ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଛତ୍ରପୁର (କ୍ରମିକ ସଂଖ୍ୟା: ୧୨୭) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଛତ୍ରପୁର ବ୍ଳକ ଓ ଗଞ୍ଜାମ ବ୍ଳକ । [୧][୨]
ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୬,୭୨୬ |
ଜିଲ୍ଲା: | ଗଞ୍ଜାମ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଆସିକା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୩ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିୟାଂଶୁ ପ୍ରଧାନ ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କଠାରୁ ୨୨୦୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪]
- ୨୦୧୯: (୧୨୭): ସୁବାସ ଚନ୍ଦ୍ର ବେହେରା (ବିଜଦ)
- ୨୦୧୪: (୧୨୭): ପ୍ରିୟାଂଶୁ ପ୍ରଧାନ (ବିଜଦ)
- ୨୦୦୯: (୧୨୭): ଆଦିକନ୍ଦ ସେଠୀ (ସିପିଆଇ)
- ୨୦୦୪: (୭୨): ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ (ସିପିଆଇ)
- ୨୦୦୦: (୭୨): ରାମଚନ୍ଦ୍ର ପଣ୍ଡା (ବିଜଦ)
- ୧୯୯୫: (୭୨): ଦୈତାରୀ ବେହେରା (କଂଗ୍ରେସ)
- ୧୯୯୦: (୭୨): ପର୍ଶୁରାମ ପଣ୍ଡା (ସିପିଆଇ)
- ୧୯୮୫: (୭୨): ଅଶୋକ କୁମାର ଚୌଧୁରୀ (କଂଗ୍ରେସ)
- ୧୯୮୦: (୭୨): ବିଶ୍ୱନାଥ ସାହୁ (ସିପିଆଇ)[୫]
- ୧୯୭୭: (୭୨): ବିଶ୍ୱନାଥ ସାହୁ (ସିପିଆଇ)
- ୧୯୭୪: (୭୨): ଦୈତାରୀ ବେହେରା (ଉତ୍କଳ କଂଗ୍ରେସ)
- ୧୯୭୧: (୬୮): ଲକ୍ଷ୍ମଣ ମହାପାତ୍ର (କମ୍ୟୁନିଷ୍ଟ)
- ୧୯୬୭: (୬୮): ଲକ୍ଷ୍ମଣ ମହାପାତ୍ର (କମ୍ୟୁନିଷ୍ଟ) ଓ ରଘୁନାଥ ରାମାନୁଜ (ସ୍ୱତନ୍ତ୍ର)
- ୧୯୬୧: (୨୦): ଲକ୍ଷ୍ମଣ ମହାପାତ୍ର (କମ୍ୟୁନିଷ୍ଟ)
- ୧୯୫୭: (୧୫): ଯତିରାଜ ପ୍ରହରାଜ (କଂଗ୍ରେସ)
- ୧୯୫୨: (୧୦୨): ଭି. ସୀତାରାମୟା (ସ୍ୱାଧୀନ)
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଆଦିକନ୍ଦ ସେଠୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭଗବାନ ବେହେରାଙ୍କଠାରୁ ୧୬,୫୫୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ବିଧାନ ସଭା ନିର୍ବାଚନ, ଛତ୍ରପୁର [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ସିପିଆଇ | ଆଦିକନ୍ଦ ସେଠୀ | ୪୬,୨୪୪ | ୪୪.୨୬ | N/A | |
ଭାଜପା | ଭଗବାନ ବେହେରା | ୨୯,୬୮୭ | ୨୮.୪୨ | - | |
କଂଗ୍ରେସ | ସୋମନାଥ ବେହେରା | ୨୨,୧୪୬ | ୨୧.୨୦ | - | |
ସ୍ୱାଧୀନ | ଦାଶରଥୀ ବେହେରା | ୩,୭୮୯ | ୩.୬୩ | N/A | |
ସମୃଦ୍ଧ ଓଡ଼ିଶା | ନଟବର ବେହେରା | ୨,୬୦୫ | ୨.୪୯ | - | |
ଭୋଟ ବ୍ୟବଧାନ | ୧୬,୫୫୭ | ୧୫.୮୫* | - | ||
ମତଦାନ ହାର | ୧,୦୪,୫୦୭ | ୫୫.୨୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର ସମ୍ପାଦନ କରନ୍ତୁ
- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "ଛତ୍ରପୁରର ପୂର୍ବତନ ବିଧାୟକଙ୍କ ପରଲୋକ". ଧରିତ୍ରୀ. Retrieved 20 March 2016.
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf