ସୋନପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ସୋନପୁର (କ୍ରମିକ ସଂଖ୍ୟା: ୬୫) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[]

ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୧,୮୮୫
ଜିଲ୍ଲା: ସୁବର୍ଣ୍ଣପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୋନପୁର (ପୌ), ତରଭା (ବି), ସୋନପୁର ବ୍ଳକ, ତରଭା ବ୍ଳକ, ଡୁଙ୍ଗୁରିପାଲୀ ବ୍ଳକ ଓ ବିନିକା ବ୍ଳକର କିଛି ଅଞ୍ଚଳ ।[][]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କଠାରୁ ୫୧୪୮୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନବକୃଷ୍ଣ ଦାନ୍ତଙ୍କଠାରୁ ୨୮,୩୦୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ସୋନପୁର []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ନିରଞ୍ଜନ ପୂଜାରୀ ୬୮,୮୪୪ ୪୩.୧୨ -
ଭାଜପା ନବକୃଷ୍ଣ ଦାନ୍ତ ୪୦,୫୩୭ ୨୫.୩୯ -
କଂଗ୍ରେସ ଜିତେନ୍ଦ୍ର ପଟ୍ଟନାୟକ ୩୬,୦୪୪ ୨୨.୫୭ -
ସ୍ୱାଧୀନ ବାଳ ଗୋପାଳ ମିଶ୍ର ୬,୪୭୦ ୪.୦୫ -
ବସପା ସୁଶାନ୍ତ କୁମାର ପଣ୍ଡା ୨,୭୦୫ ୧.୬୯ -
ସମୃଦ୍ଧ ଓଡ଼ିଶା ଜୀବେଶ୍ୱର ବେହେରା ୨,୧୪୩ ୧.୩୪ -
ସ୍ୱାଧୀନ ରଜନୀ କାନ୍ତ ନାଏକ ୧,୧୯୬ ୦.୭୫ -
ସ୍ୱାଧୀନ ଦିଲ୍ଲିପ କୁମାର ସାହୁ ୮୮୫ ୦.୫୫ -
ସ୍ୱାଧୀନ ଟଙ୍କଧର ଖମାରୀ ୮୪୪ ୦.୫୩ -
ଭୋଟ ବ୍ୟବଧାନ ୨୮,୩୦୭ ୧୭.୭୩* -
ମତଦାନ ହାର ୧,୫୯,୬୮୧ ୭୨.୮୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[] [][]

  1. "Sonepur Assembly Election 2009, Orissa". empoweringindia.org. Archived from the original on 11 March 2014. Retrieved 10 June 2013. Constituency: Sonepur (65) District : Subarnapur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 28307
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 112-Sonepur Constituency of ORISSA". eci.nic.in. 2006. Retrieved 10 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf