ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ଜନ୍ମ: ୧୯ ଜାନୁଆରୀ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧] ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀସଞ୍ଜୟ କୁମାର ଦାସବର୍ମା
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-01-19) ୧୯ ଜାନୁଆରୀ ୧୯୬୭ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଯୋଗେଶ୍ୱରୀ ଦେବୀ
ସମ୍ପର୍କଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଭାଇ), ଉପାସନା ମହାପାତ୍ର (ଝିଆରୀ)
ବାପା/ବୋଉବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଲଳିତେନ୍ଦୁ ୧୯୬୭ ମସିହାର ଜାନୁଆରୀ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଏବଂ ପତ୍ନୀଙ୍କ ନାମ ଯୋଗେଶ୍ୱରୀ ଦେବୀ ।[୨] ତାଙ୍କ ଭାଇ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଜଣେ ରାଜନେତା ଥିଲେ, ଯିଏକି ଜଣେ ବିଧାୟକ ଭାବରେ ଆଗରୁ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ଲଳିତେନ୍ଦୁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୬ ମସିହାରେ ତାଙ୍କ ଭାଇ ଲୁଲୁ ମହାପାତ୍ରଙ୍କର ମୃତ୍ୟୁପରେ ସେ ତାଙ୍କ ଝିଆରୀ ଉପାସନା ମହାପାତ୍ରଙ୍କ ସହ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ଆଧାର ସମ୍ପାଦନା

  1. "ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ: ସିଏଏ ଓ ଏନଆରସିକୁ ବିରୋଧ କରି ରାଜଧାନୀରେ ଗର୍ଜିଲା କଂଗ୍ରେସ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 30 January 2020. Archived from the original on 23 February 2021. Retrieved 23 February 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Lalitendu Bidyadhar Mohapatra". odishaassembly.nic.in. Odisha Assembly. Retrieved 23 February 2021.
  3. "ବ୍ରହ୍ମଗିରି ବିଧାନ ସଭା : ଏଥର ଲୁଲୁ ବିନା ବ୍ରହ୍ମଗିରି, ହାଟ୍ରିକ ପାଇଁ ସଂଜୟ ପ୍ରସ୍ତୁତ | Sambad". ସମ୍ବାଦ. sambad.in. 23 February 2019. Archived from the original on 23 February 2021. Retrieved 23 February 2021.

ବାହାର ଆଧାର ସମ୍ପାଦନା