ପ୍ରତାପ କେଶରୀ ଦେବ
ଓଡ଼ିଆ ରାଜନୀତିଜ୍ଞ
ପ୍ରତାପ କେଶରୀ ଦେବ (ଜନ୍ମ: ୧୬ ଅକ୍ଟୋବର ୧୯୭୨) ଜଣେ ଓଡ଼ିଆ ରାଜନେତା । ସେ ଓଡ଼ିଶାର ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୭ ମସିହାର ମଇ ମାସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାରୁ ରାଜ୍ୟସଭାରେ ଥିବା ସଦ୍ୟ ବିଷ୍ଣୁ ଚରଣ ଦାସଙ୍କୁ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତ ପରେ ସେ ରାଜ୍ୟସଭା ସଭ୍ୟପଦ ତ୍ୟାଗ କରିଥିଲେ ଏବଂ ପ୍ରତାପ କେଶରୀ ଦେବ ନିର୍ବାଚନରେ ବିଜୟଲାଭ କରିଥିଲେ । ସେ ସେହି ସଭ୍ୟପଦର ବାକିଥିବା ସମୟସୀମାକୁ ୧ ଜୁଲାଇ ୨୦୨୨ଯାଏଁ ତୁଲାଇବେ ।[୪][୫]
ପ୍ରତାପ କେଶରୀ ଦେବ | |
---|---|
![]() | |
ସାଂସଦ: ରାଜ୍ୟ ସଭା | |
Assumed office ୧୮ ମଇ ୨୦୧୭ | |
ପୂର୍ବ ଅଧିକାରୀ | ବିଷ୍ଣୁ ଚରଣ ଦାସ, ବିଜେଡି |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ଅକ୍ଟୋବର ୧୯୭୨ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ଶରତ କୁମାର ଦେବ(ବାପା)[୧]/ ସୁଶ୍ରୀ ଦେବୀ (ମା) |
ଶିକ୍ଷାନୁଷ୍ଠାନ | ଦ୍ୱାଦଶ: ରାଜକୁମାର କଲେଜ, ରାୟପୁର ଏବଂ ସ୍ନାତକ: ରାମଜାସ କଲେଜ[୨] |
ପେଷା | ସମାଜସେବା, କୃଷି, ମତ୍ସ୍ୟଚାଷ, ରାଜନେତା[୩] |
ଆଧାରସମ୍ପାଦନ କରନ୍ତୁ
- ↑ "Pratap Keshari Deb(Criminal & Asset Declaration)". myneta.info. Retrieved 2018-02-05.
- ↑ "Pratap Keshari Deb". MP Track by PRS Legislative Research. Retrieved 2018-02-05.
- ↑ "Pratap Keshari Deb(Criminal & Asset Declaration)". myneta.info. Retrieved 2018-02-05.
- ↑ "BJD's Pratap Deb elected unopposed to Rajya Sabha". business-standard.com. Retrieved 2017-05-18.
- ↑ "Naveen Patnaik announces Pratap Keshari Deb as BJD nominee for Rajya Sabha". timesofindia.indiatimes.com. Retrieved 2017-05-18.