ବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବରୀ (କ୍ରମିକ ସଂଖ୍ୟା: ୪୯) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରୀ ବ୍ଳକ, ରସୁଲପୁର ବ୍ଳକର କିଛି ଅଞ୍ଚଳ ଓ ଯାଜପୁର ବ୍ଳକର କିଛି ଅଞ୍ଚଳ ।[୨][୩]
ବରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୨,୧୧୨ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କଠାରୁ ୭୧୭୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନବକିଶୋର ସାମଲଙ୍କଠାରୁ ୧୧,୭୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବରୀ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଦେବାଶିଷ ନାୟକ | ୫୫,୮୪୨ | ୫୧.୨୩ | - | |
କଂଗ୍ରେସ | ନବ କିଶୋର ସାମଲ | ୪୪,୦୭୫ | ୪୦.୪୩ | - | |
ଭାଜପା | ଜଗନ୍ନାଥ ପ୍ରସାଦ ସାମଲ | ୬,୮୮୮ | ୬.୩୨ | - | |
ସମୃଦ୍ଧ ଓଡ଼ିଶା | ମନୋରଞ୍ଜନ ଜେନା | ୮୪୧ | ୦.୭୭ | - | |
ବସପା | ରୋହିତ କୁମାର ମଲ୍ଲିକ | ୭୪୧ | ୦.୬୮ | - | |
ସପା | ଅଶୋକ କୁମାର ମହାନ୍ତି | ୬୧୮ | ୦.୫୭ | - | |
ଭୋଟ ବ୍ୟବଧାନ | ୧୧,୭୬୭ | ୧୦.୭୯* | - | ||
ମତଦାନ ହାର | ୧,୦୯,୦୫୨ | ୫୮.୮୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ବିଶ୍ୱ ରଞ୍ଜନ ମଲ୍ଲିକ (ବିଜଦ)
- ୨୦୧୯: ସୁନନ୍ଦା ଦାସ (ବିଜଦ)
- ୨୦୧୪: ଦେବାଶିଷ ନାୟକ (ବିଜଦ)
- ୨୦୦୯: (୪୯): ଦେବାଶିଷ ନାୟକ (ବିଜଦ)
ବରୀ-ଡେରାବିଶ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବିଧାୟକ ଗଣ
ସମ୍ପାଦନା- ୨୦୦୪: (୨୮): ଦେବାଶିଷ ନାୟକ (ବିଜଦ)
- ୨୦୦୦: (୨୮): ଦେବାଶିଷ ନାୟକ (ବିଜଦ)
- ୧୯୯୫: (୨୮): ଚିନ୍ମୟ ପ୍ରସାଦ ବେହୁରା (କଂଗ୍ରେସ)
- ୧୯୯୦: (୨୮): କୂଳମଣି ରାଉତ (ଜନତା ଦଳ)
- ୧୯୮୫: (୨୮): ଶ୍ରୀକାନ୍ତ କୁମାର ଜେନା (କଂଗ୍ରେସ)
- ୧୯୮୦: (୨୮): ଶ୍ରୀକାନ୍ତ କୁମାର ଜେନା (ଜନତା-ଧର୍ମନିରପେକ୍ଷ)
- ୧୯୭୭: (୨୮): ଶ୍ରୀକାନ୍ତ କୁମାର ଜେନା (ଜନତା)
- ୧୯୭୪: (୨୮): ପ୍ରହଲ୍ଲାଦ ମଲ୍ଲିକ (ଉତ୍କଳ କଂଗ୍ରେସ)
ଆଧାର
ସମ୍ପାଦନା- ↑ "Bari Assembly Election 2009, Orissa". empoweringindia.org. Archived from the original on 1 March 2014. Retrieved 7 June 2013.
Constituency: Bari (49) District : Jajpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
11767
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 28-Bari-Derabisi Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf