ତଳସରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନସଭା ନିର୍ବାଚନମଣ୍ଡଳୀ

ତଳସରା (କ୍ରମିକ ସଂଖ୍ୟା: ୮) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସବଡେଗା ବ୍ଳକ, ବାଲିଶଙ୍କର ବ୍ଳକ, ବରଗାଁ ବ୍ଳକ ଓ ଲେଫ୍ରିପଡ଼ା ବ୍ଳକର କିଛି ଅଂଶ ।

ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୬,୯୪୪
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ମସିହା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କଠାରୁ ୧୪୩୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୧]

ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସହଦେବ ଖାଖାଙ୍କଠାରୁ ପ୍ରାୟ ୨୦,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୨]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ତଳସରା [୩]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ପ୍ରଫୁଲ୍ଲ ମାଝୀ ୪୪,୦୮୨ ୩୯.୮୫ -
ଭାଜପା ସହଦେବ ଖାଖା ୨୪,୩୪୧ ୨୨.୦୦ -
ରାକପା ପୂର୍ଣ୍ଣ ଚନ୍ଦ୍ର ମିଞ୍ଜ ୧୬,୧୦୫ ୧୪.୫୬ -
ସ୍ୱାଧୀନ ବୈକୁଣ୍ଠ କାଲୋ ୮,୦୬୦ ୭.୨୯ -
ସ୍ୱାଧୀନ କୁଞ୍ଜଲତା ଭିତ୍ରିଆ ୭,୪୦୨ ୬.୬୯ -
ଝାମୁମୋ ବିନୟ କୁମାର ଟପ୍ପୋ ୪,୯୯୪ ୪.୫୧ -
କୋଶଳ କ୍ରାନ୍ତି ଦଳ ଲଳିନ୍ଦ୍ର କୁମାର ଗିଧି ୨୪୦୬ ୨.୧୮ -
ସ୍ୱାଧୀନ ଜଟିଆ ସା ୧୭୧୩ ୧.୫୫ -
ବସପା ବୀରେନ୍ଦ୍ର କୁମାର ଭଗତ ୧,୫୧୬ ୧.୩୭ -
ଭୋଟ ବ୍ୟବଧାନ ୧୯,୭୪୧ ୧୭.୮୫* -
ମତଦାନ ହାର ୧,୧୦,୬୧୯ ୬୫.୦୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪]

ଆଧାର ସମ୍ପାଦନା

  1. ୧.୦ ୧.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  2. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  3. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  4. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf