ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବାଲିକୁଦା-ଏରସମା (କ୍ରମିକ ସଂଖ୍ୟା: ୧୦୩) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିକୁଦା ବ୍ଳକ ଓ ଏରସମା ବ୍ଳକ ।[୨][୩]
ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ସାରଦା ପ୍ରସନ୍ନ ଜେନା (ବିଜେଡି) (୨୦୨୪) |
ଆରକ୍ଷଣ: | ସାଧାରଣ |
ଭୋଟର ସଂଖ୍ୟା (୨୦୨୪): | ୨,୬୭,୯୮୦ |
ଜିଲ୍ଲା: | ଜଗତସିଂହପୁର |
ଲୋକସଭା ଆସନ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୨ |
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଠାରୁ ୨୫,୯୫୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନନ୍ଦନ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡା. ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୫୪,୫୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୨୯,୩୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ସ୍ୱାଇଁଙ୍କଠାରୁ ୩୧,୩୮୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ
ସମ୍ପାଦନାପୁନର୍ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[୪]
- ୨୦୨୪: ସାରଦା ପ୍ରସନ୍ନ ଜେନା (ବିଜଦ)
- ୨୦୧୯: ରଘୁନନ୍ଦନ ଦାସ (ବିଜଦ)
- ୨୦୧୪: ପ୍ରଶାନ୍ତ କୁମାର ମୁଦୁଲି (ବିଜଦ)
- ୨୦୦୯: (୧୦୩): ପ୍ରଶାନ୍ତ କୁମାର ମୁଦୁଲି (ବିଜଦ)
ବାଲିକୁଦା, ଏରସମା
ସମ୍ପାଦନା୨୦୦୯ ନିର୍ବାଚନ ପୂର୍ବରୁ ବାଲିକୁଦା ଓ ଏରସମା ନାମରେ ଦୁଇଟି ପୃଥକ ନିର୍ବାଚନ ମଣ୍ଡଳୀ ଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୬][୭] [୮]
- ୨୦୦୪: ବା: (୩୭): ଉମେଶ ଚନ୍ଦ୍ର ସ୍ୱାଇଁ (କଂଗ୍ରେସ), ଏ: (୩୬): ଦାମୋଦର ରାଉତ (ବିଜଦ)
- ୨୦୦୦: ବା: (୩୭): ଉମେଶ ଚନ୍ଦ୍ର ସ୍ୱାଇଁ (କଂଗ୍ରେସ), ଏ: (୩୬): ଦାମୋଦର ରାଉତ (ବିଜଦ)
- ୧୯୯୫: ବା: (୩୭): ଲଲାଟେନ୍ଦୁ ମହାପାତ୍ର (କଂଗ୍ରେସ), ଏ: (୩୬): ବିଜୟ କୁମାର ନାୟକ (କଂଗ୍ରେସ)
- ୧୯୯୦: ବା: (୩୭): ଉମେଶ ଚନ୍ଦ୍ର ସ୍ୱାଇଁ (ଜନତା ଦଳ), ଏ: (୩୬): ଦାମୋଦର ରାଉତ (ଜନତା ଦଳ)
- ୧୯୮୫: ବା: (୩୭): ଜ୍ୟୋତିଶ ଚନ୍ଦ୍ର ଦାସ (କଂଗ୍ରେସ), ଏ: (୩୬): କୃଷ୍ଣ ଚନ୍ଦ୍ର ସ୍ୱାଇଁ (କଂଗ୍ରେସ)
- ୧୯୮୦: ବା: (୩୭): ବାସୁଦେବ ମହାପାତ୍ର (କଂଗ୍ରେସ-ଇ), ଏ: (୩୬): ଦାମୋଦର ରାଉତ (ଜନତା ଦଳ-ଏସ)
- ୧୯୭୭: ବା: (୩୭): ଉମେଶ ସ୍ୱାଇଁ (ଜନତା ପାର୍ଟି), ଏ: (୩୬): ଦାମୋଦର ରାଉତ (ଜନତା ପାର୍ଟି)
- ୧୯୭୪: ବା: (୩୭): ବାସୁଦେବ ମହାପାତ୍ର (କଂଗ୍ରେସ), ଏ: (୩୬): ଲୋକନାଥ ଚୌଧୁରୀ (ସିପିଆଇ)
- ୧୯୭୧: ବା: (୩୫): ବାସୁଦେବ ମହାପାତ୍ର (କଂଗ୍ରେସ-ଜେ), ଏ: (୩୪): ନାରାୟଣ ବୀରବର ସାମନ୍ତ (ଉତ୍କଳ କଂଗ୍ରେସ)
- ୧୯୬୭: ବା: (୩୫): ବୈକୁଣ୍ଠ ନାଥ ମହାନ୍ତି (ପ୍ରଜା ସୋସିଆଲିଷ୍ଟ ପାର୍ଟି), ଏ: (୩୪): ଲୋକନାଥ ଚୌଧୁରୀ (କମ୍ୟୁନିଷ୍ଟ)
- ୧୯୬୧: ବା: (୧୦୬): ବିପିନ ବିହାରୀ ଦାସ (କଂଗ୍ରେସ), ଏ: (୧୦୭): ରତ୍ନମାଳୀ ଜେମା (କଂଗ୍ରେସ)
- ୧୯୫୭: ବା: (୭୪): ବୈକୁଣ୍ଠ ନାଥ ମହାନ୍ତି (ପ୍ରଜା ସୋସିଆଲିଷ୍ଟ ପାର୍ଟି), ଏ: (୭୫): ଲୋକନାଥ ଚୌଧୁରୀ (କମ୍ୟୁନିଷ୍ଟ)
- ୧୯୫୧: ବା: (୭୩): ପ୍ରାଣକୃଷ୍ଣ ପରିଜା (ସ୍ୱାଧୀନ), ଏ:୭୨: ଗୌରୀଶ୍ୟାମ ନାୟକ (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବାଲିକୁଦା-ଏରସମା [୯] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଶାନ୍ତ କୁମାର ମୁଦୁଲି | ୮୯,୦୪୪ | ୫୭.୭୩ | - | |
କଂଗ୍ରେସ | ଉମେଶ ଚନ୍ଦ୍ର ସ୍ୱାଇଁ | ୫୭,୬୫୯ | ୩୭.୩୮ | - | |
ଭାଜପା | ପ୍ରିୟ ରଞ୍ଜନ ଦାସ | ୫,୮୩୨ | ୩.୭୮ | - | |
ସମୃଦ୍ଧ ଓଡ଼ିଶା | ଜ୍ଞାନ ରଞ୍ଜନ ମହାନ୍ତି | ୧,୭୦୯ | .୫୮ | - | |
ଭୋଟ ବ୍ୟବଧାନ | ୩୧,୩୮୫ | ୨୦.୩୫* | - | ||
ମତଦାନ ହାର | ୧,୫୪,୨୮୨ | ୬୮.୭୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ "Balikuda-Erasama Assembly Election 2009, Orissa". empoweringindia.org. Archived from the original on 19 April 2014. Retrieved 19 June 2013.
Constituency: Balikuda-Erasama (103) District : Jagatsinghpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
31385
- ↑ "State Elections 2004 - Partywise Comparision for 36-Ersama Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ "State Elections 2004 - Partywise Comparision for 37-Balikuda Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf