ଜଗତସିଂହପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଜଗତସିଂହପୁର (କ୍ରମିକ ସଂଖ୍ୟା: ୧୦୪) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଗତସିଂହପୁର (ପୌ), ଜଗତସିଂହପୁର ବ୍ଳକ ଓ ନାଉଗାଁ ବ୍ଳକ ।[୨][୩]

ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ଅମରେନ୍ଦ୍ର ଦାସ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ଭୋଟର ସଂଖ୍ୟା (୨୦୨୪): ୨,୧୭,୫୨୨
ଜିଲ୍ଲା: ଜଗତସିଂହପୁର
ଲୋକସଭା ନିର୍ବାଚନମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ପୌର ପରିଷଦ:

ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅମରେନ୍ଦ୍ର ଦାସ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଠାରୁ ମାତ୍ର ୨୨,୧୩୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଜଗତସିଂହପୁର [୪]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଷ୍ଣୁ ଚରଣ ଦାସ ୬୭,୨୯୯ ୫୦.୬୪ -
କଂଗ୍ରେସ ଚିରଞ୍ଜୀବ ବିଶ୍ୱାଳ ୫୭,୨୨୨ ୪୩.୦୬ -
ଭାଜପା ଉପେନ୍ଦ୍ର ନାଥ ବିଶ୍ୱାଳ ୪,୮୬୪ ୩.୬୬ -
ସମୃଦ୍ଧ ଓଡ଼ିଶା ଗୋରା ଚାନ୍ଦ ବାରିକ ୧,୩୫୮ ୧.୦୨ -
ସ୍ୱାଧୀନ ବାସୁଦେବ ୭୬୦ ୦.୫୭ -
ସ୍ୱାଧୀନ ଡ. ସୁରେଶ ଚନ୍ଦ୍ର ମଲ୍ଲିକ ୭୫୧ ୦.୫୭ -
କଳିଙ୍ଗ ସେନା ଶିଶିର କୁମାର ସ୍ୱାଇଁ ୬୩୯ ୦.୪୮ -
ଭୋଟ ବ୍ୟବଧାନ ୧୦,୦୭୭ ୭.୫୮* -
ମତଦାନ ହାର ୧,୩୩,୦୧୭ ୭୦.୦୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୫] [୬][୭]

  1. "Jagatsinghpur Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 19 June 2013. Constituency: Jagatsinghpur (104) District : Jagatsinghpur
  2. Assembly Constituencies and their Extent
  3. Seats of Odisha
  4. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  5. "State Elections 2004 - Partywise Comparision for 38-Jagatsinghpur Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; :0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ବାହାର ତଥ୍ୟ

ସମ୍ପାଦନା