ପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।[୨][୩]

ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୪,୭୮୪
ଜିଲ୍ଲା: ଗଜପତି
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେ. ସୂର୍ୟ୍ଯା ରାଓ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କଠାରୁ ୧୪୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ସାହୁଙ୍କଠାରୁ ୧୪୯୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]

୨୦୦୯ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କେ. ନାରାୟଣ ରାଓ ୫୮,୫୨୮ ୫୧.୧୦ -
କଂଗ୍ରେସ ତ୍ରିନାଥ ସାହୁ ୪୩,୫୮୭ ୩୮.୦୬ -
ଭାଜପା ଟି. କୁରାନ୍ନା ୬,୬୮୬ ୫.୮୪ -
ସ୍ୱାଧୀନ ଯକୁବୋ ରାଇତୋ ୨,୧୬୦ ୧.୮୯ -
କଳିଙ୍ଗ ସେନା କୈଳାଶ ଚନ୍ଦ୍ର ମାଳୀ ୧,୧୬୭ ୧.୦୨ -
ସମୃଦ୍ଧ ଓଡ଼ିଶା ସସ୍ମିତା ରାଜଗୁରୁ ୮୪୭ ୦.୭୪ -
ସ୍ୱାଧୀନ ବିବେକାନନ୍ଦ ବେହେରା ୭୮୯ ୦.୬୯ -
ସିପିଆଇ(ମାଲେ) ଲିବରେସନ ବିଦ୍ୟାଧର ପାତ୍ର ୭୬୨ ୦.୬୭ -
ଭୋଟ ବ୍ୟବଧାନ ୧୪,୯୪୧ ୧୩.୦୫* -
ମତଦାନ ହାର ୧,୧୪,୫୫୬ ୬୩.୭୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. "Paralakhemundi Assembly Election 2009, Orissa". empoweringindia.org. Retrieved 8 June 2013. Constituency: Paralakhemundi (137) District : Gajapati
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 79-Parlakhemundi Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "ପୂର୍ବତନ ବିଧାୟକ ଏନ୍.କୁର୍ମୁ ନାୟକୁଲୁ ଦୋରାଙ୍କ ପରଲୋକ". Dharitri E-Paper. 21 February 2016. Archived from the original on 27 June 2022. Retrieved 27 June 2022.
  8. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 14941
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf