ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଧର୍ମଗଡ଼ (କ୍ରମିକ ସଂଖ୍ୟା: ୭୯) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧର୍ମଗଡ଼ ବ୍ଳକ, କୋକସରା ବ୍ଳକ, କଳମପୁର ବ୍ଳକ ଓ ଜୟପାଟଣା ବ୍ଳକର କିଛି ଅଂଶ ।[୨][୩]

ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୪,୦୩୫
ଜିଲ୍ଲା: କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନ୍ଦ୍ର ପଟ୍ଟଯୋଶୀଙ୍କଠାରୁ ୧୬୧୫୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫] [୬][୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାହାସ ବିହାରୀ ବେହେରାଙ୍କଠାରୁ ୨୨,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]

୨୦୦୯ ବିଧାନ ସଭା ନିର୍ବାଚନ, ଧର୍ମଗଡ଼ [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପୁଷ୍ପେନ୍ଦ୍ର ସିଂହ ଦେଓ ୫୬,୪୭୦ ୩୫.୮୩ -
କଂଗ୍ରେସ ରାହାସ ବିହାରୀ ବେହେରା ୩୩,୫୬୪ ୨୧.୩୦ -
ଭାଜପା ଜନାର୍ଦନ ପଣ୍ଡା ୩୧,୫୭୩ ୨୦.୦୩ -
ସପା ସୁରେନ୍ଦ୍ର କୁମାର ପାଟ୍ଟଯୋଶୀ ୧୮,୮୩୪ ୧୧.୯୫ -
ବସପା କଲ୍ୟାଣୀ ନାୟକ ୪,୩୯୩ ୨.୭୯ -
ସମୃଦ୍ଧ ଓଡ଼ିଶା ହୀରା ବାଗ ୪,୦୧୫ ୨.୫୫ -
ସ୍ୱାଧୀନ ସୁବାଷ ଚନ୍ଦ୍ର ନାୟକ ୨,୫୫୭ ୧.୬୨ -
କଳିଙ୍ଗ ସେନା ବୈକୁଣ୍ଠ ଧାଙ୍ଗଡାମାଝି ୨,୦୫୭ ୧.୩୧ -
ସ୍ୱାଧୀନ ଭୁବନେଶ୍ୱର ଦୁର୍ଗା ୧,୪୫୨ ୦.୯୨ -
ସ୍ୱାଧୀନ ଗୋବିନ୍ଦ ଚନ୍ଦ୍ର ରାଉତ ୧,୪୩୨ ୦.୯୧ -
ସ୍ୱାଧୀନ ପ୍ରହଲାଦ ଅଗ୍ରୱାଲ ୧,୨୬୫ ୦.୮୦ -
ଭୋଟ ବ୍ୟବଧାନ ୨୨,୯୦୬ ୧୪.୫୩* -
ମତଦାନ ହାର ୧,୫୭,୬୨୧ ୭୧.୬୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. "Dharmgarh Assembly Election 2009, Orissa". empoweringindia.org. Retrieved 22 May 2013. Constituency: Dharmgarh (79) District : Kalahandi
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 96-Dharamgarh Constituency of ORISSA". eci.nic.in. 2006. Retrieved 22 May 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf