ଗୋପାଳପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଗୋପାଳପୁର (କ୍ରମିକ ସଂଖ୍ୟା: ୧୩୨) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୋପାଳପୁର (ବି), ରଙ୍ଗେଇଲୁଣ୍ଡା ବ୍ଳକ, କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ଓ ବ୍ରହ୍ମପୁର (ପୌ)ର କିଛି ଅଞ୍ଚଳ ।[୨][୩]

ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୯,୬୪୯
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଭୂଷଣ ଜେନାଙ୍କଠାରୁ ୨୦୧୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡ. ତ୍ରିନାଥ ବେହେରାଙ୍କଠାରୁ ୧୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଗୋପାଳପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ୩୭,୬୧୨ ୪୨.୭୭ -
କଂଗ୍ରେସ ଡ. ତ୍ରିନାଥ ବେହେରା ୧୮,୮୫୪ ୨୧.୪୪ -
ସ୍ୱାଧୀନ ଅନୁଜ କୁମାର ନାୟକ ୧୪,୬୭୯ ୧୬.୬୯ -
ଭାଜପା ବିଭୁତି ଭୂଷଣ ଜେନା ୧୩,୧୧୨ ୧୪.୯୧ -
ସ୍ୱାଧୀନ ଏ. ରଘୁନାଥ ବର୍ମା ୧,୦୯୪ ୧.୨୪ -
ସମୃଦ୍ଧ ଓଡ଼ିଶା ଅଜିତ କୁମାର ଦଳାଇ ୧,୦୬୪ ୧.୨୧ -
ସ୍ୱାଧୀନ ବିନୟ କୁମାର ପାଢ଼ୀ ୯୬୬ ୧.୧୦ -
ସ୍ୱାଧୀନ ଦେବାଶିଷ ପରମାଣିକ ୫୬୫ ୦.୬୪ -
ଭୋଟ ବ୍ୟବଧାନ ୧୮,୭୫୮ ୨୧.୩୩* -
ମତଦାନ ହାର ୮୮,୦୧୦ ୫୫.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Gopalpur Assembly Election 2009, Orissa". empoweringindia.org. Retrieved 7 June 2013. Constituency: Gopalpur (132) District : Ganjam
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 18758
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 74-Gopalpur Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf