦେବପୁର, ତିହିଡ଼ି (ଅଂଶ) | ବିଜୟଶ୍ରୀ ରାଉତରାୟ | ବିଜଦ |
୪୬ | ଧାମନଗର | ଅନୁସୂଚିତ ଜାତି | ଭଦ୍ରକ ଜିଲ୍ଲା | ଧାମନଗର, ତିହିଡ଼ି (ଅଂଶ) | ରାଜେନ୍ଦ୍ର କୁମାର ଦାସ | ବିଜଦ |
୪୭ | ଚାନ୍ଦବାଲି | ଅଣ ସଂରକ୍ଷିତ | ଭଦ୍ରକ ଜିଲ୍ଲା | ଚାନ୍ଦବାଲି, ତିହିଡ଼ି (ଅଂଶ) | ବିଜୟ ନାୟକ | ବିଜଦ |
୪୮ | ବିଞ୍ଝାରପୁର | ଅନୁସୂଚିତ ଜାତି | ଯାଜପୁର ଜିଲ୍ଲା | ବିଞ୍ଝାରପୁର, ଦଶରଥପୁର (ଅଂଶ) | ପ୍ରମିଳା ମଲ୍ଲିକ | ବିଜଦ |
୪୯ | ବରୀ | ଅଣ ସଂରକ୍ଷିତ | ଯାଜପୁର ଜିଲ୍ଲା | ବରୀ, ଯାଜପୁର (ଅଂଶ), ରସୁଲପୁର (ଅଂଶ) | ଦେବାଶିଷ ନାୟକ | ବିଜଦ |
୫୦ | ବଡ଼ଚଣା | ଅଣ ସଂରକ୍ଷିତ | ଯାଜପୁର ଜିଲ୍ଲା | ବଡ଼ଚଣା | ଅମର ପ୍ରସାଦ ଶତପଥୀ | ବିଜଦ* |
୫୧ | ଧର୍ମଶାଳା | ଅଣ ସଂରକ୍ଷିତ | ଯାଜପୁର ଜିଲ୍ଲା | ଧର୍ମଶାଳା, ରସୁଲପୁର (ଅଂଶ) | କଳ୍ପତରୁ ଦାସ | ବିଜଦ |
୫୨ | ଯାଜପୁର | ଅଣ ସଂରକ୍ଷିତ | ଯାଜପୁର ଜିଲ୍ଲା | ଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ) | ପ୍ରଣବ ପ୍ରକାଶ ଦାସ | ବିଜଦ |
୫୩ | କୋରାଇ | ଅଣ ସଂରକ୍ଷିତ | ଯାଜପୁର ଜିଲ୍ଲା | ବ୍ୟାସନଗର (ପୌ), ବ୍ୟାସନଗର (O. G), କୋରେଇ, ରସୁଲପୁର (ଅଂଶ) | ପ୍ରିତୀରଞ୍ଜନ ଘଡ଼ାଇ | ବିଜଦ |
୫୪ | ସୁକିନ୍ଦା | ଅଣ ସଂରକ୍ଷିତ | ଯାଜପୁର ଜିଲ୍ଲା | ସୁକିନ୍ଦା, ଦାନଗଦି | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ | ବିଜଦ |
୫୫ | ଢେଙ୍କାନାଳ | ଅଣ ସଂରକ୍ଷିତ | ଢେଙ୍କାନାଳ ଜିଲ୍ଲା | ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) | ନବୀନ ନନ୍ଦ | ବିଜଦ* |
୫୬ | ହିନ୍ଦୋଳ | ଅନୁସୂଚିତ ଜାତି | ଢେଙ୍କାନାଳ ଜିଲ୍ଲା | ହିନ୍ଦୋଳ, ଓଡ଼ାପଡ଼ା | ଅଞ୍ଜଳୀ ବେହେରା | ବିଜଦ |
୫୭ | କାମାକ୍ଷାନଗର | ଅଣ ସଂରକ୍ଷିତ | ଢେଙ୍କାନାଳ ଜିଲ୍ଲା | କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) | ପ୍ରଫୁଲ୍ଲ କୁମାର ମଲିକ | ବିଜଦ |
୫୮ | ପର୍ଜଙ୍ଗ | ଅଣ ସଂରକ୍ଷିତ | ଢେଙ୍କାନାଳ ଜିଲ୍ଲା | ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) | ନୃସିଂହ ସାହୁ | ବିଜଦ |
୫୯ | ପାଲଲହଡ଼ା | ଅଣ ସଂରକ୍ଷିତ | ଅନୁଗୋଳ ଜିଲ୍ଲା | ପାଲଲହଡ଼ା, କଣିହା (ଅଂଶ) | ରବି ନାରାୟଣ ପାଣୀ | ବିଜଦ |
୬୦ | ତାଳଚେର | ଅଣ ସଂରକ୍ଷିତ | ଅନୁଗୋଳ ଜିଲ୍ଲା | ତାଳଚେର (ପୌ), ତାଳଚେର, କଣିହା (ଅଂଶ) | ବ୍ରଜ କିଶୋର ପ୍ରଧାନ | ସ୍ୱାଧୀନ |
୬୧ | ଅନୁଗୋଳ | ଅଣ ସଂରକ୍ଷିତ | ଅନୁଗୋଳ ଜିଲ୍ଲା | ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ) | ରଜନୀକାନ୍ତ ସିଂହ | ବିଜଦ |
୬୨ | ଛେଣ୍ଡିପଦା | ଅନୁସୂଚିତ ଜାତି | ଅନୁଗୋଳ ଜିଲ୍ଲା | ଛେଣ୍ଡିପଦା, ବଅଁରପାଳ (ଅଂଶ) | ଖଗେଶ୍ୱର ବେହେରା | ବିଜଦ |
୬୩ | ଆଠମଲ୍ଲିକ | ଅଣ ସଂରକ୍ଷିତ | ଅନୁଗୋଳ ଜିଲ୍ଲା | ଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ) | ରମେଶ ଚନ୍ଦ୍ର ନାୟକ | ବିଜଦ |
୬୪ | ବୀରମହାରାଜପୁର | ଅନୁସୂଚିତ ଜାତି | ସୁବର୍ଣ୍ଣପୁର ଜିଲ୍ଲା | ବିନିକା (ବି), ଉଲୁଣ୍ଡା, ବୀରମହାରାଜପୁର, ବିନକା (ଅଂଶ) | ପଦ୍ମନାଭ ବେହେରା | ବିଜଦ |
୬୫ | ସୋନପୁର | ଅଣ ସଂରକ୍ଷିତ | ସୁବର୍ଣ୍ଣପୁର ଜିଲ୍ଲା | ସୋନପୁର (ପୌ), ତରଭା (ବି), ସୋନପୁର, ତରଭା, ଡୁଙ୍ଗୁରିପାଲୀ, ବିନିକା (ଅଂଶ) | ନିରଞ୍ଜନ ପୂଜାରୀ | ବିଜଦ |
୬୬ | ଲୋଇସିଂହା | ଅନୁସୂଚିତ ଜାତି | ବଲାଙ୍ଗୀର ଜିଲ୍ଲା | ଲୋଇସିଂହା, ଆଗଲପୁର, ପୁଇଁତଳା | ରମାକାନ୍ତ ସେଠ | ବିଜଦ |
୬୭ | ପାଟଣାଗଡ଼ | ଅଣ ସଂରକ୍ଷିତ | ବଲାଙ୍ଗୀର ଜିଲ୍ଲା | ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା | କନକ ବର୍ଦ୍ଧନ ସିଂଦେଓ | ଭାଜପା |
୬୮ | ବଲାଙ୍ଗୀର | ଅଣ ସଂରକ୍ଷିତ | ବଲାଙ୍ଗୀର ଜିଲ୍ଲା | ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ | ଅନଙ୍ଗ ଉଦୟ ସିଂହ ଦେଓ | ବିଜଦ |
୬୯ | ଟିଟିଲାଗଡ଼ | ଅଣ ସଂରକ୍ଷିତ | ବଲାଙ୍ଗୀର ଜିଲ୍ଲା | ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) | ସୁରେନ୍ଦ୍ର ସିଂହ ଭୋଇ | କଂଗ୍ରେସ |
୭୦ | କଣ୍ଟାବାଞ୍ଝି | ଅଣ ସଂରକ୍ଷିତ | ବଲାଙ୍ଗୀର ଜିଲ୍ଲା | କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ | ସନ୍ତୋଷ ସିଂହ ସାଲୁଜା | କଂଗ୍ରେସ |
୭୧ | ନୂଆପଡ଼ା | ଅଣ ସଂରକ୍ଷିତ | ନୂଆପଡ଼ା ଜିଲ୍ଲା | ନୂଆପଡ଼ା, କୋମନା, ଖରିଆର ରୋଡ଼ (ବି) | ରାଜେନ୍ଦ୍ର ଢୋଲକିଆ | ବିଜଦ |
୭୨ | ଖଡ଼ିଆଳ | ଅଣ ସଂରକ୍ଷିତ | ନୂଆପଡ଼ା ଜିଲ୍ଲା | ଖଡ଼ିଆଳ (ବି), ବୋଡ଼େନ, ସିନାପାଲ୍ଲୀ, ଖଡ଼ିଆଳ, | ହିତେଶ କୁମାର ବଗର୍ତ୍ତୀ | ଭାଜପା |
୭୩ | ଉମରକୋଟ | ଅନୁସୂଚିତ ଜନଜାତି | ନବରଙ୍ଗପୁର ଜିଲ୍ଲା | ଉମରକୋଟ (ବି), ରାଇଘର, ଉମରକୋଟ (ଅଂଶ) | ସୁବାଶ ଗଣ୍ଡ (ଉ.ନି) | ବିଜଦ |
୭୪ | ଝରିଗାଁ | ଅନୁସୂଚିତ ଜନଜାତି | ନବରଙ୍ଗପୁର ଜିଲ୍ଲା | ଝରିଗାଁ, ଚନ୍ଦାହାଣ୍ଡି, ଉମରକୋଟ (ଅଂଶ) | ରମେଶ ଚନ୍ଦ୍ର ମାଝି | ବିଜଦ |
୭୫ | ନବରଙ୍ଗପୁର | ଅନୁସୂଚିତ ଜନଜାତି | ନବରଙ୍ଗପୁର ଜିଲ୍ଲା | ନବରଙ୍ଗପୁର (ପୌ), ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା (ଅଂଶ) | ମନୋହର ରନ୍ଧାରୀ | ବିଜଦ |
୭୬ | ଡାବୁଗାଁ | ଅନୁସୂଚିତ ଜନଜାତି | ନବରଙ୍ଗପୁର ଜିଲ୍ଲା | ଡାବୁଗାଁ, ପାପଡ଼ାହାଣ୍ଡି, କୋଷାଗୁମୁଡ଼ା (ଅଂଶ) | ଭୁଜବଳ ମାଝି | କଂଗ୍ରେସ |
୭୭ | ଲାଞ୍ଜିଗଡ଼ | ଅନୁସୂଚିତ ଜନଜାତି | କଳାହାଣ୍ଡି ଜିଲ୍ଲା | ଲାଞ୍ଜିଗଡ଼, ଥୁଆମାଳ ରାମପୁର, ଜୟପାଟଣା (ଅଂଶ), , ଭବାନିପାଟଣା (ଅଂଶ) | ଶିବାଜୀ ମାଝି | କଂଗ୍ରେସ |
୭୮ | ଜୁନାଗଡ଼ | ଅଣ ସଂରକ୍ଷିତ | କଳାହାଣ୍ଡି ଜିଲ୍ଲା | ଜୁନାଗଡ଼ (ବି), ଜୁନାଗଡ଼, ଗୋଲାମୁଣ୍ଡା | ଗୋବର୍ଦ୍ଧନ ଦାଶ | କଂଗ୍ରେସ |
୭୯ | ଧର୍ମଗଡ଼ | ଅଣ ସଂରକ୍ଷିତ | କଳାହାଣ୍ଡି ଜିଲ୍ଲା | ଧର୍ମଗଡ଼, କୋକସରା, କଳମପୁର, ଜୟପାଟଣା (ଅଂଶ) | ପୁଷ୍ପେନ୍ଦ୍ର ସିଂଦେଓ | ବିଜଦ |
୮୦ | ଭବାନୀପାଟଣା | ଅନୁସୂଚିତ ଜାତି | କଳାହାଣ୍ଡି ଜିଲ୍ଲା | ଭବାନୀପାଟଣା (ପୌ), କେସିଙ୍ଗା (ବି), ଭବାନୀପାଟଣା (ଅଂଶ), କେସିଙ୍ଗା (ଅଂଶ) | ଦୁଷ୍ମନ୍ତ ନାୟକ | କଂଗ୍ରେସ |
୮୧ | ନର୍ଲା | ଅଣ ସଂରକ୍ଷିତ | କଳାହାଣ୍ଡି ଜିଲ୍ଲା | ନର୍ଲା, କାର୍ଲାମୁଣ୍ଡା, ମଦନପୁର-ରାମପୁର, କେସିଙ୍ଗା (ଅଂଶ) | ଭୂପିନ୍ଦର ସିଂହ | କଂଗ୍ରେସ |
୮୨ | ବାଲିଗୁଡ଼ା | ଅନୁସୂଚିତ ଜନଜାତି | କନ୍ଧମାଳ ଜିଲ୍ଲା | ବାଲିଗୁଡ଼ା, କ. ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ, | କରେନ୍ଦ୍ର ମାଝି | ଭାଜପା |
୮୩ | ଘୁ. ଉଦୟଗିରି | ଅନୁସୂଚିତ ଜନଜାତି | କନ୍ଧମାଳ ଜିଲ୍ଲା | ଘୁ. ଉଦୟଗିରି (ବି), ରାଇକିଆ, ଦାରିଙ୍ଗବାଡ଼ି, ଘୁ. ଉଦୟଗିରି, ଟିକାବାଲି, | ମନୋଜ କୁମାର ପ୍ରଧାନ | ଭାଜପା |
୮୪ | ଫୁଲବାଣୀ | ଅନୁସୂଚିତ ଜନଜାତି | କନ୍ଧମାଳ ଜିଲ୍ଲା | ଫୁଲବାଣୀ (ବି), ଚକାପାଦ, ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ, | ଦେବେନ୍ଦ୍ର କହଁର | ବିଜଦ |
୮୫ | କଣ୍ଟାମାଳ | ଅଣ ସଂରକ୍ଷିତ | ବୌଦ୍ଧ ଜିଲ୍ଲା | କଣ୍ଟାମାଳ, ବୌଦ୍ଧ (ଅଂଶ) | ଭଗବାନ କହଁର | ବିଜଦ |
୮୬ | ବୌଦ୍ଧ | ଅଣ ସଂରକ୍ଷିତ | ବୌଦ୍ଧ ଜିଲ୍ଲା | ବୌଦ୍ଧଗଡ଼ (ବି), ହରଭଙ୍ଗା, ବୌଦ୍ଧ (ଅଂଶ) | ପ୍ରଦୀପ କୁମାର ଅମାତ | ବିଜଦ |
୮୭ | ବଡ଼ମ୍ବା | ଅଣ ସଂରକ୍ଷିତ | କଟକ ଜିଲ୍ଲା | ବଡ଼ମ୍ବା, ବଡ଼ମ୍ବା ନରସିଂହପୁର | ଦେବୀପ୍ରସାଦ ମିଶ୍ର | ବିଜଦ |
୮୮ | ବାଙ୍କୀ | ଅଣ ସଂରକ୍ଷିତ | କଟକ ଜିଲ୍ଲା | ବାଙ୍କୀ (ବି), ବାଙ୍କୀ, ବାଙ୍କୀ-ଡମପଡ଼ା, ବାରଙ୍ଗ (ଅଂଶ) | ପ୍ରଭାତ କୁମାର ତ୍ରିପାଠୀ | ବିଜଦ |
୮୯ | ଆଠଗଡ଼ | ଅଣ ସଂରକ୍ଷିତ | କଟକ ଜିଲ୍ଲା | ଆଠଗଡ଼ (ବି), ଆଠଗଡ଼, ତିଗିରିଆ, ଟାଙ୍ଗୀ-ଚୌଦ୍ୱାର (ଅଂଶ) | ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଉ.ନି) | ବିଜଦ |
୯୦ | ବାରବାଟି କଟକ | ଅଣ ସଂରକ୍ଷିତ | କଟକ ଜିଲ୍ଲା | କଟକ (ମ) (ଅଂଶ) | ଦେବାଶିଷ ସାମନ୍ତରାୟ | ବିଜଦ |
୯୧ | ଚୌଦ୍ୱାର-କଟକ | ଅଣ ସଂରକ୍ଷିତ | କଟକ ଜିଲ୍ଲା | ଚୌଦ୍ୱାର (ପୌ), ଚୌଦ୍ୱାର (O. G), ଚାରବାଟିଆ (C. T), କଟକ (ମ) (ଅଂଶ), ଟାଙ୍ଗୀ-ଚୌଦ୍ୱାର (ଅଂଶ) | ପ୍ରଭାତ ରଞ୍ଜନ ବିଶ୍ୱାଳ | ବିଜଦ |
୯୨ | ନିଆଳି | ଅନୁସୂଚିତ ଜାତି | କଟକ ଜିଲ୍ଲା | ନିଆଳି, କଣ୍ଟାପଡ଼ା, ବାରଙ୍ଗ (ଅଂଶ) | ପ୍ରମୋଦ କୁମାର ମଲ୍ଲିକ | ବିଜଦ |
୯୩ | କଟକ ସଦର | ଅନୁସୂଚିତ ଜାତି | କଟକ ଜିଲ୍ଲା | କଟକ ସଦର, କଟକ (ମ) (ଅଂଶ), ନିଶ୍ଚିନ୍ତକୋଇଲି (ଅଂଶ) | କାଳିନ୍ଦୀ ବେହେରା | ବିଜଦ |
୮୭ | ସାଲେପୁର | ଅଣ ସଂରକ୍ଷିତ | କଟକ ଜିଲ୍ଲା | ସାଲେପୁର, ଟାଙ୍ଗୀ-ଚୌଦ୍ୱାର (ଅଂଶ) | ଚନ୍ଦ୍ର ସାରଥୀ ବେହେରା | ବିଜଦ |
୯୫ | ମାହାଙ୍ଗା | ଅଣ ସଂରକ୍ଷିତ | କଟକ ଜିଲ୍ଲା | ମାହାଙ୍ଗା, ନିଶ୍ଚିନ୍ତକୋଇଲି (ଅଂଶ) | ପ୍ରତାପ ଜେନା | ବିଜଦ |
୯୬ | ପାଟକୁରା | ଅଣ ସଂରକ୍ଷିତ | କେନ୍ଦ୍ରାପଡ଼ା ଜିଲ୍ଲା | ଡେରାବିଶ, ଗରଦପୁର, ମାର୍ଶାଘାଇ (ଅଂଶ) | ବେଦ ପ୍ରକାଶ ଅଗ୍ରୱାଲ | ବିଜଦ |
୯୭ | କେନ୍ଦ୍ରାପଡ଼ା | ଅନୁସୂଚିତ ଜାତି | କେନ୍ଦ୍ରାପଡ଼ା ଜିଲ୍ଲା | କେନ୍ଦ୍ରାପଡ଼ା (ପୌ), କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ (ଅଂଶ) | ସିପ୍ରା ମଲ୍ଲିକ | ବିଜଦ |
୯୮ | ଆଳି | ଅଣ ସଂରକ୍ଷିତ | କେନ୍ଦ୍ରାପଡ଼ା ଜିଲ୍ଲା | ଆଳି, ରାଜକନିକା | ପ୍ରତାପ କେଶରୀ ଦେବ | ବିଜଦ |
୯୯ | ରାଜନଗର | ଅଣ ସଂରକ୍ଷିତ | କେନ୍ଦ୍ରାପଡ଼ା ଜିଲ୍ଲା | ପଟ୍ଟାମୁଣ୍ଡାଇ (ବି), ରାଜନଗର, ପଟ୍ଟାମୁଣ୍ଡାଇ (ଅଂଶ) | ଅଲେଖ କୁମାର ଜେନା | ବିଜଦ |
୧୦୦ | ମହାକାଳପଡ଼ା | ଅଣ ସଂରକ୍ଷିତ | କେନ୍ଦ୍ରାପଡ଼ା ଜିଲ୍ଲା | ମହାକାଳପଡ଼ା, ମାର୍ଶାଘାଇ (ଅଂଶ) | ଅତନୁ ସବ୍ୟସାଚୀ ନାୟକ | ବିଜଦ |
୧୦୧ | ପାରାଦ୍ୱୀପ | ଅଣ ସଂରକ୍ଷିତ | ଜଗତସିଂହପୁର ଜିଲ୍ଲା | ପାରାଦୀପ (ପୌ), କୁଜଙ୍ଗ, ତିର୍ତ୍ତୋଲ (ଅଂଶ) | ଦାମୋଦର ରାଉତ | ବିଜଦ |
୧୦୨ | ତିର୍ତ୍ତୋଲ | ଅନୁସୂଚିତ ଜାତି | ଜଗତସିଂହପୁର ଜିଲ୍ଲା | ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ (ଅଂଶ) | ରବିନ୍ଦ୍ରନାଥ ଭୋଇ | ବିଜଦ |
୧୦୩ | ବାଲିକୁଦା-ଏରସମା | ଅଣ ସଂରକ୍ଷିତ | ଜଗତସିଂହପୁର ଜିଲ୍ଲା | ବାଲିକୁଦା, ଏରସମା | ପ୍ରଶାନ୍ତ କୁମାର ମୁଦୁଲି | ବିଜଦ |
୧୦୪ | ଜଗତସିଂହପୁର | ଅଣ ସଂରକ୍ଷିତ | ଜଗତସିଂହପୁର ଜିଲ୍ଲା | ଜଗତସିଂହପୁର (ପୌ), ଜଗତସିଂହପୁର, ନୂଆଗାଁ | ବିଷ୍ଣୁ ଚରଣ ଦାସ | ବିଜଦ |
୧୦୫ | କାକଟପୁର | ଅନୁସୂଚିତ ଜାତି | ପୁରୀ ଜିଲ୍ଲା | କୋଣାର୍କ (ବି), କାକଟପୁର, ଅସ୍ତରଙ୍ଗ, ଗୋପ(ଅଂଶ) | ରବି ମଲ୍ଲିକ | ବିଜଦ |
୧୦୬ | ନିମାପଡ଼ା | ଅଣ ସଂରକ୍ଷିତ | ପୁରୀ ଜିଲ୍ଲା | ନିମାପଡ଼ା (ବି), ନିମାପଡ଼ା, ଗୋପ (ଅଂଶ) | ସମିର ରଞ୍ଜନ ଦାଶ | ବିଜଦ |
୧୦୭ | ପୁରୀ | ଅଣ ସଂରକ୍ଷିତ | ପୁରୀ ଜିଲ୍ଲା | ପୁରୀ (ପୌ), ପୁରୀ ସଦର (ଅଂଶ), ଗୋପ (ଅଂଶ) | ମହେଶ୍ୱର ମହାନ୍ତି | ବିଜଦ |
୧୦୮ | ବ୍ରହ୍ମଗିରି | ଅଣ ସଂରକ୍ଷିତ | ପୁରୀ ଜିଲ୍ଲା | ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର (ଅଂଶ) | ସଞ୍ଜୟ କୁମାର ଦାସବର୍ମା | ବିଜଦ |
୧୦୯ | ସତ୍ୟବାଦୀ | ଅଣ ସଂରକ୍ଷିତ | ପୁରୀ ଜିଲ୍ଲା | ସତ୍ୟବାଦୀ, କଣାସ | ପ୍ରସାଦ କୁମାର ହରିଚନ୍ଦନ | କଂଗ୍ରେସ |
୧୧୦ | ପିପିଲି | ଅଣ ସଂରକ୍ଷିତ | ପୁରୀ ଜିଲ୍ଲା | ପିପିଲି (ବି), ପିପିଲି, ଡେଲାଙ୍ଗ | ପ୍ରଦୀପ ମହାରଥୀ | ବିଜଦ |
୧୧୧ | ଜୟଦେବ | ଅନୁସୂଚିତ ଜାତି | ଖୋର୍ଦ୍ଧା ଜିଲ୍ଲା | ବାଲିଅନ୍ତା, ବାଲିପାଟଣା | ଅରବିନ୍ଦ ଢାଲି | ବିଜଦ |
୧୧୨ | ଭୁବନେଶ୍ୱର ସେଣ୍ଟ୍ରାଲ (ମଧ୍ୟ) | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ଭୁବନେଶ୍ୱର (ମ) (ଅଂଶ) | ବିଜୟ କୁମାର ମହାନ୍ତି | ବିଜଦ |
୧୧୩ | ଭୁବନେଶ୍ୱର ନର୍ଥ (ଉତ୍ତର) | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ଭୁବନେଶ୍ୱର (ମ) (ଅଂଶ), ଭୁବନେଶ୍ୱର (ଅଂଶ) | ଭାଗିରଥୀ ବଡ଼ଜେନା | ବିଜଦ |
୧୧୪ | ଏକାମ୍ର-ଭୁବନେଶ୍ୱର | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ଭୁବନେଶ୍ୱର (ମ) (ଅଂଶ), ଭୁବନେଶ୍ୱର (ଅଂଶ) | ଅଶୋକ ଚନ୍ଦ୍ର ପଣ୍ଡା | ବିଜଦ |
୧୧୫ | ଜଟଣୀ | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ଜଟଣୀ (ପୌ), ଜଟଣୀ, ଖୋର୍ଦ୍ଦା (ଅଂଶ), ଭୁବନେଶ୍ୱର (ଅଂଶ) | ବିଭୁତି ଭୂଷଣ ବଳବନ୍ତରାୟ | ବିଜଦ |
୧୧୬ | ବେଗୁନିଆ | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ବେଗୁନିଆ, ବୋଲଗଡ଼ | ପ୍ରଶାନ୍ତ ନନ୍ଦ | ବିଜଦ* |
୧୧୭ | ଖୋର୍ଦ୍ଧା | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ଖୋର୍ଦ୍ଧା (ପୌ), ଟାଙ୍ଗୀ, ଖୋର୍ଦ୍ଦା (ଅଂଶ) | ରାଜେନ୍ଦ୍ର କୁମାର ସାହୁ | ସ୍ୱାଧୀନ |
୧୧୮ | ଚିଲିକା | ଅଣ ସଂରକ୍ଷିତ | ଖୋର୍ଦ୍ଧା ଜିଲ୍ଲା | ବାଲୁଗାଁ (ବି), ବାଣପୁର (ବି), ଚିଲିକା, ବାଣପୁର | ରଘୁନାଥ ସାହୁ | ବିଜଦ |
୧୧୯ | ରଣପୁର | ଅଣ ସଂରକ୍ଷିତ | ନୟାଗଡ଼ ଜିଲ୍ଲା | ରଣପୁର, ଓଡ଼ଗାଁ (ଅଂଶ) | ସତ୍ୟନାରାୟଣ ପ୍ରଧାନ | ବିଜଦ |
୧୨୦ | ଖଣ୍ଡପଡ଼ା | ଅଣ ସଂରକ୍ଷିତ | ନୟାଗଡ଼ ଜିଲ୍ଲା | ଖଣ୍ଡପଡ଼ା (ବି), ଖଣ୍ଡପଡ଼ା, ଭାପୁର | ସିଦ୍ଧାର୍ଥ ଶେଖର ସିଂହ | ବିଜଦ |
୧୨୧ | ଦଶପଲ୍ଲା | ଅନୁସୂଚିତ ଜାତି | ନୟାଗଡ଼ ଜିଲ୍ଲା | ଦଶପଲ୍ଲା, ଗଣିଆ, ନୂଆଗାଁ | କାଶିନାଥ ମଲ୍ଲିକ | ବିଜଦ |
୧୨୨ | ନୟାଗଡ଼ | ଅଣ ସଂରକ୍ଷିତ | ନୟାଗଡ଼ ଜିଲ୍ଲା | ନୟାଗଡ଼ (ବି), ନୟାଗଡ଼, ଓଡ଼ଗାଁ (ଅଂଶ) | ଅରୁଣ କୁମାର ସାହୁ | ବିଜଦ |
୧୨୩ | ଭଞ୍ଜନଗର | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ଭଞ୍ଜନଗର (ବି), ଭଞ୍ଜନଗର, ଜଗନ୍ନାଥପ୍ରସାଦ | ବିକ୍ରମ କେଶରୀ ଆରୁଖ | ବିଜଦ |
୧୨୪ | ପୋଲସରା | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ବୁଗୁଡ଼ା (ବି), ପୋଲସରା (ବି), ବୁଗୁଡ଼ା, ପୋଲସରା | ନିରଞ୍ଜନ ପ୍ରଧାନ | ବିଜଦ |
୧୨୫ | କବିସୂର୍ଯ୍ୟ ନଗର | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | କବିସୂର୍ଯ୍ୟ ନଗର(ବି), କୋଦଳା (ବି), ବେଗୁନିଆପଡ଼ା, କବିସୂର୍ଯ୍ୟନଗର (ଅଂଶ), ପୁରୁଷୋତ୍ତମପୁର (ଅଂଶ) | ଭି. ସୁଜ୍ଞାନ କୁମାରୀ ଦେଓ | ବିଜଦ |
୧୨୬ | ଖଲ୍ଲିକୋଟ | ଅନୁସୂଚିତ ଜାତି | ଗଞ୍ଜାମ ଜିଲ୍ଲା | ଖଲ୍ଲିକୋଟ (ବି), ପୁରୁଷୋତ୍ତମପୁର (ବି), ଖଲିକୋଟ, ପୁରୁଷୋତ୍ତମପୁର (ଅଂଶ) | ପୂର୍ଣ୍ଣ ଚନ୍ଦ୍ର ସେଠୀ | ବିଜଦ |
୧୨୭ | ଛତ୍ରପୁର | ଅନୁସୂଚିତ ଜାତି | ଗଞ୍ଜାମ ଜିଲ୍ଲା | ଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଗଞ୍ଜାମ, ଛତ୍ରପୁର | ଆଦିକନ୍ଦ ସେଠୀ | ସି. ପି. ଆଇ |
୧୨୮ | ଆସିକା | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ଆସିକା (ବି), ଆସିକା, କବିସୂର୍ଯ୍ୟ ନଗର (ଅଂଶ) | ଦେବରାଜ ମହାନ୍ତି | ବିଜଦ |
୧୨୯ | ସୋରଡ଼ା | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ସୋରଡ଼ା (ବି), ବେଲଗୁଣ୍ଠା (ବି), ସୋରଡ଼ା, ବେଲଗୁଣ୍ଠା | ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ | ବିଜଦ |
୧୩୦ | ସାନଖେମୁଣ୍ଡି | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ସାନଖେମୁଣ୍ଡି, ଧରାକୋଟ | ରମେଶ ଚନ୍ଦ୍ର ଜେନା | କଂଗ୍ରେସ |
୧୩୧ | ହିଞ୍ଜିଳି | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ହିଞ୍ଜିଳିକାଟୁ (ବି), ହିଞ୍ଜିଳିକାଟୁ, ଶେରଗଡ଼ | ନବୀନ ପଟ୍ଟନାୟକ | ବିଜଦ |
୧୩୨ | ଗୋପାଳପୁର | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ଗୋପାଳପୁର (ବି), ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି (ଅଂଶ), ବ୍ରହ୍ମପୁର (ପୌ) (ଅଂଶ) | ପ୍ରଦୀପ କୁମାର ପାଣିଗ୍ରାହୀ | ବିଜଦ |
୧୩୩ | ବ୍ରହ୍ମପୁର | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ବ୍ରହ୍ମପୁର (ପୌ) (ଅଂଶ), | ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ | ବିଜଦ |
୧୩୪ | ଦିଗପହଣ୍ଡି | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ଦିଗପହଣ୍ଡି (ବି), ଦିଗପହଣ୍ଡି, କୁକୁଡ଼ାଖଣ୍ଡି (ଅଂଶ) | ସୂର୍ଯ୍ୟନାରାୟଣ ପାତ୍ର | ବିଜଦ |
୧୩୫ | ଚିକିଟି | ଅଣ ସଂରକ୍ଷିତ | ଗଞ୍ଜାମ ଜିଲ୍ଲା | ଚିକିଟି (ବି), ଚିକିଟି, ଚିକିଟି ପାତ୍ରପୁର | ଉଷାଦେବୀ | ବିଜଦ |
୧୩୬ | ମୋହନା | ଅନୁସୂଚିତ ଜନଜାତି | ଗଜପତି ଜିଲ୍ଲା | ମୋହନା, ରା. ଉଦୟଗିରି, ନୂଆଗଡ଼, ରାୟଗଡ଼ା | ଚକ୍ରଧର ପାଇକ | କଂଗ୍ରେସ |
୧୩୭ | ପାରଳାଖେମୁଣ୍ଡି | ଅଣ ସଂରକ୍ଷିତ | ଗଜପତି ଜିଲ୍ଲା | ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି, ଗୁମା, କାଶିନଗର | କୋଦୁରୁ ନାରାୟଣ ରାଓ | ବିଜଦ |
୧୩୮ | ଗୁଣୁପୁର | ଅନୁସୂଚିତ ଜନଜାତି | ରାୟଗଡ଼ା ଜିଲ୍ଲା | ଗୁଣୁପୁର (ବି), ଗୁଡାରୀ (ବି), ଗୁଣୁପୁର, ଗୁଡାରୀ, ରାମନଗୁଡ଼ା, ପଦମପୁର, ଚନ୍ଦ୍ରପୁର | ରାମମୂର୍ତ୍ତି ମୁତିକା | ବିଜଦ |
୧୩୯ | ବିଷମ କଟକ | ଅନୁସୂଚିତ ଜନଜାତି | ରାୟଗଡ଼ା ଜିଲ୍ଲା | ବିଷମ କଟକ, ମୁନିଗୁଡ଼ା, କୋଲନରା, କଲ୍ୟାଣସିଂପୁର | ଡମ୍ବରୁଧର ଉଲାକା | କଂଗ୍ରେସ |
୧୪୦ | ରାୟଗଡ଼ା | ଅନୁସୂଚିତ ଜନଜାତି | ରାୟଗଡ଼ା ଜିଲ୍ଲା | ରାୟଗଡ଼ା (ପୌ), ରାୟଗଡ଼ା, କାଶୀପୁର | ଲାଲ ବିହାରି ହିମିରିକା | ବିଜଦ |
୧୪୧ | ଲକ୍ଷ୍ମୀପୁର | ଅନୁସୂଚିତ ଜନଜାତି | କୋରାପୁଟ ଜିଲ୍ଲା | ଲକ୍ଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ, ନାରାୟଣପାଟଣା | ଝିନ ହିକ୍କା | ବିଜଦ |
୧୪୨ | କୋଟପାଡ଼ | ଅନୁସୂଚିତ ଜନଜାତି | କୋରାପୁଟ ଜିଲ୍ଲା | କୋଟପାଡ଼ (ବି), କୋଟପାଡ଼, କୁନ୍ଦ୍ରା, ବୋରିଗୁମ୍ମା (ଅଂଶ), ବୈପାରୀଗୁଡ଼ା (ଅଂଶ) | ବାସୁଦେବ ମାଝି | କଂଗ୍ରେସ |
୧୪୩ | ଜୟପୁର | ଅଣ ସଂରକ୍ଷିତ | କୋରାପୁଟ ଜିଲ୍ଲା | ଜୟପୁର (ପୌ), ଜୟପୁର, ବୋରିଗୁମ୍ମା (ଅଂଶ) | ରବି ନାରାୟଣ ନନ୍ଦ | ବିଜଦ |
୧୪୪ | କୋରାପୁଟ | ଅନୁସୂଚିତ ଜାତି | କୋରାପୁଟ ଜିଲ୍ଲା | କୋରାପୁଟ (ବି), ସୁନାବେଡ଼ା (ବି), ଲମ୍ପତାପୁଟ, କୋରାପୁଟ (ଅଂଶ) , ବୈପାରୀଗୁଡ଼ା (ଅଂଶ) | ରଘୁରାମ ପଦଲ | ବିଜଦ |
୧୪୫ | ପଟ୍ଟାଙ୍ଗି | ଅନୁସୂଚିତ ଜନଜାତି | କୋରାପୁଟ ଜିଲ୍ଲା | ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, କୋରାପୁଟ (ଅଂଶ) | ରାମଚନ୍ଦ୍ର କଦମ | କଂଗ୍ରେସ |
୧୪୬ | ମାଲକାନଗିରି | ଅନୁସୂଚିତ ଜନଜାତି | ମାଲକାନଗିରି ଜିଲ୍ଲା | ମାଲକାନଗିରି (ବି), ମାଲକାନଗିରି, କାଲିମେଳା, ପୋଡ଼ିଆ, କୋରୁକୁଣ୍ଡା (ଆଂଶିକ) | ମୁକୁନ୍ଦ ସୋଡ଼ୀ | ବିଜଦ |
୧୪୭ | ଚିତ୍ରକୋଣ୍ଡା | ଅନୁସୂଚିତ ଜନଜାତି | ମାଲକାନଗିରି ଜିଲ୍ଲା | ବାଲିମେଳା (ବି), ମାଥିଲି, କୁଡୁମୁଳୁଗୁମ୍ମା, ଖଇରପୁଟ, କୋରୁକୋଣ୍ଡା (ଆଂଶିକ) | ମମତା ମାଢ଼ୀ | କଂଗ୍ରେସ |
୧୬ଶ ବିଧାନ ସଭା ସଦସ୍ୟଗଣ
ସମ୍ପାଦନାସଂ: ସଂରକ୍ଷିତ
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Assembly ନିର୍ବାଚନ ମଣ୍ଡଳୀ and their EXtent" (PDF). Archived (PDF) from the original on 2016-03-05. Retrieved 2013-04-21.
- ↑ "Seats of Odisha". Archived from the original on 2016-03-05. Retrieved 2013-04-21.
- ↑ "List of Member in Fourteenth Assembly". ws.ori.nic.in. Archived from the original on 2 May 2007. Retrieved 19 February 2013.
MEMBER NAME
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;:3
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।