ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନସଭା ନିର୍ବାଚନମଣ୍ଡଳୀ

ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୨୪ ମଧ୍ୟରେ ୨ଟି ଉପ ନିର୍ବାଚନକୁ ମିଶାଇ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କୁ ୧୦,୯୯୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।[୧]

ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ବର୍ଷା ସିଂ ବରିହା (ବିଜେଡ଼ି)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୬୮,୭୭୪
ଜିଲ୍ଲା: ବରଗଡ଼ ଜିଲ୍ଲା
ଲୋକସଭା ଆସନ: ବରଗଡ଼
ପଞ୍ଚାୟତ ସମିତି:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର/ପଦ୍ମପୁର ବ୍ଳକ।

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୨]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ ରଞ୍ଜନ ସିଂ ବରିହା ୬୭,୯୧୩ ୪୪.୧୫ -
କଂଗ୍ରେସ ସତ୍ୟ ଭୂଷଣ ସାହୁ ୪୯,୮୪୭ ୩୨.୪୧ -
ଭାଜପା ପ୍ରଦୀପ ପୁରୋହିତ ୨୯,୬୫୧ ୧୯.୨୮ -
ବସପା ସୁଧାଂଶୁ ଶେଖର ବାରିକ ୬,୪୦୭ ୪.୧୭ -
ଭୋଟ ବ୍ୟବଧାନ ୧୮,୦୬୬ - -
ମତଦାନ ହାର ୧,୫୩,୮୩୭ ୭୫.୫୧ -

ନିର୍ବାଚିତ ବିଧାୟକ

ସମ୍ପାଦନା

ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩]

ବାହାର ତଥ୍ୟ

ସମ୍ପାଦନା