ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଓଡ଼ିଆ ରାଜନୀତିଜ୍ଞ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ, (ଜନ୍ମ ୧ ଜୁଲାଇ ୧୯୫୩) ରାଜା ସ୍ୱାଇଁ ନାମରେ ଜଣାଶୁଣା । [୧] ସେ ଆଠଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଓଡ଼ିଶା ବିଧାନ ସଭାର ସଦସ୍ୟ ।[୨][୩] ରଣେନ୍ଦ୍ର ପ୍ରତାପ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) କ୍ରୀଡ଼ା ଏବଂ ଯୁବ ମନ୍ତ୍ରାଳୟ, ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ ଏବଂ ଗୄହ ମନ୍ତ୍ରାଳୟ ଭାବେ ତୁଲାଇ ଆସିଛନ୍ତି । ସେ ବର୍ତ୍ତମାନ ବିଜୁ ଜନତା ଦଳରେ ଯୁବ ସମ୍ପର୍କ କମିଟିର ଚେୟାରମ୍ୟାନ ଦାୟିତ୍ୱ ତୁଲାଉଛନ୍ତି ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଧାର ସମ୍ପାଦନ କରନ୍ତୁ