କୋଟପାଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

କୋଟପାଡ଼ (କ୍ରମିକ ସଂଖ୍ୟା: ୧୪୨) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଟପାଡ଼ (ବି), କୋଟପାଡ଼ ବ୍ଳକ, କୁନ୍ଦ୍ରା ବ୍ଳକ, ବୋରିଗୁମ୍ମା ବ୍ଳକର କିଛି ଅଂଶ ଓ ବୈପାରୀଗୁଡ଼ା ବ୍ଳକର କିଛି ଅଂଶ ।[୧][୨]

କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୦,୫୬୭
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ପାଙ୍ଗୀଙ୍କଠାରୁ ୩୧୩୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବାସୁଦେବ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ଗୋପୀନାଥ ନାୟକଙ୍କଠାରୁ ୧୧,୨୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, କୋଟପାଡ଼ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ବାସୁଦେବ ମାଝି ୪୫,୬୦୩ ୩୭.୪୦ -
ବିଜଦ ଗୋପୀନାଥ ନାୟକ ୩୪,୩୬୯ ୨୮.୧୯ -
ଭାଜପା ପଦ୍ମନାଭ ମାଝି ୨୦,୪୪୨ ୧୬.୭୭ -
ସ୍ୱାଧୀନ ସଦନ ନାୟକ ୯,୭୭୫ ୮.୦୨ N/A
କଳିଙ୍ଗ ସେନା କମଳୁ ଭତ୍ରା ୩,୨୭୬ ୨.୬୯ N/A
ବସପା ବଳରାମ ନାୟକ ୩,୨୩୩ ୨.୬୫ -
ସମୃଦ୍ଧ ଓଡ଼ିଶା ବିଦ୍ୟାବତୀ ଚଲାଣ ୨,୮୯୧ ୨.୩୭ N/A
ରିସୋପା ତ୍ରିଲୋଚନ ଦିସାରୀ ୨୩୩୮ ୧.୯୨ N/A
ଭୋଟ ବ୍ୟବଧାନ ୧୧,୨୩୪ ୯.୨୧* -
ମତଦାନ ହାର ୧,୨୧,୯୩୦ ୭୩.୩୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf