ବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବୌଦ୍ଧ (କ୍ରମିକ ସଂଖ୍ୟା: ୮୬) ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବୌଦ୍ଧଗଡ଼ (ବି), ହରଭଙ୍ଗା ଓ ବୌଦ୍ଧ ବ୍ଳକର କିଛି ଅଂଶ ।[୨][୩]

ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୩୯,୬୨୧
ଜିଲ୍ଲା: ବୌଦ୍ଧ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କଠାରୁ ୧୧୧୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ, ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କଠାରୁ ୨୮,୨୦୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବୌଦ୍ଧ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଦୀପ କୁମାର ଅମାତ ୪୯,୪୩୯ ୫୦.୬୦ -
ସ୍ୱାଧୀନ ସୁଶାନ୍ତ କୁମାର ପ୍ରଧାନ ୨୧,୨୩୨ ୨୧.୭୩ -
କଂଗ୍ରେସ ନରେନ୍ଦ୍ର କୁମାର ପାଣିଗ୍ରାହୀ ୧୫,୮୯୫ ୧୬.୨୭ -
ଭାଜପା ଶାନ୍ତନୁ କୁମାର ପ୍ରଧାନ ୪,୬୬୬ ୪.୭୮ -
ସ୍ୱାଧୀନ ବୁଦ୍ଧଦେବ ପ୍ରଧାନ ୧,୦୨୮ ୧.୦୫ -
ବସପା ଗଙ୍ଗାଧର ହଂସ ୧,୦୦୫ ୧.୦୩ -
ସମୃଦ୍ଧ ଓଡ଼ିଶା ପୁଷ୍ପିତା ପଟ୍ଟନାୟକ ୯୫୮ ୦.୯୮ -
ସପା ଗୀତାଞ୍ଜଳି ବାଘ ୭୭୦ ୦.୭୯ -
ସ୍ୱାଧୀନ ରାମେଶ୍ୱର ନାୟକ ୭୬୭ ୦.୭୮ -
ସ୍ୱାଧୀନ ବରୋଜ କୁମାର ବେହେରା ୬୫୯ ୦.୬୭ -
ସ୍ୱାଧୀନ ରଶ୍ମୀ ପ୍ରସାଦ ବେହେରା ୪୪୪ ୦.୪୫ -
ସ୍ୱାଧୀନ କିଶୋର ଚନ୍ଦ୍ର ଭୋଇ ୪୩୯ ୦.୪୫ -
ସ୍ୱାଧୀନ ସଞ୍ଜୟ ବେହେରା ୪୦୬ ୦.୪୨ -
ଭୋଟ ବ୍ୟବଧାନ ୨୮,୨୦୭ ୨୮.୮୭* -
ମତଦାନ ହାର ୯୭,୭୬୮ ୭୩.୧୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

  • ୨୦୧୯: ପ୍ରଦୀପ କୁମାର ଅମାତ (ବିଜଦ)
  • ୨୦୧୪: ପ୍ରଦୀପ କୁମାର ଅମାତ (ବିଜଦ)
  • ୨୦୦୯: (୮୬): ପ୍ରଦୀପ କୁମାର ଅମାତ (ବିଜଦ)
  • ୨୦୦୪: (୧୦୫): ପ୍ରଦୀପ କୁମାର ଅମାତ (ବିଜଦ)
  • ୨୦୦୦: (୧୦୫): ପ୍ରଦୀପ କୁମାର ଅମାତ (ସ୍ୱାଧୀନ)
  • ୧୯୯୫: (୧୦୫): ସଚ୍ଚିଦାନନ୍ଦ ଦଲାଲ (ଜନତା ଦଳ)
  • ୧୯୯୦: (୧୦୫): ସଚ୍ଚିଦାନନ୍ଦ ଦଲାଲ (ଜନତା ଦଳ)
  • ୧୯୮୫: (୧୦୫): ସୁଜିତ କୁମାର ପାଢ଼ୀ (କଂଗ୍ରେସ)
  • ୧୯୮୦: (୧୦୫): ହିମାଂଶୁ ଶେଖର ପାଢ଼ୀ (କଂଗ୍ରେସ-ଇ)
  • ୧୯୭୭: (୧୦୫): ନଟବର ପ୍ରଧାନ (ଜନତା)
  • ୧୯୭୪: (୧୦୫): ନଟବର ପ୍ରଧାନ (ସ୍ୱତନ୍ତ୍ର)
  • ୧୯୭୧: (୯୯): ନଟବର ପ୍ରଧାନ (ସ୍ୱତନ୍ତ୍ର)
  • ୧୯୬୭: (୯୯): ହିମାଂଶୁ ଶେଖର ପାଢ଼ୀ (ଜନ କଂଗ୍ରେସ)
  • ୧୯୬୧: (୩୨): ଅନିରୁଦ୍ଧ ଦୀପ (ଗଣ ପରିଷଦ)
  • ୧୯୫୧: (୧୨): ହିମାଂଶୁ ଶେଖର ପାଢ଼ୀ (ସ୍ୱାଧୀନ)

ଆଧାର ସମ୍ପାଦନା

  1. "Boudh Assembly Election 2009, Orissa". empoweringindia.org. 2013. Retrieved 25 May 2013. Constituency: Boudh (86) District : Boudh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 105-Boudh Constituency of ORISSA". eci.nic.in. 2006. Retrieved 25 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf