କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନସଭା ନିର୍ବାଚନମଣ୍ଡଳୀ

କବିସୂର୍ଯ୍ୟ ନଗର (କ୍ରମିକ ସଂଖ୍ୟା: ୧୨୫) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କବିସୂର୍ଯ୍ୟ ନଗର (ବି), କୋଦଳା (ବି), ବେଗୁନିଆପଡ଼ା ବ୍ଳକ, କବିସୂର୍ଯ୍ୟ ନଗର ବ୍ଳକର କିଛି ଅଂଶ ଓ ପୁରୁଷୋତ୍ତମପୁର ବ୍ଳକର କିଛି ଅଂଶ । [୧][୨]

କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୫,୭୯୬
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓ ସ୍ୱାଧୀନ ପ୍ରାର୍ଥୀ ହରପ୍ରସାଦ ସାହୁଙ୍କଠାରୁ ୨୧୫୦୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କିଶୋର ପଲେଇଙ୍କଠାରୁ ୨୩,୦୬୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, କବିସୂର୍ଯ୍ୟ ନଗର [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଭି. ସୁଜ୍ଞାନ କୁମାରୀ ଦେଓ ୫୬,୯୬୦ ୫୬.୦୧ -
କଂଗ୍ରେସ କିଶୋର ପଲେଇ ୩୩,୮୯୨ ୩୩.୩୩ -
ଭାଜପା ପ୍ରବୋଧ ଚନ୍ଦ୍ର ପଣ୍ଡା ୫,୭୯୨ ୫.୭୦ -
ସ୍ୱାଧୀନ ପଞ୍ଚାନନ ଗୌଡ଼ ୨,୩୪୩ ୨.୩୦ -
ସମୃଦ୍ଧ ଓଡ଼ିଶା ଇନ୍ଦିରା ପଲାଇ ୧,୫୦୬ ୧.୪୮ -
ରିସୋପା ସନାତନ ପାଣିଗ୍ରାହୀ ୧,୨୦୧ ୧.୧୮ -
ଭୋଟ ବ୍ୟବଧାନ ୨୩,୦୬୮ ୨୨.୬୮* -
ମତଦାନ ହାର ୧,୦୧,୭୦୧ ୫୪.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf