ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଆସିକା (କ୍ରମିକ ସଂଖ୍ୟା: ୧୨୮) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୨,୬୦୫ |
ଜିଲ୍ଲା: | ଗଞ୍ଜାମ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଆସିକା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆସିକା (ବି), ଆସିକା ବ୍ଳକ ଓ କବିସୂର୍ଯ୍ୟ ନଗର ବ୍ଳକର କିଛି ଅଂଶ ।[୧][୨]
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କଠାରୁ ୨୭,୨୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବରାଜ ମହାନ୍ତି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ପାଣ୍ଡେଙ୍କଠାରୁ ୨୩୪୯୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୫]
- ୨୦୧୯: ମଞ୍ଜୁଳା ସ୍ୱାଇଁ (ବିଜଦ)
- ୨୦୧୪: ଦେବରାଜ ମହାନ୍ତି (ବିଜଦ)
- ୨୦୦୯: ଦେବରାଜ ମହାନ୍ତି (ବିଜଦ)
- ୨୦୦୪: ସରୋଜ କୁମାର ପାଢ଼ୀ (କଂଗ୍ରେସ)
- ୨୦୦୦: ଦେବରାଜ ମହାନ୍ତି (ବିଜଦ)
- ୧୯୯୫: ଉଷାରାଣୀ ପଣ୍ଡା (କଂଗ୍ରେସ)
- ୧୯୯୦: ଦ୍ୱିତିକୃଷ୍ଣ ପଣ୍ଡା (ସିପିଆଇ)
- ୧୯୮୫: ରାଘବ ପରିଡ଼ା (କଂଗ୍ରେସ)
- ୧୯୮୦: ରାଘବ ପରିଡ଼ା (କଂଗ୍ରେସ-ଇ)
- ୧୯୭୭: ହରିହର ସ୍ୱାଇଁ (ଜନତା)
- ୧୯୭୪: ହରିହର ଦାସ (ସିପିଆଇ)
- ୧୯୭୧: କୃଷ୍ଣଚନ୍ଦ୍ର ତ୍ରିପାଠୀ (ଉତ୍କଳ କଂଗ୍ରେସ)
- ୧୯୬୭: ହରିହର ଦାସ (କମ୍ୟୁନିଷ୍ଟ)
- ୧୯୬୧: ଲୋକନାଥ ମିଶ୍ର (କଂଗ୍ରେସ)
- ୧୯୫୭: ହରିହର ଦାସ (କମ୍ୟୁନିଷ୍ଟ)
- ୧୯୫୧: ହରିହର ଦାସ (କମ୍ୟୁନିଷ୍ଟ) ଓ ମୋହନ ନାଏକ (କମ୍ୟୁନିଷ୍ଟ)
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବରାଜ ମହାନ୍ତି, ସ୍ୱାଧୀନ ପ୍ରାର୍ଥୀ ସରୋଜ କୁମାର ପାଢ଼ୀଙ୍କଠାରୁ ୨୯,୯୮୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ବିଧାନ ସଭା ନିର୍ବାଚନ, ଆସିକା [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଦେବରାଜ ମହାନ୍ତି | ୪୬,୦୫୯ | ୫୨.୨୫ | - | |
ସ୍ୱାଧୀନ | ସରୋଜ କୁମାର ପାଢ଼ୀ | ୧୬,୦୭୩ | ୧୮.୨୩ | - | |
କଂଗ୍ରେସ | ଅଲେଖ ଚୌଧୁରୀ | ୧୫,୪୯୭ | ୧୭.୫୮ | - | |
ଭାଜପା | ସୂର୍ଯ୍ୟ ନାରାୟଣ ଦାସ | ୫,୧୨୮ | ୫.୮୨ | - | |
ସପା | ଗଙ୍ଗାଧର ପାଣିଗ୍ରାହୀ | ୧,୯୬୮ | ୨.୨୩ | - | |
ସ୍ୱାଧୀନ | ସୁବାସ ଚନ୍ଦ୍ର ମହାରଣା | ୧,୨୦୯ | ୧.୩୭ | - | |
ସମୃଦ୍ଧ ଓଡ଼ିଶା | ଭି. ରାମ କୃଷ୍ଣ ରାଓ | ୬୬୨ | ୦.୭୫ | - | |
ସ୍ୱାଧୀନ | ଶଶି ଭୂଷଣ ସାହୁ | ୫୩୭ | ୦.୬୧ | - | |
ରିସୋପା | ଲିଙ୍ଗରାଜ କର | ୫୨୭ | ୦୦.୬୦ | - | |
ସ୍ୱଧୀନ | ବାଞ୍ଛା ପ୍ରଧାନ | ୪୯୪ | ୦.୫୬ | - | |
ଭୋଟ ବ୍ୟବଧାନ | ୨୯,୯୮୬ | ୩୪.୦୨* | - | ||
ମତଦାନ ହାର | ୮୮,୧୬୮ | ୫୨.୬୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର ସମ୍ପାଦନ କରନ୍ତୁ
- ↑ Assembly Constituencies and their EXtent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf