ନୟାଗଡ଼ ଜିଲ୍ଲା
ଓଡିଶାର ଏକ ଜିଲ୍ଲା ,ଭାରତ
ନୟାଗଡ଼ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନୟାଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ନୟଗଡକୁ ବାଘୁଆ ନୟାଗଡ଼ ବୋଲି କୁହନ୍ତି |
ନୟାଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ପୁରୀ, କନ୍ଧମାଳ, କଟକ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୪ଟି ଆସନ
|
Area | |
• ସମୁଦାୟ | 3890 km2 (1,500 sq mi) |
Population (୨୦୧୧) | |
• Total | ୯୬୨୨୧୫ |
• Density | 247/km2 (640/sq mi) |
• ୬ ବର୍ଷରୁ କମ ଶିଶୁ | ୧୦୧୩୩୭ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୨ ୦xx |
ତାର (ଏସ୍.ଟି.ଡ଼ି) | ୦୬୭୫x |
ଯାନବାହାନ ପଞ୍ଚୀକରଣ | OD-25 |
ଜିଲ୍ଲାପାଳ | ଶ୍ରୀ ରବୀନ୍ଦ୍ର ନାଥ ସାହୁ |
Website | Official website |
ଇତିହାସ
ସମ୍ପାଦନାଭୂଗୋଳ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା[୧] ଅନୁସାରେ, ନୟାଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୯,୬୨,୨୧୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୮,୮୨,୪୮୯ ଓ ସହରାଞ୍ଚଳରେ ୭୯,୭୨୬ ଲୋକ ବାସ କରନ୍ତି [୨] ।
- ପୁରୁଷ: ୪,୬୦,୬୨୬
- ମହିଳା: ୪,୨୧,୮୬୩
- ଛ ବର୍ଷରୁ କମ: ୧,୦୧,୩୩୭
- ସାକ୍ଷର: ୬,୮୧,୫୨୨ (୭୯.୧୭%)
- ପୁରୁଷ: ୬,୧୭,୬୦୧ (୮୬.୬୩%)
- ମହିଳା: ୬୩,୯୨୧ (୭୧.୦୮%)
ରାଜନୀତି
ସମ୍ପାଦନାବିଧାନ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନା# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୧୧୯ | ରଣପୁର | ଅଣ ସଂରକ୍ଷିତ | ରଣପୁର, ଓଡ଼ଗାଁ (ଅଂଶ) | ସତ୍ୟନାରାୟଣ ପ୍ରଧାନ | ବିଜଦ |
୧୨୦ | ଖଣ୍ଡପଡ଼ା | ଅଣ ସଂରକ୍ଷିତ | ଖଣ୍ଡପଡ଼ା (ବି), ଖଣ୍ଡପଡ଼ା, ଭାପୁର | ସିଦ୍ଧାର୍ଥ ଶେଖର ସିଂହ | ବିଜଦ |
୧୨୧ | ଦଶପଲ୍ଲା | ଅନୁସୂଚିତ ଜାତି | ଦଶପଲ୍ଲା, ଗଣିଆ, ନୂଆଗାଁ | କାଶିନାଥ ମଲ୍ଲିକ | ବିଜଦ |
୧୨୨ | ନୟାଗଡ଼ | ଅଣ ସଂରକ୍ଷିତ | ନୟାଗଡ଼ (ବି), ନୟାଗଡ଼, ଓଡ଼ଗାଁ (ଅଂଶ) | ଅରୁଣ କୁମାର ସାହୁ | ବିଜଦ |
ଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |