ରାଉରକେଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ରାଉରକେଲା (କ୍ରମିକ ସଂଖ୍ୟା: ୧୨) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଉରକେଲା (ପୌ), କୁଳୁଙ୍ଗା ଓ ବିଶ୍ରା ବ୍ଳକର କିଛି ଅଞ୍ଚଳ ।[୨][୩]

ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୫,୪୬୧
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିଲୀପ କୁମାର ରାୟ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକଙ୍କଠାରୁ ୧୦୯୨୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରମେଶ କୁମାର ଅଗ୍ରୱାଲଙ୍କଠାରୁ ୨୫,୫୯୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ରାଉରକେଲା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଶାରଦା ପ୍ରସାଦ ନାୟକ ୪୬,୦୨୦ ୫୩.୨୫ -
ଭାଜପା ରମେଶ କୁମାର ଅଗ୍ରୱାଲ ୨୦,୪୨୪ ୨୩.୬୩ -
କଂଗ୍ରେସ ପ୍ରଶାନ୍ତ କୁମାର ବେହେରା ୧୪,୭୦୭ ୧୭.୦୨ -
ଝାମୁମୋ ପଶ୍ଚଳ ବାର୍ଲା ୧,୯୮୧ ୨.୨୯ -
ବସପା ରସିଦ ଅସଲମ ୯୪୭ ୧.୧୦ -
ସପା ଗଦାଧର ମିଶ୍ର ୩୯୪ ୦.୪୬ -
ସ୍ୱାଧୀନ କମଳ ମାଝି ୩୯୩ ୦.୪୫ -
ସ୍ୱାଧୀନ ହିତେନ୍ଦ୍ର ନାଗ ୩୫୯ ୦.୪୨ -
କୋଶଳ କ୍ରାନ୍ତି ଦଳ ଜୟସିଂହ ସିଂହ ୩,୨୪ ୦.୩୭ -
ସ୍ୱାଧୀନ ବିରଜାନନ୍ଦ ସିଂହ ୩୦୯ ୦.୩୬ -
କଳିଙ୍ଗ ସେନା ଜ୍ଞାନ ରଞ୍ଜନ ନାୟକ ୨୨୮ ୦.୨୬ -
ସ୍ୱଧୀନ ମହିପାଳ ସିଂହ ୨୦୫ ୦.୨୪ -
ସ୍ୱାଧୀନ ନିହାର ମହାନ୍ତି ୧୩୯ ୦.୧୬ -
ଭୋଟ ବ୍ୟବଧାନ ୨୫,୫୯୬ ୨୯.୬୧* -
ମତଦାନ ହାର ୮୬,୪୮୮ ୪୭.୭୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୭ରୁ ୨୦୦୯ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Rourkela Assembly Election 2009, Orissa". empoweringindia.org. 2013 [last update]. Retrieved 26 May 2013. Constituency: Rourkela (12) District : Sundargarh {{cite web}}: Check date values in: |year= (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 139-Rourkela Constituency of ORISSA". eci.nic.in. 2006. Retrieved 26 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf