ପିପିଲି

ପିପିଲି ଓଡିଶା ରାଜ୍ୟ ର ଏକ ବିଜ୍ଞାପିତ ଅଞ୍ଚଳ

ପିପିଲି ପୁରୀ ଜିଲ୍ଲାରେ ଅବସ୍ଥିତ । ଏହା ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ବିଶ୍ୱ ବିଖ୍ୟାତ।

ପିପିଲି
ବିଜ୍ଞାପିତ ଅଞ୍ଚଳ ପରିଷଦ
ପିପିଲି ଚାନ୍ଦୁଆ
ପିପିଲି ଚାନ୍ଦୁଆ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
Elevation
25 m (82 ft)
Population
 (2001)
 • Total୧୪,୨୬୩
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (IST)

ଭୁଗୋଳ ସମ୍ପାଦନ କରନ୍ତୁ

ପିପିଲିର ଅବସ୍ଥାନ 20°07′N 85°50′E / 20.12°N 85.83°E / 20.12; 85.83.[୧] ଏହା ପୁରୀଠାରୁ ୪୦ କି.ମି ଦୁରରେ ଅବସ୍ଥିତ ।

ଗମନାଗମନ ସମ୍ପାଦନ କରନ୍ତୁ

ନିକଟସ୍ଥ ବସ୍ ଷ୍ଟାଣ୍ଡ୍ ପିପିଲି ନିମାପଡା ଛକ ବସ୍ଷ୍ଟାଣ୍ଡ୍ ଓ ହାଟ ଛକ ବସ୍ ଷ୍ଟାଣ୍ଡ୍ ।

ନିକଟସ୍ଥ ରେଳ ଷ୍ଟେସନ୍ ଡେଲାଙ୍ଗ ରେଳ ଷ୍ଟେସନ୍ ଓ ମୋଟରି ରେଳ ଷ୍ଟେସନ୍ ।

ଇତିହାସ ସମ୍ପାଦନ କରନ୍ତୁ

ଚାନ୍ଦୁଆ ହସ୍ତଶିଳ୍ପ ହିଁ ଏଠାକାର ଅଧିବାସୀମାନଙ୍କ ରୋଜଗାରର ମୁଳ ସାଧନ।

ପର୍ଯ୍ୟଟନ ସମ୍ପାଦନ କରନ୍ତୁ

ଶିକ୍ଷା ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ