ହିଞ୍ଜିଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନମଣ୍ଡଳୀ
ହିଞ୍ଜିଳି (କ୍ରମିକ ସଂଖ୍ୟା: ୧୩୧) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ହିଞ୍ଜିଳିକାଟୁ (ବି), ହିଞ୍ଜିଳିକାଟୁ ବ୍ଳକ ଓ ଶେରଗଡ଼ ବ୍ଳକ ।
ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୧,୫୧୭ |
ଜିଲ୍ଲା: | ଗଞ୍ଜାମ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଆସ୍କା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନବୀନ ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିବରାମ ପାତ୍ରଙ୍କଠାରୁ ୭୬୫୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୧]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନବୀନ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ରାଘବ ପରିଡ଼ାଙ୍କଠାରୁ ୬୧,୨୭୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୨]
୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ହିଞ୍ଜିଳି [୩] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ନବୀନ ପଟ୍ଟନାୟକ | ୭୨,୯୪୨ | ୭୬.୦୪ | - | |
କଂଗ୍ରେସ | ରାଘବ ପରିଡ଼ା | ୧୧,୬୬୯ | ୧୨.୧୭ | - | |
ଭାଜପା | ଦେବାନନ୍ଦ ମହାପାତ୍ର | ୭,୩୮୯ | ୭.୭ | - | |
style="background-color: ଛାଞ୍ଚ:ସ୍ୱାଧୀନ/meta/color; width: 5px;" | | [[ସ୍ୱାଧୀନ|ଛାଞ୍ଚ:ସ୍ୱାଧୀନ/meta/shortname]] | ଲକ୍ଷ୍ମୀ ନାରାୟଣ ପଣ୍ଡା | ୨,୧୨୯ | ୨.୨୨ | - |
ସମୃଦ୍ଧ ଓଡ଼ିଶା | ସୁଶାନ୍ତ ପଣ୍ଡା | ୯୭୦ | ୧.୦୧ | - | |
ରିସୋପା | ଅଭିମନ୍ୟୁ ପାଢ଼ୀ | ୮୨୩ | ୦.୮୬ | - | |
ଭୋଟ ବ୍ୟବଧାନ | ୬୧,୨୭୩ | ୬୩.୮୮* | - | ||
ମତଦାନ ହାର | ୯୫,୯୩୮ | ୫୦.୩୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୪][୧]
- ୨୦୧୯: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
- ୨୦୧୪: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
- ୨୦୦୯: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
- ୨୦୦୪: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
- ୨୦୦୦: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)
- ୧୯୯୫: ଉଦୟ ନାଥ ନାୟକ (କଂଗ୍ରେସ)
- ୧୯୯୦: ହରିହର ସାହୁ (ଜନତା ଦଳ)
- ୧୯୮୫: ଉଦୟ ନାଥ ନାୟକ (କଂଗ୍ରେସ)
- ୧୯୮୦: ବୃନ୍ଦାବନ ନାୟକ (ଜନତା-ଏସ)
- ୧୯୭୭: ବୃନ୍ଦାବନ ନାୟକ (କଂଗ୍ରେସ)
- ୧୯୭୪: ବୃନ୍ଦାବନ ନାୟକ (ଉତ୍କଳ କଂଗ୍ରେସ)
- ୧୯୭୧: ବୃନ୍ଦାବନ ନାୟକ (ଉତ୍କଳ କଂଗ୍ରେସ)
- ୧୯୬୭: ବୃନ୍ଦାବନ ନାୟକ (କଂଗ୍ରେସ) ଓ ଉଦୟ ନାଥ ପାଳ (ଜନ କଂଗ୍ରେସ)
- ୧୯୬୧: ବୃନ୍ଦାବନ ନାୟକ (କଂଗ୍ରେସ)
- ୧୯୫୭: ବୃନ୍ଦାବନ ନାୟକ (କଂଗ୍ରେସ)
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf