ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଜୟଦେବ (କ୍ରମିକ ନମ୍ବର- ୧୧୧) ଖୋର୍ଦ୍ଧା ଜିଲ୍ଲାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।.[୩] ଏହି ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ବ୍ଲକବାଲିପାଟଣା ବ୍ଲକକୁ ନେଇ ଗଠିତ ।[୪]

ଜୟଦେବ
Legislative Assembly of Odisha constituency
DistrictKhordha
BlocksBalianta, Balipatna
Electorate1,65,515[୧][a]
Current constituency
Created2009
MLAArabinda Dhali
PartyBJD
Const. No.111
Reserved forScheduled Castes
Lok Sabha ConstituenciesBhubaneswar[୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଶିଭୂଷଣ ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇଙ୍କଠାରୁ ୪୦୯୫୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]

ନିର୍ବାଚିତ ପ୍ରାର୍ଥୀ ସମ୍ପାଦନା

Vote share of Winning candidates
2009
  
57.47%

୨୦୦୯ରେ ନିର୍ବାଚନ ହୋଇଥିଲା ଓ ଅରବିନ୍ଦ ଢାଲି (ବିଜେଡ଼ି) ସେଥିରେ ବିଜୟ ଲାଭ କରିଥିଲେ ।

୨୦୧୪ ନିର୍ବାଚିତ ପ୍ରାର୍ଥୀ ସମ୍ପାଦନା

2014 Vidhan Sabha Election, Jayadev [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଆପ ପ୍ରଫୁଲ୍ଲ ଚନ୍ଦ୍ର ବେହେରା -
ତୃଣମୂଳ କଂଗ୍ରେସ ବିଷ୍ଣୁ ଚରଣ ମଲ୍ଲିକ -
ବିଜଦ ଶଶୀ ଚରଣ ବେହେରା -
ଭାଜପା ବସନ୍ତ କୁମାର ନାୟକ -
BSP ଦିବାକର ଦାଶ -
କଂଗ୍ରେସ ବେଣୁଧର ଭୋଇ -
ସପା ବିଜୟ କୁମାର ଭୋଇ -
ସ୍ଵାଧୀନ ସତ୍ୟ ପ୍ରିୟ ବେହେରା -
ନୋଟା None -
Registered electors ୧,୬୫,୫୧୫

ଆଧାର ସମ୍ପାଦନା

  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
  3. "Orissa Assembly Election 2009". empoweringindia.org. Retrieved 22 April 2014. Constituency: Jayadev (111) District: Khordha
  4. Seats of Odisha
  5. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; Candidate ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।