ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ରାୟଗଡ଼ା (କ୍ରମିକ ସଂଖ୍ୟା: ୧୪୦) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାୟଗଡ଼ା (ପୌ) ରାୟଗଡ଼ା ବ୍ଳକ ଓ କାଶିପୁର ବ୍ଳକ ।[୨][୩]
ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୫,୫୦୫ |
ଜିଲ୍ଲା: | ରାୟଗଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କଠାରୁ ୮୨୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ ବିହାରି ହିମିରିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲାକା ରାମଚନ୍ଦ୍ରଙ୍କଠାରୁ ୧୫,୬୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪]
- ୨୦୧୯: ମକରନ୍ଦ ମୁଦୁଲି (ସ୍ୱାଧୀନ)
- ୨୦୧୪: ଲାଲ ବିହାରୀ ହିମିରିକା (ବିଜଦ)
- ୨୦୦୯: (୧୪୦): ଲାଲ ବିହାରୀ ହିମିରିକା (ବିଜଦ)
- ୨୦୦୪: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
- ୨୦୦୦: (୮୨): ଲାଲ ବିହାରୀ ହିମିରିକା (ବିଜଦ)
- ୧୯୯୫: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
- ୧୯୯୦: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
- ୧୯୮୫: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
- ୧୯୮୦: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ-ଇ)
- ୧୯୭୭: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
- ୧୯୭୪: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
- ୧୯୭୧: (୭୮): ହିମିରିକା ରଘୁନାଥ (କଂଗ୍ରେସ)
- ୧୯୬୭: (୭୮): ଅନନ୍ତରାମ ମାଝି (କଂଗ୍ରେସ)
- ୧୯୬୧: (୧୦): କାମାୟା ମଣ୍ଡାଙ୍ଗୀ (କଂଗ୍ରେସ)
- ୧୯୫୭: (୮): କାମାୟା ମଣ୍ଡାଙ୍ଗୀ (କଂଗ୍ରେସ)
- ୧୯୫୧: (୭): କାମାୟା ମଣ୍ଡାଙ୍ଗୀ (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ରାୟଗଡ଼ା [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଲାଲ ବିହାରୀ ହିମିରିକା | ୫୨,୮୪୭ | ୪୪.୪୫ | - | |
କଂଗ୍ରେସ | ରାମଚନ୍ଦ୍ର ଉଲାକା | ୩୭,୧୮୬ | ୩୧.୨୮ | - | |
ବସପା | ଭାସ୍କର ମୂତୁକା | ୯,୨୧୩ | ୭.୭୫ | - | |
ଭାଜପା | କାଲିରାମ ମାଝି | ୭,୮୯୦ | ୬.୬୪ | - | |
ସ୍ୱାଧୀନ | ଶଙ୍କର ବିଦିକା | ୪,୨୧୪ | ୩.୫୪ | - | |
ଲୋକ ଜନଶକ୍ତି ପାର୍ଟି | ପିଦିକା ଶିରି ମାଝି | ୨,୧୬୦ | ୧.୮୨ | - | |
ସିପିଆଇ(ମାଲେ) ଲିବରେସନ | ସମ୍ବର ଶବର | ୧,୮୬୦ | ୧.୫୬ | - | |
ସ୍ୱାଧୀନ | କୃଷ୍ଣ ହୁଇକା | ୧,୮୧୬ | ୧.୫୩ | - | |
ରିସୋପା | ରାମ ମୁଦୁଲି | ୧,୭୧୦ | ୧.୪୪ | - | |
ଭୋଟ ବ୍ୟବଧାନ | ୧୫,୬୬୧ | ୧୩.୧୭* | - | ||
ମତଦାନ ହାର | ୧,୧୯,୪୮୦ | ୬୧.୦୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର ସମ୍ପାଦନ କରନ୍ତୁ
- ↑ "Rayagada Assembly Election 2009, Orissa". empoweringindia.org. 2013. Retrieved 21 June 2013.
Constituency: Rayagada (140) District : Rayagada
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
15661
- ↑ "State Elections 2004 - Partywise Comparision for 82-Rayagada Constituency of ORISSA". eci.nic.in. 2006. Retrieved 21 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf