ନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ନୟାଗଡ଼ (କ୍ରମିକ ସଂଖ୍ୟା: ୧୨୨) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନୟାଗଡ଼ (ବି), ନୟାଗଡ଼ ବ୍ଳକ ଓ ଓଡ଼ଗାଁ ବ୍ଳକ ।[୧][୨]

ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୪,୨୪୨
ଜିଲ୍ଲା: ନୟାଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲାଲା ମନୋଜ କୁମାର ରାୟଙ୍କଠାରୁ ୨୦୮୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁ, ସ୍ୱାଧୀନ ପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କଠାରୁ ୨୭,୩୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ନୟାଗଡ଼ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅରୁଣ କୁମାର ସାହୁ ୬୭,୧୦୦ ୫୪.୨୫ -
ସ୍ୱାଧୀନ ହେମେନ୍ଦ୍ର ଚନ୍ଦ୍ର ସିଂହ ୩୯,୭୫୯ ୩୨.୧୫ -
ଭାଜପା ଯୁଗାଂଶୁ ଶେଖର ପଣ୍ଡା ୪,୮୭୮ ୩.୯୪ -
କଂଗ୍ରେସ ସନ୍ଧ୍ୟା ମହାପାତ୍ର ୩,୯୬୭ ୩.୨୧ -
ସ୍ୱାଧୀନ ଲାଲା ମନୋଜ କୁମାର ରାୟ ୩,୭୬୦ ୩.୦୪ -
କଳିଙ୍ଗ ସେନା ଚୈତନ୍ୟ ବେହେରା ୧,୩୩୪ ୧.୦୮ -
ସ୍ୱାଧୀନ ସୁନିଲ ପଟ୍ଟନାୟକ ୬୫୭ ୦.୫୩ -
ସ୍ୱାଧୀନ ବ୍ୟୋମକେଶ ତ୍ରିପାଠୀ ୪୭୩ ୦.୩୮ -
ସ୍ୱାଧୀନ ଅନ୍ତର୍ଯ୍ୟାମି ପଣ୍ଡା ୪୬୦ ୦.୩୭ -
ସ୍ୱାଧୀନ ଜଳଧର ଷଣ୍ଢ ୪୪୨ ୦.୩୬ -
ସମୃଦ୍ଧ ଓଡ଼ିଶା ଶ୍ୟାମସୁନ୍ଦର ବେହେରା ୪୨୬ ୦.୩୪ -
ଜନତା ଦଳ (ସଂ) ସଂସାରୀ ସାହୁ ୪୨୫ ୦.୩୪ -
ଭୋଟ ବ୍ୟବଧାନ ୨୭,୩୪୧ ୨୨.୧୧* -
ମତଦାନ ହାର ୧,୨୩,୬୮୬ ୬୭.୭୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭]

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 27341
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. "State Elections 2004 - Partywise Comparision for 62-Nayagarh Constituency of ORISSA". eci.nic.in. 2006. Retrieved 25 May 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. "The Hindu : BJD, Cong. vie for Nayagarh seat". hindu.com. 2002. Retrieved 25 May 2013. The bypoll was necessitated following the recent death of the State School and Mass Education Minister, Bhagabat Behera
  9. "rediff.com: Orissa: BJD wins Nayagarh by-election". rediff.in. Retrieved 25 May 2013. Ruling Biju Janata Dal (BJD) nominee Mandakini Behera on Thursday won the by-election from the Nayagarh assembly constituency[permanent dead link]