ମୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ମୋରଡ଼ା (କ୍ରମିକ ସଂଖ୍ୟା: ୩୪) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମୋରଡ଼ା ବ୍ଳକ, ଶୁଳିଆପଦା ବ୍ଳକ ଓ ରାସଗୋବିନ୍ଦପୁର ବ୍ଳକ ।[୨][୩]

ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୮,୦୧୧
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦‍୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜକିଶୋର ଦାସଙ୍କଠାରୁ ୬୯୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବିମଳ ଲୋଚନ ଦାଶଙ୍କଠାରୁ ୬,୨୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ମୋରଡ଼ା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ୩୭,୬୦୯ ୨୮.୮୭ -
ଝାମୁମୋ ବିମଳ ଲୋଚନ ଦାଶ ୩୧,୪୦୮ ୨୪.୧୧ -
ଭାଜପା ରାଜକିଶୋର ଦାସ ୨୬,୯୫୫ ୨୦.୬୯ -
କଂଗ୍ରେସ ଜ୍ଞାନେନ୍ଦ୍ର ନାଥ ଦାସ ୨୦,୫୮୭ ୧୫.୮୦ -
ସ୍ୱାଧୀନ ହରିହର ମହନ୍ତ ୨,୩୬୪ ୧.୮୧ -
ସମୃଦ୍ଧ ଓଡ଼ିଶା ବିଜୟ କୁମାର ମହାନ୍ତି ୧,୩୪୦ ୧.୦୩ -
ସ୍ୱାଧୀନ ରାମଚନ୍ଦ୍ର ଦାସ ୧,୨୪୫ ୦.୯୬ -
ସ୍ୱାଧୀନ ସ୍ନେହଲତା ଟୁଙ୍ଗ ୧,୦୦୬ ୦.୭୭ -
ଏଜେଏସୟୁ ପାର୍ଟି ଯୁଧିଷ୍ଠିର ମହନ୍ତ ୯୮୩ ୦.୭୫ -
ସ୍ୱାଧୀନ ଶକୁନ୍ତଳା ନାୟକ ୯୪୦ ୦.୭୨ -
ସ୍ୱାଧୀନ ଜୈମୁନି କୁମାର ମହନ୍ତ ୮୪୬ ୦.୬୫ -
ସ୍ୱାଧୀନ ରବିନାରାୟଣ ନାୟକ ୭୯୮ ୦.୬୧ -
ସପା ହରିଶ ଦତ୍ତ ୭୯୫ ୦.୬୧ -
ସ୍ୱାଧୀନ ଚୈତନ ବେଶ୍ରା ୭୮୨ ୦.୬୦ -
ବସପା ସତ୍ୟବାନ ଦଳନାୟକ ୭୬୦ ୦.୫୮ -
ଜନ ହିତକାରୀ ପାର୍ଟି ରାମ ଚନ୍ଦ୍ର ସାହୁ ୫୭୭ ୦.୪୪ -
ସ୍ୱାଧୀନ ନୀରଜ କୁମାର ମହାନ୍ତି ୪୮୬ ୦.୩୭ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ସଦାନନ୍ଦ ଦେ ୪୨୮ ୦.୩୩ -
କଳିଙ୍ଗ ସେନା ଦୀପକ କୁମାର ଦାଶ ୩୭୫ ୦.୨୯ -
ଭୋଟ ବ୍ୟବଧାନ ୬,୨୦୧ ୪.୭୬* -
ମତଦାନ ହାର ୧,୩୦,୩୦୬ ୭୬.୦୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୨୦୦୯ରେ ପୁନଃଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୪]

ଆଧାର ସମ୍ପାଦନା

  1. "Morada Assembly Election 2009, Orissa". empoweringindia.org. Retrieved 29 May 2013. Constituency: Morada (34) District : Mayurbhanj
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 6201
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf