ଭୁବନେଶ୍ୱର (ଉତ୍ତର)

ଉତ୍ତର ଭୁବନେଶ୍ଵର

ଭୁବନେଶ୍ୱର (ଉତ୍ତର) (କ୍ରମାଙ୍କ: ୧୧୩) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୩]

ଭୁବନେଶ୍ୱର (ଉତ୍ତର)
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency
Districtଖୋର୍ଦ୍ଧା ଜିଲ୍ଲା
Blocksଭୁବନେଶ୍ୱର
Electorate୨,୬୧,୦୨୧[୧][a]
Major settlementsଭୁବନେଶ୍ୱର
Current constituency
Created୨୦୧୯
ବିଧାୟକସୁଶାନ୍ତ କୁମାର ରାଉତ
Partyବିଜେଡି
Const. No.୧୧୩
ଲୋକ ସଭା ନିର୍ବାଚନ ମଣ୍ଡଳୀଭୁବନେଶ୍ୱର[୨]

ଏହି ନିର୍ବାଚନ ମଣ୍ଡଳୀଟି ପାଞ୍ଚଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ସେଗୁଡ଼ିକ ହେଲା:

  1. ରଘୁନାଥପୁର
  2. ଦାଢ଼ା
  3. କଲ୍ୟାଣପୁର
  4. ବରିମୁଣ୍ଡା ଏବଂ
  5. କଳାରହଙ୍ଗା

ଯାହାସବୁ ଭୁବନେଶ୍ୱର ପଞ୍ଚାୟତର ୱାର୍ଡ କ୍ରମାଙ୍କ ୧ରୁ ୧୧ ଏବଂ ୧୩ ଅଟେ ।[୪][୫]

ନିର୍ବାଚିତ ସଦସ୍ୟଗଣ ସମ୍ପାଦନ କରନ୍ତୁ

Vote share of Winning candidates
2014
  
66.00%
2009
  
72.05%

୨୦୦୯ରୁ ୨୦୧୯ ମଧ୍ୟରେ ତିନୋଟି ନିର୍ବାଚନ ହୋଇଥିଲା । ନିର୍ବାଚିତ ସଦସ୍ୟଗଣ ହେଲେ: [୬]

ଆହୁରି ଦେଖନ୍ତୁ ସମ୍ପାଦନ କରନ୍ତୁ


ଆଧାର ସମ୍ପାଦନ କରନ୍ତୁ

  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
  3. "Orissa Assembly Election 2009". empoweringindia.org. Retrieved 25 April 2014. Constituency: Bhubaneswar North (Uttar) (113) District: Khordha
  4. Assembly Constituencies and their Extent
  5. Seats of Odisha
  6. "Bhubaneswar North (Uttar) Assembly Constituency, Orissa". Compare Infobase Limited. Retrieved 26 April 2014.

ବାହାର ଆଧାର ସମ୍ପାଦନ କରନ୍ତୁ


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।