ଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଲକ୍ଷ୍ମୀପୁର (କ୍ରମିକ ସଂଖ୍ୟା: ୧୪୧) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲକ୍ଷ୍ମୀପୁର ବ୍ଳକ, ଦଶମନ୍ତପୁର ବ୍ଳକ, ବନ୍ଧୁଗାଁ ବ୍ଳକ ଓ ନାରାୟଣପାଟଣା ବ୍ଳକ ।[୨][୩]

ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୫୫,୧୧୬
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କୈଳାଶ ଚନ୍ଦ୍ର କୁଳେଶିକା ବିଜୁ ଜନତା ଦଳ ପ୍ରାର୍ଥିନୀ ହେମା ଗମାଙ୍ଗଙ୍କଠାରୁ ୨୨୪୭୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଝିନ ହିକକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହେମ ଗମାଙ୍ଗଙ୍କଠାରୁ ୩,୪୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଲକ୍ଷ୍ମୀପୁର[୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଝିନ ହିକକା ୨୫,୦୯୫ ୩୨.୪୭ -
କଂଗ୍ରେସ ହେମ ଗମାଙ୍ଗ ୨୧,୬୮୯ ୨୮.୦୬ -
ସ୍ୱାଧୀନ କୈଳାଶ ଚନ୍ଦ୍ର କୁଳେସିକା ୭,୫୭୭ ୯.୮୦ -
ବସପା ଗୁପ୍ତେଶ୍ୱର ଜାନୀ ୫,୨୬୭ ୬.୮୨ -
ଭାଜପା ଗୋପୀନାଥ କଡ଼ାତସିଆ ୫,୦୭୮ ୬.୫୭ -
ସ୍ୱାଧୀନ କେନ୍ଦୃକ ଅର୍ଜୁନ ୪,୧୬୫ ୫.୩୯ -
ସମୃଦ୍ଧ ଓଡ଼ିଶା ଡମ୍ବରୁଧର ଜାନୀ ୨,୮୦୩ ୩.୬୩ -
ସିପିଆଇ(ମାଲେ) ଲିବରେସନ ବୀରେନ୍ଦ୍ର ମେନିଅକା ୧,୯୨୯ ୨.୫୦ -
ଆରପିଆଇ (ଆ) ଦଣ୍ଡାସି ତ୍ରିପତି ୧,୯୨୬ ୨.୪୯ -
ସ୍ୱାଧୀନ ଅଖିଳ ସୁଁଟା ୧,୭୫୫ ୨.୨୭ -
ଭୋଟ ବ୍ୟବଧାନ ୩,୪୦୬ ୪.୪୧* -
ମତଦାନ ହାର ୭୭,୨୯୦ ୫୩.୫୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Lakshmipur Assembly Election 2009, Orissa". empoweringindia.org. Retrieved 21 June 2013. Constituency: Lakshmipur (141) District : Koraput
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 3406
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 83-Lakshmipur Constituency of ORISSA". eci.nic.in. 2006. Retrieved 21 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf