ଉମରକୋଟ
ଉମରକୋଟ ନବରଙ୍ଗପୁର ଜିଲ୍ଲାର ଏକ ସହର । ଏହା ଅମରକୋଟ ନାମରେ ମଧ୍ୟ ପରିଚିତ । ଏହା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ନବରଙ୍ଗପୁର ଜିଲ୍ଲାର ଏକ ମୂଖ୍ୟ ବ୍ୟାବସାୟିକ କେନ୍ଦ୍ର।
ଉମରକୋଟ | |
— ସହର — | |
ଦିଗବାରେଣି | 19°39′54″N 82°12′43″E / 19.665°N 82.212°ECoordinates: 19°39′54″N 82°12′43″E / 19.665°N 82.212°E |
ଦେଶ | ଭାରତ |
ରାଜ୍ୟ | Orissa |
ଭାରତର ଜିଲାସବୁ | ନବରଙ୍ଗପୁର |
ବିଧାୟକ | ସୁବାସ ଗନ୍ଡ ବିଜେଡି |
ଲୋକସଂଖ୍ୟା • ଘନତା |
୨୭,୮୬୪ (2011[update]) • ୧୯୨/କି.ମି.୨ (୪୯୭/sq mi) |
ପୁରୁଷ-ନାରୀ ଅନୁପାତ | 972 ♂/♀ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
୩୦ square କିଲୋମିଟର (୧୨ sq mi) • ୬୧୫.୬୯ metres (୨,୦୨୦.୦ ft) |
ବେବସାଇଟ | http://nabarangpur.nic.in |
ଭୂଗୋଳସମ୍ପାଦନ କରନ୍ତୁ
ଉମରକୋଟ ନବରଙ୍ଗପୁର ଜିଲ୍ଲାର ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ସୀମାରେ ଅବସ୍ଥିତ । ଜିଲ୍ଲା ସଦର ମହକୁମା ଠାରୁ ଉମରକୋଟର ଦୂରତା ୬୨ କି.ମି.। ପାପଡ଼ାହାଣ୍ଡିରୁ ୨୦୧ ନମ୍ବର ଜାତୀୟ ରାଜପଥରୁ ବାମ ଆଡ଼କୁ ଛତିଶଗଡ଼ ସୀମା ଦିଗକୁ ୫୦ କିମି.ଗଲେ ଉମରକୋଟ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ଉମରକୋଟ ସହରର ଜନସଂଖ୍ୟା ୨୭,୮୬୪ , ଏଥିରୁ ୫୧% ପୁରୁଷ ଏବଂ ୪୯% ମହିଳା । ହାରାହାରି ସାକ୍ଷରତା ପ୍ରାୟ ୬୦ ପ୍ରତିଶତ,ଯାହାକି ଜାତୀୟ ହାରାହାରି ସାକ୍ଷରତା ୫୯.୫% ଠାରୁ ଅଧିକ ।
ଇତିହାସସମ୍ପାଦନ କରନ୍ତୁ
ପର୍ଯ୍ୟଟନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |