ବରପାଲି ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ବିଜ୍ଞାପିତ ଅଞ୍ଚଳ ।

ବରପାଲି
ସହର
ବରପାଲି is located in ଓଡ଼ିଶା
ବରପାଲି
ବରପାଲି
Location in Odisha, India
ଅବସ୍ଥିତି: 21°12′00″N 83°35′00″E / 21.2°N 83.5833°E / 21.2; 83.5833Coordinates: 21°12′00″N 83°35′00″E / 21.2°N 83.5833°E / 21.2; 83.5833
Country India
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼
ଜନସଂଖ୍ୟା (2001)
 • ମୋଟ୧୯,୧୫୪
ଭାଷା
 • ସରକାରୀଓଡ଼ିଆ
IST (UTC+5:30)
ସମ୍ବଲପୁରୀ ଶାଢୀ

ଭୂଗୋଳସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

କବି ଗଙ୍ଗାଧରଙ୍କ ଜନ୍ମସ୍ଥଳୀସମ୍ପାଦନ କରନ୍ତୁ

ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ଶିଳ୍ପସମ୍ପାଦନ କରନ୍ତୁ

ବରପାଲି ପ୍ରକୃତରେ ବିଶ୍ୱ ବିଖ୍ୟାତ ସମ୍ବଲପୁରୀ ବସ୍ତ୍ରର ମୁଖ୍ୟ ବୟାନ କେନ୍ଦ୍ର । ଯଦିଓ ବରଗଡରେ ଜନ୍ମିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ପ୍ରଥମ କରି ସମ୍ବଲପୁରୀ ବସ୍ତ୍ରକୁ ଏହାର ଅତୁଲ୍ୟ ରଙ୍ଗ ଓ ଡିଜାଇନ ଦେଇ ତାହାକୁ ଏକ ଶିଳ୍ପ ହିସାବରେ ରୂପ ଦେଇଥିଲେ , ବରପାଲିର ପଦ୍ମଶ୍ରୀ କୁଞ୍ଜବିହାରୀ ମେହେର ସମ୍ବଲପୁରୀ ବସ୍ତ୍ର ପାଇଁ ସୁନ୍ଦର ଡିଜାଇନ ସବୁ ଉଦ୍ଭାବନ କରି ତାକୁ ଆହୁରି ପ୍ରଶିଧ୍ହୀ ଦେଇଥିଲେ ।

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଶିକ୍ଷାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ତଥ୍ୟସମ୍ପାଦନ କରନ୍ତୁ

[୧]

  1. https://kddfonline.com/2009/11/12/the-world-famous-craftsmans-of-sambalpuri-fabrics/