ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଧାମନଗର (କ୍ରମିକ ସଂଖ୍ୟା: ୪୬) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧାମନଗର ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।[୨][୩]

ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୨,୯୪୧
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କଠାରୁ ୯୧୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କଠାରୁ ୪,୯୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଧାମନଗର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରାଜେନ୍ଦ୍ର କୁମାର ଦାସ ୪୮,୪୨୪ ୩୮.୭୮ -
ଭାଜପା ବିଷ୍ଣୁ ଚରଣ ସେଠୀ ୪୩,୪୮୦ ୩୪.୮୨ -
କଂଗ୍ରେସ ନେତ୍ରାନନ୍ଦ ମଲ୍ଲିକ ୨୯,୮୪୪ ୨୩.୯୦ -
ସ୍ୱାଧୀନ ଇନ୍ଦୁମତି ମଲ୍ଲିକ ୯୪୧ ୦.୭୫ -
ବସପା ବିଦ୍ୟାଧର ମଲ୍ଲିକ ୯୨୯ ୦.୭୪ -
ସମୃଦ୍ଧ ଓଡ଼ିଶା କାଳନ୍ଦି ମଲିକ ୮୪୩ ୦.୬୮ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଦିପକ ଗୋଚ୍ଛାୟତ ୪୧୨ ୦.୩୩ -
ଭୋଟ ବ୍ୟବଧାନ ୪,୯୪୪ ୩.୯୬* -
ମତଦାନ ହାର ୧,୨୪,୯୩୦ ୬୬.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪][୯]

ଆଧାର ସମ୍ପାଦନା

  1. "Dhamnagar Assembly Election 2009, Orissa". empoweringindia.org. Retrieved 7 June 2013. Constituency: Dhamnagar (46) District : Bhadrak
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 4944
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 20-Dhamnagar Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  9. "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.