ନର୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ନର୍ଲା (କ୍ରମିକ ସଂଖ୍ୟା: ୮୧) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନର୍ଲା ବ୍ଳକ, କର୍ଲାମୁଣ୍ଡା ବ୍ଳକ, ମଦନପୁର-ରାମପୁର ବ୍ଳକ ଓ କେସିଙ୍ଗା ବ୍ଳକର ୯ଟି ଗ୍ରାମ ପଞ୍ଚାୟତ (ବେଲଖଣ୍ଡି, ତୁଣ୍ଡଳା, ତୁର୍ଲାଖମନ୍, ସିର୍ଜାପାଲି, କନ୍ତେଶିର, କଶ୍ରୁପଡା, ପରଲସିଙ୍ଗା, ହାତୀଖୋଜ୍, ନୁନମାଠ ) ।[୨][୩]
ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୬,୦୫୯ |
ଜିଲ୍ଲା: | କଳାହାଣ୍ଡି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଳାହାଣ୍ଡି |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଧନେଶ୍ୱର ମାଝୀ , ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କଠାରୁ ୧୫୭୬୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂହ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କଠାରୁ ୨୭,୫୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ନର୍ଲା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଭୂପିନ୍ଦର ସିଂହ | ୪୯,୭୪୮ | ୩୬.୩୨ | - | |
ଭାଜପା | ଶ୍ରୀକାନ୍ତ ହୋତା | ୨୨,୨୩୬ | ୧୬.୨୩ | - | |
ସ୍ୱାଧୀନ | ନୀଳମଣି ସାହୁ | ୧୭,୦୪୪ | ୧୨.୪୪ | - | |
ରାକପା | ଜାକିର ହୁସେନ | ୧୬,୭୧୨ | ୧୨.୨୦ | - | |
ସ୍ୱାଧୀନ | ସନ୍ତୋଷ କୁମାର ମୁଣ୍ଡ | ୧୨,୧୯୯ | ୮.୯୧ | - | |
ବସପା | କୈଳାଶ ଚନ୍ଦ୍ର ଜୈନ | ୫,୧୪୧ | ୩.୭୫ | - | |
ସପା | ଅଶୋକ କୁମାର ଚଣ୍ଡ | ୩,୯୨୮ | ୨.୮୭ | - | |
ସମୃଦ୍ଧ ଓଡ଼ିଶା | ସପନ କୁମାର ପଟ୍ଟନାୟକ | ୩,୮୧୨ | ୨.୭୮ | - | |
ସ୍ୱାଧୀନ | ଜଗଜୀବନ ବାରିକ | ୨,୦୭୧ | ୧.୫୧ | - | |
ସିପିଆଇ(ମାଲେ) ଲିବରେସନ | ଯୁଧିଷ୍ଟି ସା | ୧,୬୧୫ | ୧.୧୮ | - | |
ସ୍ୱାଧୀନ | ମୋହନ ଜାନୀ | ୧,୪୪୧ | ୧.୦୫ | - | |
କଳିଙ୍ଗ ସେନା | ସୁରେଶ ଚୌଧୁରୀ | ୧,୦୩୮ | ୦.୭୬ | - | |
ଭୋଟ ବ୍ୟବଧାନ | ୨୭,୫୧୨ | ୨୦.୦୮* | - | ||
ମତଦାନ ହାର | ୧,୩୭,୦୨୧ | ୭୧.୧୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ
୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: (୮୧): ଭୂପିନ୍ଦର ସିଂହ (ବିଜେଡି)
- ୨୦୧୪: (୮୧): ଧନେଶ୍ୱର ମାଝି (ବିଜୁ ଜନତା ଦଳ)
- ୨୦୦୯: (୮୧): ଭୂପିନ୍ଦର ସିଂହ (କଂଗ୍ରେସ)
- ୨୦୦୪: (୧୦୦): ବଳଭଦ୍ର ମାଝି (ବିଜଦ)
- ୨୦୦୦: (୧୦୦): ବଳଭଦ୍ର ମାଝି (ବିଜଦ)
- ୧୯୯୫: (୧୦୦): ବଳଭଦ୍ର ମାଝି (ଜନତା ଦଳ)
- ୧୯୯୦: (୧୦୦): ବଳଭଦ୍ର ମାଝି (ଜନତା ଦଳ)
- ୧୯୮୫: (୧୦୦): କୁମରମଣି ଶବର (କଂଗ୍ରେସ)
- ୧୯୮୦: (୧୦୦): ତେଜରାଜ ମାଝି (କଂଗ୍ରେସ-ଇ)
- ୧୯୭୭: (୧୦୦): ତେଜରାଜ ମାଝି (କଂଗ୍ରେସ)
- ୧୯୭୪: (୧୦୦): ଧନେଶ୍ୱର ମାଝି (ସ୍ୱତନ୍ତ୍ର)
- ୧୯୭୧: (୯୪): ଧନେଶ୍ୱର ମାଝି (ସ୍ୱତନ୍ତ୍ର)
- ୧୯୬୭: (୯୪): ଅଞ୍ଚଳ ମାଝି (ସ୍ୱତନ୍ତ୍ର)
ଆଧାରସମ୍ପାଦନ କରନ୍ତୁ
- ↑ "Narla Assembly Election 2009, Orissa". empoweringindia.org. Retrieved 28 May 2013.
Constituency: Narla (81) District : Kalahandi
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 28 May 2013.
27512
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 100-Narla Constituency of ORISSA". eci.nic.in. 2006. Retrieved 28 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf