ଅନୁଗୋଳ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର ।

ଅନୁଗୋଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର, ଢେଙ୍କାନାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା6232 km2 (2,406 sq mi)
ଜନସଂଖ୍ୟା
 (୨୦୧୧)
 • ଜିଲ୍ଲା୧୨,୭୧,୭୦୩
 • ଘନତା199/km2 (520/sq mi)
 • ସହରାଞ୍ଚଳ
୨,୦୬,୩୯୪
 • ଗ୍ରାମାଞ୍ଚଳ
୧୦,୬୫,୩୦୯
 • ୬ ବର୍ଷରୁ କମ ଶିଶୁ
୧,୪୫,୬୯୦
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୯ ୧xx
ତାର (ଏସ.ଟି.ଡ଼ି)୦୬୭୬x
ଗାଡ଼ି ପଞ୍ଜିକରଣOD-19
ଜିଲ୍ଲାପାଳଅରବିନ୍ଦ ଅଗରୱାଲ
ୱେବସାଇଟOfficial website
ସମ୍ୟକ ତଥ୍ୟ
ଉପଖଣ୍ଡ:
ବ୍ଳକ:
ପୌର ପରିଷଦ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ସହର:
ତହସିଲ:
ଗ୍ରାମ ପଞ୍ଚାୟତ: ୧୮୦
ଗ୍ରାମ: ୧,୯୨୨
ଜଙ୍ଗଲ ଅଞ୍ଚଳ : ୨,୭୧୬.୮୨ କି.ମି.²

ଇତିହାସସମ୍ପାଦନ କରନ୍ତୁ

ଭୂଗୋଳସମ୍ପାଦନ କରନ୍ତୁ

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା[୧] ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୬,୫୪,୮୯୮
  • ମହିଳା: ୬,୧୬,୮୦୫
    • ଛ ବର୍ଷରୁ କମ: ୧,୪୫,୬୦୯
  • ସାକ୍ଷରତା ହାର ୭୮.୯୬%
    • ପୁରୁଷ: ୮୭.୦୬%
    • ମହିଳା: ୭୦.୪୪%

ସହର ନଜରସମ୍ପାଦନ କରନ୍ତୁ

ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ

ରାଜନୀତିସମ୍ପାଦନ କରନ୍ତୁ

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୫୯ ପାଲଲହଡ଼ା ଅଣ ସଂରକ୍ଷିତ ପାଲଲହଡ଼ା, କଣିହା (ଅଂଶ) ରବି ନାରାୟଣ ପାଣୀ ବିଜଦ
୬୦ ତାଳଚେର ଅଣ ସଂରକ୍ଷିତ ତାଳଚେର (ପୌ), ତାଳଚେର, କଣିହା (ଅଂଶ) ବ୍ରଜ କିଶୋର ପ୍ରଧାନ ସ୍ୱାଧୀନ
୬୧ ଅନୁଗୋଳ ଅଣ ସଂରକ୍ଷିତ ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ) ରଜନୀକାନ୍ତ ସିଂହ ବିଜଦ
୬୨ ଛେଣ୍ଡିପଦା ଅନୁସୂଚିତ ଜାତି ଛେଣ୍ଡିପଦା, ବଅଁରପାଳ (ଅଂଶ) ଖଗେଶ୍ୱର ବେହେରା ବିଜେଡି
୬୩ ଆଠମଲ୍ଲିକ ଅଣ ସଂରକ୍ଷିତ ଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ) ସଞ୍ଜୀବ କୁମାର ସାହୁ ବିଜଦ

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ