ଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଜୁନାଗଡ଼ (କ୍ରମିକ ସଂଖ୍ୟା: ୭୮) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜୁନାଗଡ଼ (ବି), ଜୁନାଗଡ଼ ବ୍ଳକ ଓ ଗୋଲମୁଣ୍ଡା ବ୍ଳକ ।[୨][୩]
ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୭,୧୮୧ |
ଜିଲ୍ଲା: | କଳାହାଣ୍ଡି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଳାହାଣ୍ଡି |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅନିଲ ସିଂଦେଓଙ୍କଠାରୁ ୯୯୪୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାସ, ବିଜୁ ଜନତା ଦଳ ପ୍ରାର୍ଥୀ ବୀର ସିପ୍କାଙ୍କଠାରୁ ୬,୫୩୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଜୁନାଗଡ଼ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଗୋବର୍ଦ୍ଧନ ଦାସ | ୪୫,୩୪୯ | ୩୧.୪୮ | - | |
ବିଜଦ | ବୀର ସିପ୍କା | ୩୮,୮୧୨ | ୨୬.୯୪ | - | |
ଭାଜପା | ହିମାଂଶୁ ଶେଖର ମେହେର | ୩୪,୩୩୪ | ୨୩.୮୩ | - | |
ସ୍ୱାଧୀନ | ସୁରଥ ସାହୁ | ୬,୧୧୮ | ୪.୨୫ | - | |
ସପା | ଶିବ ହାତୀ | ୫,୭୪୩ | ୩.୯୯ | - | |
ବସପା | ବାମଦେବ ଦୁର୍ଗା | ୩,୪୩୮ | ୨.୩୯ | - | |
ସମୃଦ୍ଧ ଓଡ଼ିଶା | ସତ୍ୟ ରଞ୍ଜନ ବେହେରା | ୩,୨୮୪ | ୨.୨୮ | - | |
ଲୋକ ଜନଶକ୍ତି ପାର୍ଟି | ଚିନ୍ତାମଣୀ ବାଗ | ୨,୧୪୫ | ୧.୪୯ | - | |
ସ୍ୱାଧୀନ | ଦୁର୍ଯ୍ୟୋଧନ ମାଝି | ୧,୭୪୮ | ୧.୨୧ | - | |
ସ୍ୱାଧୀନ | ବିନୋଦ କୁମାର ନାୟକ | ୧,୬୬୨ | ୧.୧୫ | - | |
ଆରପିଆଇ (ଆ) | ପଞ୍ଚାନନ ଧାଙ୍ଗଡ଼ାମାଝି | ୧,୪୧୬ | ୦.୯୮ | - | |
ଭୋଟ ବ୍ୟବଧାନ | ୬,୫୩୭ | ୪.୫୪* | - | ||
ମତଦାନ ହାର | ୧,୪୪,୦୫୩ | ୪.୫୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନା
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: (୭୮): ଦିବ୍ୟଶଙ୍କର ମିଶ୍ର ( ବିଜୁ ଜନତା ଦଳ)
- ୨୦୧୪: (୭୮): ଦିବ୍ୟଶଙ୍କର ମିଶ୍ର ( ବିଜୁ ଜନତା ଦଳ)
- ୨୦୦୯: (୭୮): ଗୋବର୍ଦ୍ଧନ ଦାଶ (କଂଗ୍ରେସ)
- ୨୦୦୪: (୯୮): ହିମାଂଶୁ ଶେଖର ମେହେର (ଭାଜପା)
- ୨୦୦୦: (୯୮): ହିମାଂଶୁ ଶେଖର ମେହେର (ଭାଜପା)
- ୧୯୯୮: (ଉପ): ହିମାଂଶୁ ଶେଖର ମେହେର (ଭାଜପା)
- ୧୯୯୫: (୯୮): ବିକ୍ରମ କେଶରୀ ଦେଓ (ଭାଜପା)
- ୧୯୯୦: (୯୮): ବିକ୍ରମ କେଶରୀ ଦେଓ (ଭାଜପା)
- ୧୯୮୫: (୯୮): ବିକ୍ରମ କେଶରୀ ଦେଓ (ଜନତା ପାର୍ଟି)
- ୧୯୮୦: (୯୮): ମହେଶ୍ୱର ବରାଡ଼ (କଂଗ୍ରେସ-ଇ)
- ୧୯୭୭: (୯୮): ମହେଶ୍ୱର ବରାଡ଼ (କଂଗ୍ରେସ)
- ୧୯୭୪: (୯୮): ଉଦିତ ପ୍ରତାପ ଦେଓ (ସ୍ୱତନ୍ତ୍ର)
- ୧୯୭୧: (୯୨): ତ୍ରିନାଥ ସରାବ (ସ୍ୱତନ୍ତ୍ର)
- ୧୯୬୭: (୯୨): ମହେଶ୍ୱର ନାଏକ (ସ୍ୱତନ୍ତ୍ର)
- ୧୯୬୧: (୩୭): ମହେଶ୍ୱର ନାଏକ (ସ୍ୱତନ୍ତ୍ର)
- ୧୯୫୧: (୨୦): ପ୍ରତାପ କେଶରୀ ଦେଓ (ଗଣ ପରିଷଦ) ଓ ଦୟାନିଧି ନାଏକ (ଗଣ ପରିଷଦ)
ଆଧାର ସମ୍ପାଦନା
- ↑ "Junagarh Assembly Election 2009, Orissa". empoweringindia.org. Retrieved 22 May 2013.
Constituency: Junagarh (78) District : Kalahandi
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 98-Junagarh Constituency of ORISSA". eci.nic.in. 2006. Retrieved 22 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf