ଅନୁଗୋଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଅନୁଗୋଳ (କ୍ରମିକ ସଂଖ୍ୟା: ୬୧) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ ବ୍ଳକର କିଛି ଅଞ୍ଚଳ ଓ ବଅଁରପାଳ ବ୍ଳକର କିଛି ଅଞ୍ଚଳ ।[୨][୩]

ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧, ୯୯,୬୬୧
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଜନୀକାନ୍ତ ସିଂହ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ୮୮୨୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଜନୀକାନ୍ତ ସିଂହ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ୨୦୩୪୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।[୫]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଜନୀ କାନ୍ତ ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ମିଶ୍ରଙ୍କଠାରୁ ୨୦,୪୬୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଅନୁଗୋଳ [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରଜନୀ କାନ୍ତ ସିଂହ ୬୧,୩୮୧ ୪୯.୭୦ -
କଂଗ୍ରେସ ସଂଗ୍ରାମ କେଶରୀ ମିଶ୍ର ୪୦,୯୧୮ ୩୩.୧୩ -
ଭାଜପା ମୀନକେତନ ଅମାନ୍ତ ୧୧,୭୩୧ ୯.୫୦ -
ସପା ଶଙ୍କରାଚାର୍ଯ୍ୟ ପ୍ରଧାନ ୫,୧୨୯ ୪.୧୫ N/A
ବସପା ଲୋକେଶ ଚନ୍ଦ୍ର ଜେନା ୨,୧୭୬ ୧.୭୬ -
ସମୃଦ୍ଧ ଓଡ଼ିଶା ସଂଘମିତ୍ରା ପ୍ରଧାନ ୧,୨୪୦ ୧.୦୦ -
ଇଣ୍ଡିଆନ ଜଷ୍ଟିସ ପାର୍ଟି ଦୟାନିଧି ପ୍ରଧାନ ୯୩୨ ୦.୭୫ -
ଭୋଟ ବ୍ୟବଧାନ ୨୦,୪୬୩ ୧୬.୫୭* -
ମତଦାନ ହାର ୧,୨୩,୫୨୧ ୬୭.୦୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]

ଆଧାର ସମ୍ପାଦନା

  1. "Angul Assembly Election 2009, Orissa". empoweringindia.org. Retrieved 9 June 2013. Constituency: Angul (61) District : Angul
  2. Assembly Constituencies and their EXtent
  3. Seats of Odisha
  4. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  5. ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 20463
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  8. "State Elections 2004 - Partywise Comparision for 116-Angul Constituency of ORISSA". eci.nic.in. 2006. Retrieved 9 June 2013. List Of Winning Candidates
  9. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf