ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ରାୟଗଡ଼ା (କ୍ରମିକ ସଂଖ୍ୟା: ୧୪୦) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାୟଗଡ଼ା (ପୌ) ରାୟଗଡ଼ା ବ୍ଳକ ଓ କାଶିପୁର ବ୍ଳକ ।[][]

ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
Constituency No. 140 for the ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀ ବିବରଣି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀକୋରାପୁଟ
ସ୍ଥାପିତ୧୯୫୧
ମୋଟ ଭୋଟର୨,୧୩,୦୪୪[][a]
ସଂରକ୍ଷଣଅନୁସୂଚିତ ଜନଜାତି
ବିଧାନ ସଭା ସଭ୍ୟ
୧୭ଶ ଓଡ଼ିଶା ବିଧାନ ସଭା
ପଦସ୍ଥ
ଦଳଭାରତୀୟ ଜାତୀୟ କଂଗ୍ରେସ
ନିର୍ବାଚିତ୨୦୨୪

ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଡ୍ରାକ ଆପଲ ସ୍ୱାମୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀ ଅନୁସୟା ମାଝୀଙ୍କଠାରୁ ୨୯,୧୮୬ ଖଣ୍ଡ ଭୋଟ ଅଧିକ ପାଇ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କଠାରୁ ୮୨୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ ବିହାରି ହିମିରିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲାକା ରାମଚନ୍ଦ୍ରଙ୍କଠାରୁ ୧୫,୬୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][][]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ରାୟଗଡ଼ା [୧୦]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲାଲ ବିହାରୀ ହିମିରିକା ୫୨,୮୪୭ ୪୪.୪୫ -
କଂଗ୍ରେସ ରାମଚନ୍ଦ୍ର ଉଲାକା ୩୭,୧୮୬ ୩୧.୨୮ -
ବସପା ଭାସ୍କର ମୂତୁକା ୯,୨୧୩ ୭.୭୫ -
ଭାଜପା କାଲିରାମ ମାଝି ୭,୮୯୦ ୬.୬୪ -
ସ୍ୱାଧୀନ ଶଙ୍କର ବିଦିକା ୪,୨୧୪ ୩.୫୪ -
ଲୋକ ଜନଶକ୍ତି ପାର୍ଟି ପିଦିକା ଶିରି ମାଝି ୨,୧୬୦ ୧.୮୨ -
ସିପିଆଇ(ମାଲେ) ଲିବରେସନ ସମ୍ବର ଶବର ୧,୮୬୦ ୧.୫୬ -
ସ୍ୱାଧୀନ କୃଷ୍ଣ ହୁଇକା ୧,୮୧୬ ୧.୫୩ -
ରିସୋପା ରାମ ମୁଦୁଲି ୧,୭୧୦ ୧.୪୪ -
ଭୋଟ ବ୍ୟବଧାନ ୧୫,୬୬୧ ୧୩.୧୭* -
ମତଦାନ ହାର ୧,୧୯,୪୮୦ ୬୧.୦୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

  1. as on 1 January 2014
  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "Rayagada Assembly Election 2009, Orissa". empoweringindia.org. 2013. Archived from the original on 24 March 2014. Retrieved 21 June 2013. Constituency: Rayagada (140) District : Rayagada
  3. Assembly Constituencies and their Extent
  4. Seats of Odisha
  5. "Assembly Constituency 140 - Rayagada (Odisha)". Election Commission of India. Retrieved 24 June 2024.
  6. ୬.୦ ୬.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  7. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 15661
  8. "State Elections 2004 - Partywise Comparision for 82-Rayagada Constituency of ORISSA". eci.nic.in. 2006. Retrieved 21 June 2013. List Of Winning Candidates
  9. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  10. http://eci.nic.in/eci_main/StatisticalReports/AE2009/stat_OR_April2009.pdf