ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ମହାକାଳପଡ଼ା (କ୍ରମିକ ସଂଖ୍ୟା: ୧୦୦) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମହାକାଳପଡ଼ା ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[୨][୩] ଗତ 2019 ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ପ୍ରଧାନଙ୍କଠାରୁ 15663 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି |

ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୮,୩୫୪
ଜିଲ୍ଲା: କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୨୩୨୪୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବଳରାମ ପରିଡ଼ାଙ୍କଠାରୁ ୧୯,୫୯୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ମହାକାଳପଡ଼ା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅତନୁ ସବ୍ୟସାଚୀ ନାୟକ ୭୦,୪୩୩ ୪୮.୬୯ -
କଂଗ୍ରେସ ବଳରାମ ପରିଡ଼ା ୫୦,୮୩୮ ୩୫.୧୪ -
ଭାଜପା ଗନ୍ଧର୍ବ ଚନ୍ଦ୍ର ନାୟକ ୧୮,୬୩୩ ୧୨.୮୮ -
ସ୍ୱାଧୀନ ଅଳକା ରଥ ୧,୬୫୦ ୧.୧୪ -
ତୃଣମୂଳ କଂଗ୍ରେସ ରେଣୁବାଳା ସାମଲ ୧,୦୯୬ ୦.୭୬ -
ବସପା ଅଶୋକ କୁମାର ସେଠୀ ୭୪୪ ୦.୫୧ -
ସମୃଦ୍ଧ ଓଡ଼ିଶା ସୌଦାମିନି ସାମନ୍ତରାୟ ୫୫୧ ୦.୩୮ -
ସ୍ୱାଧୀନ ଶୁଭେନ୍ଦୁ କୁମାର ସ୍ୱାଇଁ ୪୮୦ ୦.୩୩ -
ସ୍ୱାଧୀନ ଚିତ୍ତରଞ୍ଜନ ନାୟକ ୨୩୨ ୦.୧୬ -
ଭୋଟ ବ୍ୟବଧାନ ୧୯,୫୯୫ ୧୩.୫୫* -
ମତଦାନ ହାର ୧,୪୪,୬୭୩ ୭୨.୯୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

  • ୨୦୧୯: ଅତନୁ ସବ୍ୟସାଚୀ ନାୟକ (ବିଜଦ)
  • ୨୦୧୪: ଅତନୁ ସବ୍ୟସାଚୀ ନାୟକ (ବିଜଦ)
  • ୨୦୦୯: (୧୦୦): ଅତନୁ ସବ୍ୟସାଚୀ ନାୟକ (ବିଜଦ)

ଆଧାର ସମ୍ପାଦନା

  1. "Mahakalapada Assembly Election 2009, Orissa". empoweringindia.org. Retrieved 17 June 2013. Constituency: Mahakalapada (100) District : Kendrapara
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 19595
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ ସମ୍ପାଦନା