ଭବାନୀପାଟଣା
ଓଡ଼ିଶାର ଏକ ସହର
ଭବାନୀପାଟଣା' ଭାରତର ଓଡ଼ିଶାରେ ଥିବା କଳାହାଣ୍ଡି ଜିଲ୍ଲାର ସହର ଓ ମୁଖ୍ୟ ସଦର ମହକୁମା । ଏହି ସହରର ନାମ ଇଷ୍ଠ ଦେବତା ଶ୍ରୀ ଭବାନୀଶଙ୍କରଙ୍କ ନାମରେ ନାମିତ ହୋଇଛି ।
Bhawanipatna | |
---|---|
Bhawanipatna | |
Coordinates: 19°54′36″N 83°07′41″E / 19.91°N 83.128°E | |
Country | India |
State | Odisha |
Named for | The leading deity Bhawani-Shankar |
Government | |
• Type | Municipality |
• Body | Bhawanipatna Municipality |
Elevation | 248 m (814 ft) |
Population (2011) | |
• Total | ୮୩,୭୫୬ |
Demonym | Kalahandia |
Languages | |
• Official | Odia |
Time zone | UTC+5:30 (IST) |
PIN | 766001, 766002 |
Telephone code | 06670 |
ଯାନବାହାନ ପଞ୍ଚୀକରଣ | OD-08 |
UN/LOCODE | IN BWIP |
Website | kalahandi |
ଜନସଂଖ୍ୟା
ସମ୍ପାଦନା୨୦୦୧ ମସିହାର ଜନଗଣନା ଅନୁସାରେ ଭବାନିପାଟଣାର ମୋଟ୍ ଜନସଂଖ୍ୟା ୬୧୬୭୧ ଥିଲା ।
- ପୁରୁଷ: ୫୨%
- ମହିଳା: ୪୮%
ଭବାନିପାଟଣାର ସାକ୍ଷରତା ହାର ହାରାହାରି ଶତକଡା ୭୦ ଭାଗ ।
- ପୁରୁଷ: ୭୮%
- ମହିଳା: ୬୧%
- ୬ ବର୍ଷରୁ କମ୍:୧୨%
ଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |