ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଟିଟଲାଗଡ଼ (କ୍ରମିକ ସଂଖ୍ୟା: ୬୯) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଟିଟିଲାଗଡ଼ (ବି), ଟିଟିଲାଗଡ଼ ବ୍ଳକ, ସଇଁତଳା ବ୍ଳକ ଓ ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ବ୍ଳକ ।[୨][୩]

ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୬,୨୯୧
ଜିଲ୍ଲା: ବଲାଙ୍ଗୀର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଟୁକୁନି ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କଠାରୁ ୧୪୦୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ, ବିଜୁ ଜନତା ଦଳପ୍ରାର୍ଥୀ ଯୋଗେନ୍ଦ୍ର ବେହେରାଙ୍କଠାରୁ ୪,୮୩୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଟିଟିଲାଗଡ଼ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ସୁରେନ୍ଦ୍ର ସିଂହ ଭୋଇ ୫୭,୭୫୩ ୩୯.୧୬ -
ବିଜଦ ଯୋଗେନ୍ଦ୍ର ବେହେରା ୫୨,୯୧୫ ୩୫.୮୮ -
ଭାଜପା ଶାନ୍ତନୁ କୁମାର ନାଏକ ୨୫,୯୭୬ ୧୭.୬୧ -
ବସପା ଦେବେନ୍ଦ୍ର କୁମାର ଜୈନ ୪,୬୯୭ ୩.୧୮ -
ସ୍ୱାଧୀନ ଶରତ କୁମାର ସାହୁ ୨,୬୩୫ ୧.୭୯ -
ସମୃଦ୍ଧ ଓଡ଼ିଶା ଘନଶ୍ୟାମ ପ୍ରଧାନି ୨,୨୮୨ ୧.୫୫ -
ସପା ଚେୟାରମ୍ୟାନ ବାଗ ୧,୨୩୮ ୦.୮୪ -
ଭୋଟ ବ୍ୟବଧାନ ୪,୮୩୮ ୩.୨୮* -
ମତଦାନ ହାର ୧,୪୭,୫୨୦ ୭୩.୧୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Titlagarh Assembly Election 2009, Orissa". empoweringindia.org. Retrieved 16 June 2013. Constituency: Titlagarh (69) District : Bolangir
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 4838
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 106-Titilagarh Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf