କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

କୋରାପୁଟ (କ୍ରମିକ ସଂଖ୍ୟା: ୧୪୪) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋରାପୁଟ (ବି), ସୁନାବେଡ଼ା, ଲମତାପୁଟ ବ୍ଳକ, ବୈପାରୀଗୁଡ଼ା ବ୍ଳକର କିଛି ଅଂଶ ଓ କୋରାପୁଟ ବ୍ଳକର କିଛି ଅଂଶ ।[୧][୨]

କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୯,୪୩୯
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଶଗରିଆ ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁରାମ ମାଛଙ୍କଠାରୁ ୪୯୭୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁରାମ ପଦାଳ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କଠାରୁ ୧,୧୧୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, କୋରାପୁଟ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରଘୁରାମ ପଦାଳ ୩୩,୨୩୫ ୩୪.୯୭ -
କଂଗ୍ରେସ କୃଷ୍ଣଚନ୍ଦ୍ର ସଗରିଆ ୩୨,୧୨୧ ୩୩.୮୦ -
ଭାଜପା ଜୟରାମ ଗରଡ଼ ୮,୯୧୭ ୯.୩୮ -
ସ୍ୱାଧୀନ ପ୍ରହଲାଦ ଦୋରା ୬୯୮୩ ୮.୫୩ -
ସ୍ୱାଧୀନ ମୁକୁନ୍ଦ ପଦିଆମି ୫୫୫୫ ୬.୭୮ -
ବସପା ଜଗବନ୍ଧୁ ଗଡ଼ାଙ୍ଗୀ ୪,୪୯୬ ୫.୪୯ -
ସମୃଦ୍ଧ ଓଡ଼ିଶା ନନ୍ଦ କିଶୋର ମୁଦୁଲି ୨୫୧୭ ୩.୦୭ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଶୁକ୍ର ମୁଦୁଲି ୧୮୧୮ ୨.୨୨ -
ରିସୋପା ଗଙ୍ଗାଧର ଜାନୀ ୧୬୯୧ ୨.୦୬ -
ସ୍ୱାଧୀନ ଡମ୍ବ ଗୋଲାରୀ ୧୫୮୭ ୧.୯୪ -
ଭୋଟ ବ୍ୟବଧାନ ୨୬୦ ୦.୩୨* -
ମତଦାନ ହାର ୯୫,୦୮୩ ୫୮.୭୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf